ଗୁଡ୍ ବୟ

ଉଇକିପିଡ଼ିଆ‌ରୁ
ଗୁଡ୍ ବୟ
ନିର୍ଦ୍ଦେଶକଜ୍ୟୋତି ଦାସ
ପ୍ରଯୋଜକହୃଦାନନ୍ଦ ସାମଲ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଜ୍ୟୋତି ଦାସ
କାହାଣୀରୀନା ସାମଲ
କଳାକାରଅରିନ୍ଦମ ରାୟ
ପ୍ରିୟା ଚୌଧୁରୀ
ମିହିର ଦାସ
ଇପ୍ସିତା ମହାନ୍ତି
ପିଣ୍ଟୁ ନନ୍ଦ
ସୁନୀତା ଗରବଡ଼ୁ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣରଞ୍ଜନ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୦ ମଇ ୨୦୧୨[୧]
ଦେଶ ଭାରତ
ଭାଷାଓଡ଼ିଆ

ଗୁଡ୍ ବୟ, ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହୃଦାନନ୍ଦ ସାମଲ ।[୧] ରୀନା ସାମଲ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୨] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଜ୍ୟୋତି ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିତର୍ଦ୍ଦେଶକ ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ପ୍ରିୟା ଚୌଧୁରୀ ।[୨] ମିହିର ଦାସ, ଇପ୍ସିତା ମହାନ୍ତି, ପିଣ୍ଟୁ ନନ୍ଦ, ସୁନୀତା ଗରବଡ଼ୁ, ହରିହର ମହାପାତ୍ର, ମୀନକେତନ, ଚୌଧୁରୀ ଜୟପ୍ରକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩][୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୨] ମୋହିତ ଚକ୍ରବର୍ତ୍ତୀ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୩] ଜାବେଦ ଅଲ୍ଲୀ, ପାମେଲା ଜୈନ, ବିନୋଦ ରାଠୋଡ଼, ଶାନ୍, ସୁମନ, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।[୨][୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଆଇନା କ‌ହେ" 
2."ଦେଖ୍ ଦେଖ୍ ଦେଖ୍ ଲେ" 
3."ଦୀୱାନା ହେଲି ମୁଁ" 
4."ଗୁଡ୍ ବୟ୍" 
5."ଡୁବା ଡୁବା ଡୁବା" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Good Boy". Incredible Orissa. 12 September 2011. Retrieved 15 November 2017.
  2. ୨.୦ ୨.୧ ୨.୨ ୨.୩ ୨.୪ "Odia film Gud Boy (Good Boy) Story, Cast, Crew, Wallpapers and Songs". NewOdisha.in. 5 April 2012. Retrieved 15 November 2017.
  3. ୩.୦ ୩.୧ "Oriya Movie Gud Boy Making Video". Incredible Orissa. 25 May 2012. Retrieved 15 November 2017.
  4. "ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା". ସମ୍ବାଦ. ଭୁବନେଶ୍ୱର: sambad.in. 12 August 2022. Archived from the original on 24 October 2022. Retrieved 24 October 2022.

ବାହାର ଆଧାର[ସମ୍ପାଦନା]