ସମୟ (ଖବରକାଗଜ)

ଉଇକିପିଡ଼ିଆ‌ରୁ
ସମୟ
Owner(s)ଆଶୀର୍ବାଦ ପ୍ରକାଶନ ପ୍ରା.ଲି.
Founder(s)ବସନ୍ତ କୁମାର ବିଶ୍ୱାଳ
Publisherପତିତପାବନ ମହାପାତ୍ର
Editor-in-chiefସାତକଡ଼ି ହୋତା
Managing editorରଞ୍ଜିବ ବିଶ୍ୱାଳ
Languageଓଡ଼ିଆ
Headquartersଭୁବନେଶ୍ୱର
Websitehttp://www.orissasamaya.com

'ସମୟ' ବସନ୍ତ କୁମାର ବିଶ୍ୱାଳଙ୍କ ପ୍ରତିଷ୍ଠିତ ଏକ ଓଡ଼ିଆ ଖବରକାଗଜ ।

ସମୟ ଭୁବନେଶ୍ୱର, ବାଲେଶ୍ୱର, ଅନୁଗୋଳ, ବ୍ରହ୍ମପୁରସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଅଛି ।

ଆଧାର[ସମ୍ପାଦନା]