ପ୍ରଗତିବାଦୀ

ଉଇକିପିଡ଼ିଆ‌ରୁ
ପ୍ରଗତିବାଦୀ
ପ୍ରତିଷ୍ଠାତାପ୍ରଦ୍ୟୁମ୍ନ କିଶୋର ବଳ
ସମ୍ପାଦକସମାହିତ ବଳ
ପ୍ରତିଷ୍ଠିତ୧୯୭୧[୧]
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର
ୱେବସାଇଟOfficial website

ପ୍ରଗତିବାଦୀ ଓଡ଼ିଶାର ଏକ ପ୍ରତିଷ୍ଠିତ ଦୈନିକ ଓଡ଼ିଆ ଖବରକାଗଜ ଅଟେ । ଏହା ପ୍ରଦ୍ୟୁମ୍ନ କିଶୋର ବଳଙ୍କଦ୍ୱାରା ୧୯୭୧ମସିହାରେ ପ୍ରତିଷ୍ଠା କରାଯାଇଥିଲା । ପ୍ରଥମେ ଏହା ଏକ ସାପ୍ତାହିକ ଭାବରେ କଟକରୁ ପ୍ରକାଶ ପାଉଥିଲା, ପରବର୍ତି ସମୟରେ ଏହା ଭୁବନେଶ୍ୱରରୁ ଏକ ଦୈନିକ ଖବରକାଗଜ ଭାବେ ପ୍ରକାଶ ପାଇଲା ।[୨] ସମାହିତ ବଳ, ବର୍ତ୍ତମାନ ପ୍ରଗତିବାଦୀର ସମ୍ପାଦକ ରୂପେ କାର୍ଯ୍ୟ କରୁଛନ୍ତି ।

ଆଧାର[ସମ୍ପାଦନା]

  1. John V. Vilanilam (1 January 2003). Growth and development of mass communication in India. National Book Trust, India. ISBN 978-81-237-4105-5. Retrieved 20 July 2012.
  2. Orissa (India). Orissa district gazetteers. Printed by the Superintendent, Orissa Govt. Press. Retrieved 20 July 2012.

ବାହାର ଆଧାର[ସମ୍ପାଦନା]