ଅରୁନ୍ଧତୀ

ଉଇକିପିଡ଼ିଆ‌ରୁ
ଅରୁନ୍ଧତୀ
ନିର୍ଦ୍ଦେଶକପ୍ରଫୁଲ୍ଲ ସେନଗୁପ୍ତା
ପ୍ରଯୋଜକଧୀରେନ ପଟ୍ଟନାୟକ
ସଂଳାପଗୁରୁକୃଷ୍ଣ ଗୋସ୍ୱାମୀ, ପ୍ରଫୁଲ୍ଲ ସେନଗୁପ୍ତା
କଳାକାରବ୍ରଜ, ମିନତି ମିଶ୍ର, ଶରତ ପୂଜାରୀ
ସଙ୍ଗୀତଶାନ୍ତନୁ ମହାପାତ୍ର[୧]
ଚିତ୍ରଗ୍ରହଣବିଶୁ ଚକ୍ରବର୍ତ୍ତ
ସମ୍ପାଦକସୁକୁମାର ସେନଗୁପ୍ତା
ମୁକ୍ତିଲାଭ ତାରିଖ
୧୯୬୭
କଥାଚିତ୍ରର ସମୟ
୧୪୫ ମିନଟ
ଦେଶ ଭାରତ
ଭାଷାଓଡ଼ିଆ

ପ୍ରଫୁଲ୍ଲ ସେନଗୁପ୍ତାଙ୍କ ନିର୍ଦ୍ଦେଶିତ[୨] ଓଡ଼ିଆ କଥାଚିତ୍ର ଅରୁନ୍ଧତୀ ୧୯୬୭ରେ ମୁକ୍ତିଲାଭ କରିଥିଲା । [୩]

ସଙ୍ଗୀତ ଶାନ୍ତନୁ ମହାପାତ୍ର - ଗୀତ ଗୁଡ଼ିକର ସାରଣୀ

ଗୀତ ଗୀତିକାର ଗାୟକ / ଗାୟିକା
୧) ଅଭିମାନିନୀ ତୁମ ପାଦ ନରସିଂହ ମହାପାତ୍ର ରଘୁନାଥ ପାଣିଗ୍ରାହୀ
୨) ଶ୍ଯାମ ଗଲେ ମଧୁପୁରେ ଗୁରୁକୃଷ୍ଣ ଗୋସ୍ୱାମୀ ଅତୀଶ, ଆରତି, ଚିତ୍ତ ଜେନା, ଓ ସାଥୀ
୩) ଏଇ ଛୋଟ କଥାଟିଏ ଗୁରୁକୃଷ୍ଣ ଗୋସ୍ୱାମୀ ପ୍ରଣବ ପଟ୍ଟନାୟକଉଷା ମଙ୍ଗେସକର
୪) ମୟୂରୀ ଗୋ ତୁମ ଜୀବନାନନ୍ଦ ପାଣି ମହମ୍ମଦ ରଫି
୫) ତୁମକୁ ପାରୁନି ତ ଭୁଲି ଗୁରୁକୃଷ୍ଣ ଗୋସ୍ୱାମୀ ମହମ୍ମଦ ରଫି
୬) ଆଜି ମୁଁ ଶ୍ରାବଣୀ ଲୁହର ଜୀବନାନନ୍ଦ ପାଣି ଲତା ମଙ୍ଗେସକର
୭) ଦେଖିବ ପରା ଆସରେ
୮) ନମାମି ବିଘ୍ନରାଜ
୯) ୟା କୁନ୍ଦେନ୍ଦୁ ତୁଷାର ହାର

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଅରୁନ୍ଧତୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2014-07-14. Retrieved 2016-01-11. {{cite web}}: Cite has empty unknown parameter: |1= (help)
  2. http://timesofindia.indiatimes.com/others/news-interviews/Ollywood-dials-fire-brigade-for-rains/articleshow/14370862.cms
  3. "cinema.theiapolis.com". Archived from the original on 2012-07-26. Retrieved 2012-01-10.
  4. http://timesofindia.indiatimes.com/city/bhubaneswar/Veteran-actor-Sarat-Pujari-passes-away/articleshow/35055102.cms
  5. National Awards for films, 1967

ବାହାର ଆଧାର[ସମ୍ପାଦନା]