କଥା (ପତ୍ରିକା)
Owner(s) | ଇଷ୍ଟର୍ଣ ମିଡିଆ ଲିମିଟେଡ଼ |
---|---|
Founder(s) | ସୌମ୍ୟରଞ୍ଜନ ପଟ୍ଟନାୟକ |
Publisher | ବିଜୟ କୁମାର ପଟ୍ଟନାୟକ |
Editor-in-chief | ସୌମ୍ୟରଞ୍ଜନ ପଟ୍ଟନାୟକ |
Editor | ଗୌରହରି ଦାସ[୧] |
Associate editor | ଆଶିଷ ଗଡନାୟକ[୨] |
Language | ଓଡ଼ିଆ |
Headquarters | ଭୁବନେଶ୍ୱର, ଓଡ଼ିଶା |
Sister newspapers | ସମ୍ବାଦ (ଖବରକାଗଜ) |
କଥା ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ଏକ ମାସିକ ଓଡ଼ିଆ ଗଳ୍ପ ପତ୍ରିକା ।[୩] ପତ୍ରିକାଟିର ମାଲିକାନା, ସମ୍ବାଦର ମାଲିକ ଇଷ୍ଟର୍ଣ ମିଡିଆ ଲିମିଟେଡ଼ ପାଖରେ ଅଛି । ଏଥିରେ ଗଳ୍ପ, ପ୍ରବନ୍ଧ ଓ ଉପନ୍ୟାସ ଭଳି କେବଳ କେବଳ ଗଦ୍ୟସାହିତ୍ୟ ପ୍ରକାଶିତ ହୋଇଥାଏ । ଏହି ପତ୍ରିକା ବର୍ଷରେ ଦୁଇଥର ବିଶେଷାଙ୍କ ପ୍ରକାଶ କରିଥାଏ । ଅକ୍ଟୋବର ମାସର ସଂସ୍କରଣଟି "ନବ ପ୍ରତିଭା ବିଶେଷାଙ୍କ"ଭାବରେ ପ୍ରକାଶିତ ହୁଏ ।[୪]
ଆଧାର[ସମ୍ପାଦନା]
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 274–. ISBN 978-81-260-0873-5. Retrieved 13 September 2012.
- ↑ http://www.indianexpress.com/news/best-young-writers/980361/7
- ↑ Press and Advertisers Year Book. Infa Publications. 2000.
- ↑ "In search of quality". telegraphindia. Retrieved 22 October 2018.
ବାହାର ଲିଙ୍କ[ସମ୍ପାଦନା]