Jump to content

ଗୁଡ୍ ବୟ

ଉଇକିପିଡ଼ିଆ‌ରୁ
ଗୁଡ୍ ବୟ
ନିର୍ଦ୍ଦେଶକଜ୍ୟୋତି ଦାସ
ପ୍ରଯୋଜକହୃଦାନନ୍ଦ ସାମଲ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଜ୍ୟୋତି ଦାସ
କାହାଣୀରୀନା ସାମଲ
କଳାକାରଅରିନ୍ଦମ ରାୟ
ପ୍ରିୟା ଚୌଧୁରୀ
ମିହିର ଦାସ
ଇପ୍ସିତା ମହାନ୍ତି
ପିଣ୍ଟୁ ନନ୍ଦ
ସୁନୀତା ଗରବଡ଼ୁ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣରଞ୍ଜନ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୦ ମଇ ୨୦୧୨[]
ଦେଶ ଭାରତ
ଭାଷାଓଡ଼ିଆ

ଗୁଡ୍ ବୟ, ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହୃଦାନନ୍ଦ ସାମଲ ।[] ରୀନା ସାମଲ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[] ଜ୍ୟୋତି ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[] ସଙ୍ଗୀତ ନିତର୍ଦ୍ଦେଶକ ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ପ୍ରିୟା ଚୌଧୁରୀ ।[] ମିହିର ଦାସ, ଇପ୍ସିତା ମହାନ୍ତି, ପିଣ୍ଟୁ ନନ୍ଦ, ସୁନୀତା ଗରବଡ଼ୁ, ହରିହର ମହାପାତ୍ର, ମୀନକେତନ, ଚୌଧୁରୀ ଜୟପ୍ରକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[][]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[] ମୋହିତ ଚକ୍ରବର୍ତ୍ତୀ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[] ଜାବେଦ ଅଲ୍ଲୀ, ପାମେଲା ଜୈନ, ବିନୋଦ ରାଠୋଡ଼, ଶାନ୍, ସୁମନ, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।[][]

କ୍ରମଗୀତସମୟ
1."ଆଇନା କ‌ହେ" 
2."ଦେଖ୍ ଦେଖ୍ ଦେଖ୍ ଲେ" 
3."ଦୀୱାନା ହେଲି ମୁଁ" 
4."ଗୁଡ୍ ବୟ୍" 
5."ଡୁବା ଡୁବା ଡୁବା" 
  1. ୧.୦ ୧.୧ ୧.୨ ୧.୩ ୧.୪ "Good Boy". Incredible Orissa. 12 September 2011. Retrieved 15 November 2017.
  2. ୨.୦ ୨.୧ ୨.୨ ୨.୩ ୨.୪ "Odia film Gud Boy (Good Boy) Story, Cast, Crew, Wallpapers and Songs". NewOdisha.in. 5 April 2012. Archived from the original on 19 November 2017. Retrieved 15 November 2017.
  3. "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  4. ୪.୦ ୪.୧ "Oriya Movie Gud Boy Making Video". Incredible Orissa. 25 May 2012. Retrieved 15 November 2017.
  5. "ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା". ସମ୍ବାଦ. ଭୁବନେଶ୍ୱର: sambad.in. 12 August 2022. Archived from the original on 24 October 2022. Retrieved 24 October 2022.
  6. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  7. "ଗୁଡ୍ଦୁ ଗ୍ୟାଙ୍ଗ୍‌ରେ ଗୁଡ୍ଡି". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.

ବାହାର ଆଧାର

[ସମ୍ପାଦନା]