ଦୂରଦର୍ଶୀ
ଦେଖଣା
| ମାଲିକ | ଦୁର୍ଗାପ୍ରସାଦ ସାମନ୍ତରାୟ |
|---|---|
| ପ୍ରତିଷ୍ଠାତା | ଦୁର୍ଗାପ୍ରସାଦ ସାମନ୍ତରାୟ |
| ପ୍ରକାଶକ | ଦୁର୍ଗାପ୍ରସାଦ ସାମନ୍ତରାୟ |
| ସମ୍ପାଦକ | ଦୁର୍ଗାପ୍ରସାଦ ସାମନ୍ତରାୟ[୧] |
| ସହକାରୀ ସମ୍ପାଦକ | ରାକେଶ ମହାପାତ୍ର, |
| ପ୍ରତିଷ୍ଠିତ | ୨୧/୦୫/୨୦୦୮ |
| ଭାଷା | ଓଡ଼ିଆ |
| ମୁଖ୍ୟାଳୟ | ଭୁବନେଶ୍ୱର, ଓଡ଼ିଶା |
| ୱେବସାଇଟ | http://www.duradarshi.com |
ଦୂରଦର୍ଶୀ ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ଏକ ମାସିକ ଓଡ଼ିଆ ପତ୍ରିକା। ଏହା ୨୦୦୮ ମସିହା ମେ ମାସରୁ ନିରବିଚ୍ଛିନ୍ନ ଭାବରେ ପ୍ରକାଶ ପାଇ ଆସୁଛି। ଏହି ପତ୍ରିକା, ବର୍ଷରେ ଚାରୋଟି ସ୍ୱତନ୍ତ୍ର ସଂଖ୍ୟା ମଧ୍ୟ ପ୍ରକାଶ କରିଥାଏ। ଏ ସ୍ୱତନ୍ତ୍ର ସଂଖ୍ୟାଗୁଡିକ ଯଥାକ୍ରମେ ଜାନୁଆରୀ, ମେ(ପ୍ରତିଷ୍ଠା ମାସ ସଂଖ୍ୟା),ଅଗଷ୍ଟ(ସ୍ୱାଧୀନତା ସଂଖ୍ୟା) ଓ ଅକ୍ଟୋବର(ଦୁର୍ଗା ପୂଜା ସଂଖ୍ୟା) ମାସରେ ପ୍ରକାଶ କରାଯାଇଥାଏ।