ପୌରୁଷ

ଉଇକିପିଡ଼ିଆ‌ରୁ
ପୌରୁଷ
ମାଲିକଇଷ୍ଟର୍ଣ ମିଡିଆ ଲିମିଟେଡ
ପ୍ରତିଷ୍ଠାତାଜାନକୀ ବଲ୍ଲଭ ପଟ୍ଟନାୟକ[୧]
ପ୍ରକାଶକବିଜୟ କୁମାର ପଟ୍ଟନାୟକ
ସମ୍ପାଦକଅସିତ ମହାନ୍ତି
ସହକାରୀ ସମ୍ପାଦକଗୋବିନ୍ଦ ଚନ୍ଦ୍ର ଚାନ୍ଦ
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର, ଓଡ଼ିଶା
Sister newspapersସମ୍ବାଦ (ଖବରକାଗଜ)

ପୌରୁଷ ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ଏକ ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା[୨] ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ ।[୩] ଅସିତ ମହାନ୍ତି ବର୍ତ୍ତମାନ ଏହି ପତ୍ରିକାର ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି । ଜୟନ୍ତୀ ପଟ୍ଟନାୟକ, ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଦତ୍ତା ପଟ୍ଟନାୟକ ଏହି ପତ୍ରିକାର ସମ୍ପାଦନା ମଣ୍ଡଳୀରେ ଅଛନ୍ତି ।[୪]

ଆଧାର[ସମ୍ପାଦନା]

  1. https://www.telegraphindia.com/1150422/jsp/odisha/story_15916.jsp
  2. Indian History Congress (1980). Proceedings of the Indian History Congress.
  3. India. Parliament. House of the People; India. Parliament. Lok Sabha (1980). Who's who. Lok Sabha Secretariat.
  4. Who's who in India. Guide Publications. 1986.