ଜଗା ହାତରେ ପଘା
ଦେଖଣା
| ଜଗା ହାତରେ ପଘା | |
|---|---|
| ନିର୍ଦ୍ଦେଶକ | ମହମ୍ମଦ ମହସିନ |
| ପ୍ରଯୋଜକ | ମହମ୍ମଦ ମହସିନ |
| ଚିତ୍ରନାଟ୍ୟ | ମହମ୍ମଦ ମହସିନ |
| କାହାଣୀ | ମହମ୍ମଦ ମହସିନ |
| କଳାକାର | ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ସୁଜାତା ଆନନ୍ଦ |
| ସଙ୍ଗୀତ | ଅକ୍ଷୟ ମହାନ୍ତି |
| ଚିତ୍ରଗ୍ରହଣ | ରାଜୁ ମିଶ୍ର |
| ସମ୍ପାଦକ | ମୁକ୍ତାର ଅହମଦ |
ମୁକ୍ତିଲାଭ ତାରିଖ | ୧୯୮୫ |
| ଦେଶ | |
| ଭାଷା | ଓଡ଼ିଆ |
ଜଗା ହାତରେ ପଘା, ୧୯୮୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ମହମ୍ମଦ ମହସିନ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କାହାଣୀ ଓ ଚିତ୍ରନାଟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ଜଗା ହାତରେ ପଘା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୩]
ଆଧାର
[ସମ୍ପାଦନା]- ↑ ପରିଡ଼ା, ଲକ୍ଷ୍ମଣ କୁମାର (1 July 2003). "ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ଜଗନ୍ନାଥ" (PDF). ଉତ୍କଳ ପ୍ରସଙ୍ଗ (July 2003): 114. Archived from the original (PDF) on 14 October 2020. Retrieved 14 January 2019.
- ↑ "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.[permanent dead link]
- ↑ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜଗା ହାତରେ ପଘା