ଶ୍ରେଣୀ:ଓଡ଼ିଆ ପତ୍ରିକା
Jump to navigation
Jump to search
"ଓଡ଼ିଆ ପତ୍ରିକା"ର ଇତିହାସ ନିଆରା, ଅନେକ ବରଷ ଧରି ଓଡ଼ିଆ ଗଳପ, କାହାଣି, କବିତା, ପ୍ରବନ୍ଧ ସବୁକୁ ପଢାଳିର ଅଳପ ସମୟ ଭିତରେ ସାହିତ୍ୟକୁ ଛୁଇଁବାର ଆଶା ନେଇ ପତ୍ରିକା ସବୁ ବାହାରି ଚାଲିଛନ୍ତି । ସେ କାଳର ଆଶା, ନିଆଁଖୁଣ୍ଟା, ତା ପରର ଝଙ୍କାର ହେଉ ଅବା ଏବେକାର କାଦମ୍ବିନୀ, କଥା, ପୌରୁଷ ଆଉ ସାମ୍ନା ହେଉ ସବୁଠି ସାହିତ୍ୟ ମଣିଷର ପ୍ରାଣକୁ ଛୁଇଁବାର ହାତ ଲଁବେଇଥାଏ ।
"ଓଡ଼ିଆ ପତ୍ରିକା" ଶ୍ରେଣୀରେ ଥିବା ପୃଷ୍ଠାଗୁଡ଼ିକ
ମୋଟ ୨୧ ରୁ ଏହି ଶ୍ରେଣୀ ଭିତରେ ୨୧ଟି ପୃଷ୍ଠା ଅଛି ।