ସଚିତ୍ର ବିଜୟା
ଦେଖଣା
ମାଲିକ | ମିଡିଆ ଅନୁପମ ଲିମିଟେଡ |
---|---|
ପ୍ରକାଶକ | ରବିନ୍ଦ୍ର କୁମାର ପଣ୍ଡା |
ସହକାରୀ ସମ୍ପାଦକ | ସୌମ୍ୟରଞ୍ଜନ |
ଭାଷା | ଓଡ଼ିଆ |
ମୁଖ୍ୟାଳୟ | ବ୍ରହ୍ମପୁର, ଓଡ଼ିଶା |
Sister newspapers | ଅନୁପମ ଭାରତ[୧], ସ୍ୱାସ୍ଥ୍ୟଶ୍ରୀ |
ୱେବସାଇଟ | http://odisha.360.batoi.com/sachitra-vijaya/ |
ସଚିତ୍ର ବିଜୟା ବ୍ରହ୍ମପୁରରୁ[୨] ପ୍ରକାଶିତ ହେଉଥିବା ଏକ ମାସିକ ଓଡ଼ିଆ ପତ୍ରିକା[୩] ।
ଇତିହାସ
[ସମ୍ପାଦନା]ଏହି ପତ୍ରିକାର ପ୍ରକାଶନ ଚନ୍ଦାମାମା ଗୋଷ୍ଠୀ ତରଫରୁ ୧୯୯୪ ମସିହା ଅକ୍ଟୋବର ମାସରେ ଆରମ୍ଭ କରାଯାଇଥିଲା । ଅଭୟ ସିଂହ ଏହି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ । ସେ ୧୯୯୪ରୁ ୧୯୯୬ ପର୍ଯ୍ୟନ୍ତ ନିରବିଚ୍ଚିନ୍ନ ଭାବରେ ୨୪ଟି ସଂଖ୍ୟା ନିୟମିତ ଭାବରେ ପ୍ରକାଶ କରାଇଥିଲେ । ୧୯୯୬ ଅକ୍ଟୋବର ମାସରେ ସେ ସଚିତ୍ର ବିଜୟାର ସମ୍ପାଦକ ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।[୪]
ଆଧାର
[ସମ୍ପାଦନା]- ↑ http://www.hindu.com/2009/08/02/stories/2009080251800300.htm
- ↑ India. Ministry of Information and Broadcasting; India. Office of the Registrar of Newspapers (2003). Press in India. Ministry of Information and Broadcasting, Govt. of India. Retrieved 17 September 2012.
- ↑ Dinanath Pathy; Soubhagya Pathy; Working Artists' Association of Orissa (1 January 2001). Let a thousand flowers bloom: contemporary art of Orissa. Working Artists Association of Orissa ;aNew Delhi. ISBN 978-81-7305-209-5. Retrieved 17 September 2012.
- ↑ "ଅଫେରା ପଥରେ ଅଭୟ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 18 August 2021. Retrieved 18 August 2021.
{{cite web}}
:|archive-date=
/|archive-url=
timestamp mismatch; 14 ଫେବୃଆରୀ 2021 suggested (help)