ଜଗା ହାତରେ ପଘା

ଉଇକିପିଡ଼ିଆ‌ରୁ
ଜଗା ହାତରେ ପଘା
ନିର୍ଦ୍ଦେଶକମହମ୍ମଦ ମହସିନ
ପ୍ରଯୋଜକମହମ୍ମଦ ମହସିନ
ଚିତ୍ରନାଟ୍ୟମହମ୍ମଦ ମହସିନ
କାହାଣୀମହମ୍ମଦ ମହସିନ
କଳାକାରଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ସୁଜାତା ଆନନ୍ଦ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣରାଜୁ ମିଶ୍ର
ସମ୍ପାଦକମୁକ୍ତାର ଅହମଦ
ମୁକ୍ତିଲାଭ ତାରିଖ
୧୯୮୫
ଦେଶ ଭାରତ
ଭାଷାଓଡ଼ିଆ

ଜଗା ହାତରେ ପଘା, ୧୯୮୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ମହମ୍ମଦ ମହସିନ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କାହାଣୀ ଓ ଚିତ୍ରନାଟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଜଗା ହାତରେ ପଘା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି[୩]

ଆଧାର[ସମ୍ପାଦନା]

  1. ପରିଡ଼ା, ଲକ୍ଷ୍ମଣ କୁମାର (1 July 2003). "ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ଜଗନ୍ନାଥ" (PDF). ଉତ୍କଳ ପ୍ରସଙ୍ଗ (July 2003): 114. Retrieved 14 January 2019.
  2. "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.[permanent dead link]
  3. "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.

ବାହାର ଆଧାର[ସମ୍ପାଦନା]