ଚକାଡୋଳା କରୁଚି ଲୀଳା

ଉଇକିପିଡ଼ିଆ‌ରୁ
ଚକାଡୋଳା କରୁଛି ଲୀଳା
ନିର୍ଦ୍ଦେଶକହର ପଟ୍ଟନାୟକ
ପ୍ରଯୋଜକଅମୀୟ ରଞ୍ଜନ ପଟ୍ଟନାୟକ
ସଂଳାପଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
ଚିତ୍ରନାଟ୍ୟହର ପଟ୍ଟନାୟକ
କାହାଣୀହର ପଟ୍ଟନାୟକ
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ବିଜୟ ମହାନ୍ତି
ସୁଜାତା ଆନନ୍ଦ
ହର ପଟ୍ଟନାୟକ
ମିହିର ଦାସ
ଦେବୁ ବୋଷ
ଜୟୀରାମ ସାମଲ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୧୯୯୦
ଦେଶ ଭାରତ
ଭାଷାଓଡ଼ିଆ

ଚକାଡୋଳା କରୁଛି ଲୀଳା, ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅମୀୟ ରଞ୍ଜନ ପଟ୍ଟନାୟକ ।[୨] ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହର ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]

ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ସୁଜାତା ଆନନ୍ଦ, ହର ପଟ୍ଟନାୟକ, ମିହିର ଦାସ, ଦେବୁ ବୋଷ, ଜୟୀରାମ ସାମଲ, ଅନୁରାଧା, ରେଖା ଜୈନ, ବ୍ରଜ ସିଂହ, ଡିସ୍କୋ ଶାନ୍ତି, ଦୁଃଖିରାମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି[୩] ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅନୁରାଧା ପୌଡ଼ୱାଲ, ଅକ୍ଷୟ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Evergreen ଅଭିନେତ୍ରୀ ଅପରଜିତା ମହାନ୍ତି". Mo Odisha. 15 May 2018. Retrieved 15 July 2018.[permanent dead link]
  2. "ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ". Kanak News. kanaknews.com. 19 October 2018. Retrieved 9 September 2020.
  3. ୩.୦ ୩.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.

ବାହାର ଆଧାର[ସମ୍ପାଦନା]