କାଳ ଚକ୍ର
ଦେଖଣା
କାଳଚକ୍ର | |
---|---|
ନିର୍ଦ୍ଦେଶକ | ରଜତ ପାଇକରାୟ |
ପ୍ରଯୋଜକ | ସୁବାଷ ରଥ |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ରଜତ ପାଇକରାୟ |
କାହାଣୀ | ସୁବାଷ ରଥ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ପ୍ରିୟଙ୍କା ତ୍ରିବେଦୀ, ହର ପଟ୍ଟନାୟକ, ଜୟୀରାମ ସାମଲ, ଉତ୍ତମ ମହାନ୍ତି |
ସଙ୍ଗୀତ | ବିଦ୍ୟାଧର ସାହୁ |
ଚିତ୍ରଗ୍ରହଣ | ଗୋପାଳ ରେଡ୍ଡି ଏସ୍. |
ସମ୍ପାଦକ | ଏ. ଶ୍ରୀକର ପ୍ରସାଦ |
ମୁକ୍ତିଲାଭ ତାରିଖ | ୧୯୯୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କାଳଚକ୍ର, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସୁବାଷ ରଥ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରଜତ ପାଇକରାୟ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ସିଦ୍ଧାନ୍ତ ମହାପାତ୍ର, ପ୍ରିୟଙ୍କା ତ୍ରିବେଦୀ, ହର ପଟ୍ଟନାୟକ, ଜୟୀରାମ ସାମଲ, ଉତ୍ତମ ମହାନ୍ତି, ଜୟଶ୍ରୀ, ପିଆଲି, ସୁବାଷ ରଥ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୁମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସିଦ୍ଧାନ୍ତ ମହାପାତ୍ର[୨]
- ପ୍ରିୟଙ୍କା ତ୍ରିବେଦୀ[୧]
- ହର ପଟ୍ଟନାୟକ[୩]
- ଜୟୀରାମ ସାମଲ
- ଉତ୍ତମ ମହାନ୍ତି
- ଜୟଶ୍ରୀ
- ପିଆଲି
- ସୁବାଷ ରଥ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟାଧର ସାହୁ । ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ନିଜାମ, ସୁବୋଧ ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୀତା ଦାଶ, ଘନଶ୍ୟାମ ଦାସ, ତୃପ୍ତି ଦାସ, କବିତା କ୍ରିଷ୍ଣମୂର୍ତ୍ତି, ସୋନୁ ନିଗମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଓଲିଉଡ ଷ୍ଟାର୍ ସିଦ୍ଧାନ୍ତଙ୍କ ପାର୍ଟନର୍ ବନିଥିବା ନାୟିକା ଏବେ ସାଉଥ୍ର ଟପ ଷ୍ଟାର୍ !". sambad.in. 4 May 2018. Retrieved 6 June 2018.
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
- ↑ Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କାଳ ଚକ୍ର