ଗୁଡ୍ ବୟ
ଗୁଡ୍ ବୟ | |
---|---|
ନିର୍ଦ୍ଦେଶକ | ଜ୍ୟୋତି ଦାସ |
ପ୍ରଯୋଜକ | ହୃଦାନନ୍ଦ ସାମଲ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଜ୍ୟୋତି ଦାସ |
କାହାଣୀ | ରୀନା ସାମଲ |
କଳାକାର | ଅରିନ୍ଦମ ରାୟ ପ୍ରିୟା ଚୌଧୁରୀ ମିହିର ଦାସ ଇପ୍ସିତା ମହାନ୍ତି ପିଣ୍ଟୁ ନନ୍ଦ ସୁନୀତା ଗରବଡ଼ୁ |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ରଞ୍ଜନ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୦ ମଇ ୨୦୧୨[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଗୁଡ୍ ବୟ, ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହୃଦାନନ୍ଦ ସାମଲ ।[୧] ରୀନା ସାମଲ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୨] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ଜ୍ୟୋତି ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିତର୍ଦ୍ଦେଶକ ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ପ୍ରିୟା ଚୌଧୁରୀ ।[୨] ମିହିର ଦାସ, ଇପ୍ସିତା ମହାନ୍ତି, ପିଣ୍ଟୁ ନନ୍ଦ, ସୁନୀତା ଗରବଡ଼ୁ, ହରିହର ମହାପାତ୍ର, ମୀନକେତନ, ଚୌଧୁରୀ ଜୟପ୍ରକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪][୧]
ଅଭିନୟ
[ସମ୍ପାଦନା]- ଅରିନ୍ଦମ ରାୟ
- ପ୍ରିୟା ଚୌଧୁରୀ[୫]
- ମିହିର ଦାସ[୬]
- ଇପ୍ସିତା ମହାନ୍ତି
- ପିଣ୍ଟୁ ନନ୍ଦ
- ସୁନୀତା ଗରାବଡୁ
- ହରିହର ମହାପାତ୍ର
- ମୀନକେତନ
- ଚୌଧୁରୀ ଜୟପ୍ରକାଶ ଦାସ
- ଶିବାନୀ ସଙ୍ଗୀତା[୭] (ଶିଶୁ କଳାକାର)
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୨] ମୋହିତ ଚକ୍ରବର୍ତ୍ତୀ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୪] ଜାବେଦ ଅଲ୍ଲୀ, ପାମେଲା ଜୈନ, ବିନୋଦ ରାଠୋଡ଼, ଶାନ୍, ସୁମନ, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।[୨][୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଆଇନା କହେ" | |
2. | "ଦେଖ୍ ଦେଖ୍ ଦେଖ୍ ଲେ" | |
3. | "ଦୀୱାନା ହେଲି ମୁଁ" | |
4. | "ଗୁଡ୍ ବୟ୍" | |
5. | "ଡୁବା ଡୁବା ଡୁବା" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Good Boy". Incredible Orissa. 12 September 2011. Retrieved 15 November 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Odia film Gud Boy (Good Boy) Story, Cast, Crew, Wallpapers and Songs". NewOdisha.in. 5 April 2012. Archived from the original on 19 November 2017. Retrieved 15 November 2017.
- ↑ "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
- ↑ ୪.୦ ୪.୧ "Oriya Movie Gud Boy Making Video". Incredible Orissa. 25 May 2012. Retrieved 15 November 2017.
- ↑ "ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା". ସମ୍ବାଦ. ଭୁବନେଶ୍ୱର: sambad.in. 12 August 2022. Archived from the original on 24 October 2022. Retrieved 24 October 2022.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଗୁଡ୍ଦୁ ଗ୍ୟାଙ୍ଗ୍ରେ ଗୁଡ୍ଡି". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗୁଡ୍ ବୟ