ମଣି ନାଗେଶ୍ୱରୀ

ଉଇକିପିଡ଼ିଆ‌ରୁ
ମଣି ନାଗେଶ୍ୱରୀ
ନିର୍ଦ୍ଦେଶକବିଜୟ ଭାସ୍କର
ପ୍ରଯୋଜକସଞ୍ଜୀବ ସାହୁ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟବିଜୟ ଭାସ୍କର
କାହାଣୀଚଞ୍ଚଳା ସାହୁ
କଳାକାରସିଦ୍ଧାନ୍ତ ମହାପାତ୍ର, ଲିଜା, ମିହିର ଦାସ, ଦେବୁ ବୋଷ, ରାଇମୋହନ ପରିଡ଼ା
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣବି. ସତୀଶ
ସମ୍ପାଦକଏନ୍. ମହେଶ୍ୱର
ମୁକ୍ତିଲାଭ ତାରିଖ
୧୯୯୫
ଦେଶ ଭାରତ
ଭାଷାଓଡ଼ିଆ

ମଣି ନାଗେଶ୍ୱରୀ, ୧୯୯୫ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୀବ ସାହୁ । ଚଞ୍ଚଳା ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଜୟ ଭାସ୍କର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ସିଦ୍ଧାନ୍ତ ମହାପାତ୍ର, ଲିଜା, ମିହିର ଦାସ, ଦେବୁ ବୋଷ, ରାଇମୋହନ ପରିଡ଼ା, ପ୍ରଦ୍ୟୁମ୍ନ ଲେଙ୍କା, ରୁନୁ ପରିଜା, ବ୍ରଜ ସିଂହ, ବୀଣା ମହାରଣା, ସ୍ମିତା, ରାଜଶ୍ରୀ, ମାମିନା, ସ୍ନିଗ୍ଧା, ସରସ୍ୱତୀ, ଇନ୍ଦୁ ପାତ୍ର, ମଧୁସ୍ମିତା, ମନୋରୋମା, ପ୍ରଭାତୀ, ସସ୍ମିତା ସିଂହ, ରବି ନାଥ, ଜୁଲିଆ, ସଂଗ୍ରାମ, ନବ ପଣ୍ଡା, ଦେବାଶିଷ, ନିର୍ମଳ, ଇଲୁ ବାନାର୍ଜୀ, ହାତୀ ପ୍ରତିହାରୀ, ଗଣେଶ, କ୍ରୀଷ୍ଣା, ସରୋଜ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ସାମନ୍ତ ନନ୍ଦ କିଶୋର, ନିଜାମ, ରବିନ୍ଦ୍ର ସାହୁ, ସଞ୍ଜୀବ ସାହୁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କେ.ଏସ୍. ଚିତ୍ର, ବଦ୍ରି ନାରାୟଣ, କୈଳାଶ ସାହୁ, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପରଦାରେ ନାଗ-ନାଗୁଣୀ ସାଜିଲେ ଏହି ଓଲିଉଡ ଯୋଡି | Sambad". Sambad. 20 June 2018. Archived from the original on 24 August 2018. Retrieved 27 August 2018.
  2. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.

ବାହାର ଆଧାର[ସମ୍ପାଦନା]