ସୁଚରିତା
Appearance
ସମ୍ପାଦକ | ଶକୁନ୍ତଳା ପଣ୍ଡା |
---|---|
ଭାଷା | ଓଡ଼ିଆ |
ମୁଖ୍ୟାଳୟ | ଭୁବନେଶ୍ୱର, ଓଡ଼ିଶା |
ସୁଚରିତା ଏକ ମାସିକ ଓଡ଼ିଆ ପତ୍ରିକା ।[୧] ଏହା ୧୯୭୫ ମସିହାରୁ ପ୍ରକାଶ ପାଇବା ଆରମ୍ଭ କରିଥିଲା ।[୨] ସାହିତ୍ୟିକା ଶକୁନ୍ତଳା ପଣ୍ଡା ୨୭ବର୍ଷ ଧରି ଏହି ପତ୍ରିକା ସମ୍ପାଦନା କରିଥିଲେ ।[୩] ଏହି ପତ୍ରିକା ଆନୁକୁଲ୍ୟରେ ବର୍ଷକୁ ଥରେ "ଲେଖକ ବିଶେଷାଙ୍କ"ଟିଏ ମଧ୍ୟ ପ୍ରକାଶିତ ହେଉଥିଲା ।[୪] ୨୦୧୬ ମସିହାରେ ସୁଚରିତାର ୨୭ବର୍ଷର ଡିଜିଟାଲ ସଂସ୍କରଣ ସି.ଡି ଆକାରରେ ପ୍ରକାଶ ପାଇଥିଲା ।[୫]
ଆଧାର
[ସମ୍ପାଦନା]- ↑ Press and Advertisers Year Book. Infa Publications. 2002.
- ↑ CMP Information; Ernest Benn Ltd. (London) (2004). Benn's Media. Benn.
- ↑ Snehalata Panda (1992). Women and Social Change in India. Ashish Publishing House. ISBN 978-81-7024-423-3.
- ↑ http://sambad.in/news/special/31160.html[permanent dead link]
- ↑ "ଆର୍କାଇଭ୍ କପି". Archived from the original on 2016-09-08. Retrieved 2017-01-30.
{{cite web}}
: Cite has empty unknown parameter:|1=
(help)