ଦୂରଦର୍ଶୀ

ଉଇକିପିଡ଼ିଆ ରୁ
Jump to navigation Jump to search
ଦୂରଦର୍ଶୀ
ମାଲିକ ଦୁର୍ଗାପ୍ରସାଦ ସାମନ୍ତରାୟ
ପ୍ରତିଷ୍ଠାତା ଦୁର୍ଗାପ୍ରସାଦ ସାମନ୍ତରାୟ
ପ୍ରକାଶକ ଦୁର୍ଗାପ୍ରସାଦ ସାମନ୍ତରାୟ
ସମ୍ପାଦକ ଦୁର୍ଗାପ୍ରସାଦ ସାମନ୍ତରାୟ[୧]
ସହ ସମ୍ପାଦକ ରାକେଶ ମହାପାତ୍ର,
ଗଠିତ ୨୧/୦୫/୨୦୦୮
ଭାଷା ଓଡ଼ିଆ
ମୁଖ୍ୟାଳୟ ଭୁବନେଶ୍ଵର, ଓଡ଼ିଶା
ୱେବସାଇଟ http://www.duradarshi.com


ଦୂରଦର୍ଶୀ ଭୁବନେଶ୍ଵରରୁ ପ୍ରକାଶିତ ହେଉଥିବା ଏକ ମାସିକ ଓଡ଼ିଆ ପତ୍ରିକା। ଏହା ୨୦୦୮ ମସିହା ମେ ମାସରୁ ନିରବିଚ୍ଛିନ୍ନ ଭାବରେ ପ୍ରକାଶ ପାଇ ଆସୁଛି। ଏହି ପତ୍ରିକା, ବର୍ଷରେ ଚାରୋଟି ସ୍ଵତନ୍ତ୍ର ସଂଖ୍ୟା ମଧ୍ୟ ପ୍ରକାଶ କରିଥାଏ। ଏ ସ୍ଵତନ୍ତ୍ର ସଂଖ୍ୟାଗୁଡିକ ଯଥାକ୍ରମେ ଜାନୁଆରୀ, ମେ(ପ୍ରତିଷ୍ଠା ମାସ ସଂଖ୍ୟା),ଅଗଷ୍ଟ(ସ୍ଵାଧିନତା ସଂଖ୍ୟା) ଓ ଅକ୍ଟୋବର(ଦୁର୍ଗା ପୂଜା ସଂଖ୍ୟା) ମାସରେ ପ୍ରକାଶ କରାଯାଇଥାଏ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]