ଲଭ୍ ମାଷ୍ଟର

ଉଇକିପିଡ଼ିଆ‌ରୁ
ଲଭ ମାଷ୍ଟର
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକଅପରାଜିତା ମହାନ୍ତି
ସଂଳାପବାପୁ ଗୋସ୍ୱାମୀ,
କାହାଣୀଉତ୍ତମ ମହାନ୍ତି
କଳାକାରବାବୁଶାନ୍, ରିୟା ଦେ, ପୁନମ ମିଶ୍ର, ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ସମରେଶ୍ ରାଉତ୍‌ରାଏ, ପିଣ୍ଟୁ ନନ୍ଦ, ମିନ‌କେତନ ଦାସ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୧୯ ଅକ୍ଟୋବର ୨୦୧୨
କଥାଚିତ୍ରର ସମୟ
୧୫୪ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଲଭ୍ ମାଷ୍ଟର ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲା ଅଭିନେତ୍ରୀ ଅପରାଜିତା ମହାନ୍ତି । ଅଭିନେତା ଉତ୍ତମ ମହାନ୍ତି ଏହି କଥାଚିତ୍ରଟିର କାହଣୀ ରଚନା କରିଥିଲେ ଓ ବାପୁ ଗୋସ୍ୱାମୀ ଏହାର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ହିମାଂଶୁ ପରିଜା ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍, ରିୟା ଦେ ଓ ପୁନମ ମିଶ୍ର ।[୨] ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ସମରେଶ ରାଉତରାୟ, ପିଣ୍ଟୁ ନନ୍ଦ, ମୀନକେତନ, ଜୀବନ ପଣ୍ଡା, ସରୋଜ ଦାସ। ସଲିଲ୍ ମିତ୍ର, ସ୍ମିତା ମହାନ୍ତି, କନକ ପଣ୍ଡା, ବିଦୁସ୍ମିତା, ରବି ମିଶ୍ର, ଦେବାଶିଷ ପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୨ ମସିହା ଅକ୍ଟୋବର ମାସରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର

୧. ତୁ ଲଭ ମାଷ୍ଟର
୨. ହାଏ ମୋତେ ଛପନ ଛୋରି
୩. ମୋ ମନେ ପ୍ରେମ ସଜେଇ
୪. ମୋର ପତ୍‌ଲି ଅଣ୍ଟା
୫. ଜୋଡ଼ି ହେଇଗଲା
୬. ନିଜକୁ ପଚାରେ

ଆଧାର[ସମ୍ପାଦନା]

  1. ଇଣ୍ଟରନେଟ ମୁଭି ଡାଟାବେସରେ ଲଭ୍ ମାଷ୍ଟର
  2. "କାହିଁକି  ଏହି ନାୟକ ଏବେ  ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 19 August 2020. Retrieved 2 October 2018. {{cite news}}: no-break space character in |title= at position 8 (help)CS1 maint: unrecognized language (link)
  3. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  4. "'ରକଷ୍ଟାର୍‌' ପାର୍ଟନରଙ୍କ ସହ ରୋମାନସ୍‌ କରୁଛନ୍ତି ଏହି ଓଲିଉଡ ନାୟିକା". sambad.in. 6 May 2018. Retrieved 6 June 2018.
  5. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  6. "ସଫଳ ଅଳକା". ପ୍ରମେୟ. 16 February 2022. p. 6. Archived from the original on 6 January 2023. Retrieved 6 January 2023.

ବାହାର ଆଧାର[ସମ୍ପାଦନା]