କାଳ ଚକ୍ର

ଉଇକିପିଡ଼ିଆ ରୁ
Jump to navigation Jump to search
କାଳଚକ୍ର
ନିର୍ଦ୍ଦେଶକରଜତ ପାଇକରାୟ
ପ୍ରଯୋଜକସୁବାଷ ରଥ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟରଜତ ପାଇକରାୟ
କାହାଣୀସୁବାଷ ରଥ
କଳାକାରସିଦ୍ଧାନ୍ତ ମହାପାତ୍ର, ପ୍ରିୟଙ୍କା ତ୍ରିବେଦୀ, ହର ପଟ୍ଟନାୟକ, ଜୟୀରାମ ସାମଲ, ଉତ୍ତମ ମହାନ୍ତି
ସଙ୍ଗୀତବିଦ୍ୟାଧର ସାହୁ
ଚିତ୍ରଗ୍ରହଣଗୋପାଳ ରେଡ୍ଡି ଏସ୍.
ସମ୍ପାଦକଏ. ଶ୍ରୀକର ପ୍ରସାଦ
ମୁକ୍ତିଲାଭ ତାରିଖ
୧୯୯୯
ଦେଶ ଭାରତ
ଭାଷାଓଡ଼ିଆ

କାଳଚକ୍ର, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସୁବାଷ ରଥ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରଜତ ପାଇକରାୟ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ସିଦ୍ଧାନ୍ତ ମହାପାତ୍ର, ପ୍ରିୟଙ୍କା ତ୍ରିବେଦୀ, ହର ପଟ୍ଟନାୟକ, ଜୟୀରାମ ସାମଲ, ଉତ୍ତମ ମହାନ୍ତି, ଜୟଶ୍ରୀ, ପିଆଲି, ସୁବାଷ ରଥ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୁମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

  • ସିଦ୍ଧାନ୍ତ ମହାପାତ୍ର
  • ପ୍ରିୟଙ୍କା ତ୍ରିବେଦୀ[୧]
  • ହର ପଟ୍ଟନାୟକ
  • ଜୟୀରାମ ସାମଲ
  • ଉତ୍ତମ ମହାନ୍ତି
  • ଜୟଶ୍ରୀ
  • ପିଆଲି
  • ସୁବାଷ ରଥ

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟାଧର ସାହୁଶୀର୍ଷାନନ୍ଦ ଦାସ କାନୁନ‌୍‌ଗୋ, ନିଜାମ, ସୁବୋଧ ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୀତା ଦାଶ, ଘନଶ୍ୟାମ ଦାସ, ତୃପ୍ତି ଦାସ, କବିତା କ୍ରିଷ୍ଣମୂର୍ତ୍ତି, ସୋନୁ ନିଗମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଓଲିଉଡ ଷ୍ଟାର୍‌ ସିଦ୍ଧାନ୍ତଙ୍କ ପାର୍ଟନର୍‌ ବନିଥିବା ନାୟିକା ଏବେ ସାଉଥ୍‌ର ଟପ ଷ୍ଟାର୍‌ !". sambad.in. 4 May 2018. Retrieved 6 June 2018.

ବାହାର ଆଧାର[ସମ୍ପାଦନା]