ସୁଚରିତା
Editor | ଶକୁନ୍ତଳା ପଣ୍ଡା |
---|---|
Language | ଓଡ଼ିଆ |
Headquarters | ଭୁବନେଶ୍ୱର, ଓଡ଼ିଶା |
ସୁଚରିତା ଏକ ମାସିକ ଓଡ଼ିଆ ପତ୍ରିକା ।[୧] ଏହା ୧୯୭୫ ମସିହାରୁ ପ୍ରକାଶ ପାଇବା ଆରମ୍ଭ କରିଥିଲା ।[୨] ସାହିତ୍ୟିକା ଶକୁନ୍ତଳା ପଣ୍ଡା ୨୭ବର୍ଷ ଧରି ଏହି ପତ୍ରିକା ସମ୍ପାଦନା କରିଥିଲେ ।[୩] ଏହି ପତ୍ରିକା ଆନୁକୁଲ୍ୟରେ ବର୍ଷକୁ ଥରେ "ଲେଖକ ବିଶେଷାଙ୍କ"ଟିଏ ମଧ୍ୟ ପ୍ରକାଶିତ ହେଉଥିଲା ।[୪] ୨୦୧୬ ମସିହାରେ ସୁଚରିତାର ୨୭ବର୍ଷର ଡିଜିଟାଲ ସଂସ୍କରଣ ସି.ଡି ଆକାରରେ ପ୍ରକାଶ ପାଇଥିଲା ।[୫]
ଆଧାର[ସମ୍ପାଦନା]
- ↑ Press and Advertisers Year Book. Infa Publications. 2002.
- ↑ CMP Information; Ernest Benn Ltd. (London) (2004). Benn's Media. Benn.
- ↑ Snehalata Panda (1992). Women and Social Change in India. Ashish Publishing House. ISBN 978-81-7024-423-3.
- ↑ http://sambad.in/news/special/31160.html
- ↑ http://orissadiary.com/CurrentNews.asp?id=69446