ଆହୁତି

ଉଇକିପିଡ଼ିଆ‌ରୁ
ଆହୁତି
ନିର୍ଦ୍ଦେଶକଦେବୀ ଦାସ
କଳାକାରଅଜିତ ଦାସ
ନିହାରିକା ସାହୁ
ନରେନ୍ଦ୍ର କୁମାର ବେହେରା
ସଙ୍ଗୀତଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ
୧୯୭୭
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୧୨,୬୦,୦୦୦

ଆହୁତି, ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟି ନିଗମ ଫିଲ୍ମସ୍ ବ୍ୟାନରରେ ନିର୍ମିତ ହୋଇଥିଲା । ନିର୍ଦ୍ଦେଶକ ଦେବୀ ଦାସ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଜଣାଶୁଣା ସଙ୍ଗୀତକାର ଅକ୍ଷୟ ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଅଜିତ ଦାସ, ନରେନ୍ଦ୍ର କୁମାର ବେହେରା, ନିହାରିକା ସାହୁ ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ଗୀତିକାର ଦେବଦାସ ଛୋଟରାୟ କଥାଚିତ୍ରଟିର ଗୀତ ରଚନା କରିଥିଲେ । ତୃପ୍ତି ଦାସ, ଅକ୍ଷୟ ମହାନ୍ତି, ଶେଖର ଘୋଷ, ଗୀତା ପଟ୍ଟନାୟକ, ଶ୍ରୀକାନ୍ତ ଦାସ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ହେ ମୋର ଆଖି ଲୁହ"ଦେବଦାସ ଛୋଟରାୟତୃପ୍ତି ଦାସ 
2."ହୃଦୟକୁ କରିଦିଅ ପାନ୍ଥଶାଳା"ଦେବଦାସ ଛୋଟରାୟଅକ୍ଷୟ ମହାନ୍ତି 
3."ଜୋତ୍ସ୍ନା ଆଣେ ପ୍ରଜାପତି"ଦେବଦାସ ଛୋଟରାୟଅକ୍ଷୟ ମହନ୍ତି 
4."ସୂର୍ଯ୍ୟ ହେ ତୁମ ଉଦୟ ରଙ୍ଗ"ଦେବଦାସ ଛୋଟରାୟଶେଖର ଘୋଷ 
5."ପାଷାଣ ଘର ଅନ୍ଧକାରେ"ଦେବଦାସ ଛୋଟରାୟଶ୍ରୀକାନ୍ତ ଦାସ 

ଆଧାର[ସମ୍ପାଦନା]

  1. Mahananda, Ramakanta (1 September 2020). "ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସ କରୋନା ଆକ୍ରାନ୍ତ, ଚିକିତ୍ସା ପାଇଁ କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି". Samaja Live (in ଓଡ଼ିଆ). ଭୁବନେଶ୍ୱର. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)
  2. "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.
  3. "ଆରପାରିରେ ଅଜିତ୍ ଦାସ". Prameya. 13 September 2020. Archived from the original on 14 September 2020. Retrieved 14 September 2020.
  4. "Ahuti". Odia Movie Database. Retrieved 14 September 2020.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ଆହୁତି