ଆଇ ଲଭ୍ ମାଇଁ ଇଣ୍ଡିଆ
ଆଇ ଲଭ୍ ମାଇଁ ଇଣ୍ଡିଆ | |
---|---|
ନିର୍ଦ୍ଦେଶକ | ସଂଗ୍ରାମ ବିଶ୍ୱାଳ |
ପ୍ରଯୋଜକ | ବିଭୂତି ରାଉତରାୟ |
ସଂଳାପ | ବିଜୟ ମିଶ୍ର |
ଚିତ୍ରନାଟ୍ୟ | ସଂଗ୍ରାମ ବିଶ୍ୱାଳ |
କାହାଣୀ | ସଂଗ୍ରାମ ବିଶ୍ୱାଳ |
କଳାକାର | ବୁଦ୍ଧାଦିତ୍ୟ ମହାନ୍ତି, ନମ୍ରତା ଥାପା, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ମିହିର ଦାସ, ଦେବଯାନୀ, ଅପରାଜିତା ମହାନ୍ତି |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଶାମ୍ବା ଶିବା ରାଓ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଆଇ ଲଭ୍ ମାଇଁ ଇଣ୍ଡିଆ, ୨୦୦୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଭୂତି ରାଉତରାୟ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨][୩][୪]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବୁଦ୍ଧାଦିତ୍ୟ ମହାନ୍ତି ଏବଂ ନମ୍ରତା ଥାପା ।[୫] ବୁଦ୍ଧାଦିତ୍ୟ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୬] ଅକ୍ଷୟ ବସ୍ତିଆ, ଦେବୁ ବୋଷ, ମିହିର ଦାସ, ଦେବଯାନୀ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
[ସମ୍ପାଦନା]- ବୁଦ୍ଧାଦିତ୍ୟ ମହାନ୍ତି[୩]
- ନମ୍ରତା ଥାପା[୭]
- ଅକ୍ଷୟ ବସ୍ତିଆ
- ଦେବୁ ବୋଷ
- ମିହିର ଦାସ
- ଦେବଯାନୀ
- ଅପରାଜିତା ମହାନ୍ତି
- ବିଜୟ ମହାନ୍ତି
- ଉତ୍ତମ ମହାନ୍ତି
- ପିଣ୍ଟୁ ନନ୍ଦ
- ଜୟୀରାମ ସାମଲ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ବିଜୟ ମଲ୍ଲ ଏହି କଥାଚିତ୍ରଟୀର ଗୀତ ରଚନା କରିଥିଲେ । କୁମାର ବାପି, ଇରା ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଆଇନାରେ ଦେଖିବୁନି ମୁହଁ" | |
2. | "ଆଜି କାଇଁ ଲାଗେ ଏମିତି" | |
3. | "ବଂଶୀଧାରି ବଂଶୀଧାରି" | |
4. | "ଭଲ ମୁଁ ପାଉଚି (ନାରୀ)" | |
5. | "ଭଲ ମୁଁ ପାଉଚି (ପୁରୁଷ)" | |
6. | "ଦେ ଦେ ଦେରେ ପ୍ୟାର ଦେ" |
ଆଧାର
[ସମ୍ପାଦନା]- ↑ "ଓଲିଉଡ଼୍ରେ ଏକ ଲମ୍ବା ଇନିଂସ ଖେଳିବାକୁ ପ୍ରସ୍ତୁତ ଏହି ନାୟକ | Sambad". Sambad (in Odia). ଓଡ଼ିଶା. 9 September 2018. Archived from the original on 13 September 2018. Retrieved 10 September 2018.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ "ଏହି ନାୟକ ପ୍ରଥମ ସିନେମାରେ କହିଥିଲେ 'ଆଇ ଲଭ୍ ମାଇଁ ଇଣ୍ଡିଆ'". sambad.in. 26 January 2018. Retrieved 9 February 2018.
- ↑ ୩.୦ ୩.୧ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
- ↑ "ସଂଗ୍ରାମଙ୍କ ସିନେମାରେ ନାହାନ୍ତି ବର୍ଷା". ସମ୍ବାଦ. 4 March 2023. p. 10. Archived from the original on 28 August 2023. Retrieved 28 August 2023.
- ↑ "ଦୁଇଟିରେ ଅନୁଭବଙ୍କ ସାଥ୍ ପାଇଛନ୍ତି ନମ୍ରତା". ନିର୍ଭୟ. 29 August 2022. p. 10. Archived from the original on 25 September 2023. Retrieved 25 September 2023.
- ↑ "ଏଥର ରଜ ବଜାରରେ ଦେଖିବାକୁ ମିଳିବେନି ଏହି ନାୟକ !". sambad.in. 24 April 2018. Retrieved 6 June 2018.
- ↑ "ଲେଉଟିଲେ ନମ୍ରତା , ଯାହାଙ୍କ ପାଇଁ ବସୁଧା ଚିରି ଆସିଲେ ନାୟକ". Sambad (in Odia). Odisha. 16 January 2019. Archived from the original on 27 October 2022. Retrieved 22 January 2019.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆଇ ଲଭ୍ ମାଇଁ ଇଣ୍ଡିଆ