Jump to content

ମନ ରହିଗଲା ତୁମରି ଠାରେ

ଉଇକିପିଡ଼ିଆ‌ରୁ
ମନ ରହିଗଲା ତୁମରି ଠାରେ
ନିର୍ଦ୍ଦେଶକମହମ୍ମଦ ମହସୀନ୍
ପ୍ରଯୋଜକବସନ୍ତ ନାୟକ
ସଂଳାପ(ସଂଳାପ): ବିଜୟ ମିଶ୍ର
ଚିତ୍ରନାଟ୍ୟମହମ୍ମଦ ମହସୀନ୍
କାହାଣୀବସନ୍ତ ନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ଅନୁ ଚୌଧୁରୀ, ଜ୍ୟୋତି ମିଶ୍ର
ସଙ୍ଗୀତସ୍ୱରୂପ ନାୟକ
ମୁକ୍ତିଲାଭ ତାରିଖ
୧୧ଜୁନ ୧୯୯୯ [] []
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮୮ଲକ୍ଷ ୩୬ହଜାର

ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ, ବ୍ରଜରାଜ ମୁଭିଜ୍ର ଓଡ଼ିଆ କଥାଚିତ୍ର ମନ ରହିଗଲା ତୁମରି ଠାରେ [] ୧୯୯୯ ମସିହାରେ ମୁକ୍ତିଲାଭ କରିଥିଲା । ବସନ୍ତ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ।[]

ଅଭିନୟରେ

[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ମନ ରହିଗଲା ତୁମରି ଠାରେ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଓଡ଼ିଆଚଳଚ୍ଚିତ୍ର ‘ମନ ରହିଗଲା ତୁମରି ଠାରେ’ରେ, ଗୀତ ଲେଖି, ଗୀତ ଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତକାର ସ୍ୱରୂପ ନାୟକ ୤ ‘ମନ ରହିଗଲା ତୁମରି ଠାରେ’ର ଗୀତଗୁଡ଼ିକରେ ଇରା ମହାନ୍ତି, ତୃପ୍ତି ଦାସ, ଟି. ସୌରୀ ଓ ସୁବାଷ ଦାସ ପ୍ରମୁଖ କଣ୍ଠଦାନ କରିଥିଲେ ୤

  1. ଧରିତ୍ରୀ (୨୩ଡିସେମ୍ବର୧୯୯୯)
  2. ସ୍ପନ୍ଦନ, (ଅନୁପମ ଭାରତ), ୩୦ଜୁନ ୨୦୦୦, ପୃଷ୍ଠା-୧୦
  3. ଇଣ୍ଟରନେଟ ମୁଭି ଡାଟାବେସରେ ମନ ରହିଗଲା ତୁମରି ଠାରେ
  4. "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 27 December 2017. Retrieved 24 August 2018.
  5. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.