Jump to content

ବିଜ୍ଞାନ ଦିଗନ୍ତ

ଉଇକିପିଡ଼ିଆ‌ରୁ
ବିଜ୍ଞାନ ଦିଗନ୍ତ
Lua error in package.lua at line 80: module 'Module:InfoboxImage/data' not found.
ଫର୍ମାଟପତ୍ରିକା (RNI ରେଜିଷ୍ଟ୍ରେସନ ନଂ: ୫୨୬୭୦/୧୯୯୩)
ପ୍ରକାଶକଓଡ଼ିଶା ବିଜ୍ଞାନ ଏକାଡେମୀ
ସମ୍ପାଦକବିଜୟ କେତନ ପଟ୍ଟନାୟକ[]
ସହକାରୀ ସମ୍ପାଦକପ୍ରଫେସର ସୂର୍ଯ୍ୟମଣି ବେହେରା
ଡକ୍‌ଟର ଚନ୍ଦ୍ର କିଶୋର ମହାପାତ୍ର
ଡକ୍‌ଟର ଚିତ୍ତରଞ୍ଜନ ମିଶ୍ର
ଡକ୍‌ଟର ବସନ୍ତ କୁମାର ଚୌଧୁରୀ
ଡାକ୍ତର ସଚ୍ଚିଦାନନ୍ଦ ଶତପଥୀ
ପ୍ରଫେସର ବିଜୟ କୁମାର ପରିଡା
ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି
ପରିଚାଳନା ସମ୍ପାଦକଶ୍ରୀ ସନାତନ ରଣା
ପ୍ରତିଷ୍ଠିତ୧୯୯୩[]
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର
ୱେବସାଇଟhttp://www.orissabigyanacademy.nic.in/

ବିଜ୍ଞାନ ଦିଗନ୍ତ , ଏକ ମାସିକ "ବିଜ୍ଞାନ ପତ୍ରିକା" ଅଟେ ।[] ଏହା ମୁଖ୍ୟତଃ ଛାତ୍ରଛାତ୍ରୀ, ସେମାନଙ୍କ ଅବିଭାବକ ଓ ଗ୍ରାମାଞ୍ଚଳର ଲୋକଙ୍କୁ ଆଖି ଆଗରେ ରଖି ପ୍ରକାଶ କରାଯାଇଥାଏ । ଓଡ଼ିଶାର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଥିବା ମାଧ୍ୟମିକ ଶିକ୍ଷା ଅନୁଷ୍ଠାନମାନଙ୍କୁ ଏହା ମାଗଣାରେ ଯୋଗାଇ ଦିଆଯାଏ । []
ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶପାଏ ଓ ମାଗଣାରେ ବିତରଣ କରାଯାଇଥାଏ । ଏହି ସ୍ୱତନ୍ତ୍ର ସଂଖ୍ୟାଟି ତିନିମାସରେ ଥରେ ବାହାରିଥାଏ । ଏହା ଓଡ଼ିଆ ବ୍ରେଲି ଲିପିରେ ଲେଖାଯାଇଥାଏ ।[]

ଅଧିକ ଦେଖନ୍ତୁ

[ସମ୍ପାଦନା]
  1. "ପ୍ରଥମ ରୋଜଗାର". www.dharitri.com. Retrieved 25 April 2019.
  2. 1 2 3 ବିଜ୍ଞାନ ଦିଗନ୍ତ ସମ୍ପର୍କିତ କିଛି ତଥ୍ୟ[permanent dead link]
  3. "ଓଡ଼ିଶାର ଗଣମାଧ୍ୟମରେ ବିଜ୍ଞାନ" (PDF). ଉତ୍କଳ ପ୍ରସଙ୍ଗ (ଡିସେମ୍ବର ୨୦୧୨): ୨୫. Archived from the original (PDF) on 25 April 2019. Retrieved 25 April 2019.

ବାହାର ତଥ୍ୟ

[ସମ୍ପାଦନା]