ଧ୍ୱନି ପ୍ରତିଧ୍ୱନି
ଦେଖଣା
(ଧ୍ଵନି ପ୍ରତିଧ୍ଵନିରୁ ଲେଉଟି ଆସିଛି)
| ପ୍ରକାର | ଦୈନିକ |
|---|---|
| ଫର୍ମାଟ | ଛପା ଏବଂ ଇଣ୍ଟରନେଟ ପ୍ରସାରଣ |
| ପ୍ରତିଷ୍ଠାତା | ସୃଷ୍ଟିଧର ପରିଡ଼ା |
| ପ୍ରକାଶକ | ସୃଷ୍ଟିଧର ପରିଡ଼ା |
| ମୁଖ୍ୟ ସମ୍ପାଦକ | ସୃଷ୍ଟିଧର ପରିଡ଼ା |
| ସମ୍ପାଦକ | ସୈରିନ୍ଧ୍ରୀ ସାହୁ |
| ସହକାରୀ ସମ୍ପାଦକ | କୁମାର ଦେବଦତ୍ତ |
| ପ୍ରତିଷ୍ଠିତ | ୧୯୯୧ |
| ଭାଷା | ଓଡ଼ିଆ |
| ମୁଖ୍ୟାଳୟ | ବାଲେଶ୍ୱର |
| ୱେବସାଇଟ | dhwanipratidhwani |
ଧ୍ୱନି ପ୍ରତିଧ୍ୱନି ବାଲେଶ୍ୱରରୁ ପ୍ରକାଶିତ ହେଉଥିବା ଏକ ଓଡ଼ିଆ ଖବରକାଗଜ ।[୧][୨] ଏହାର ପ୍ରକାଶକ ଓ ମୁଖ୍ୟ ସୃଷ୍ଟିଧର ପରିଡ଼ା, ସମ୍ପାଦିକା ସୈରିନ୍ଧ୍ରୀ ସାହୁ[୩] ।
ଆଧାର
[ସମ୍ପାଦନା]- ↑ Press in India: Annual Report of the Registrar of Newspapers for India. Ministry of Information and Broadcasting, Government of India. 2008. Retrieved 19 February 2025.
- ↑ Press in India. Office of the Registrar of Newspapers. 2004.
- ↑ Hari Krishna Behera. GENDER BIAS IN INDIAN NEWS MEDIA: A STUDY OF THE ORIYA LANGUAGE NEWSPAPERS. Lulu.com. pp. 88–. ISBN 978-1-329-78644-8.