"ବସୁଧା (ଓଡ଼ିଆ କଥାଚିତ୍ର)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ fixing errors |
ଟିକେNo edit summary |

୮ କ ଧାଡ଼ି: | ୮ କ ଧାଡ଼ି: | ||
| director = [[ଅବତାର ସିଂ]] |
| director = [[ଅବତାର ସିଂ]] |

| producer = ବାସୁଦେବ ତ୍ରିପାଠୀ |
| producer = ବାସୁଦେବ ତ୍ରିପାଠୀ |

| writer = |
| writer = [[ନିଜାମ]] |

| screenplay = ଅବତାର ସିଂ |
| screenplay = ଅବତାର ସିଂ |

| story = ଅବତାର ସିଂ |
| story = ଅବତାର ସିଂ
ବାସୁଦେବ ତ୍ରିପାଠୀ |

| based on = |
| based on = |

| narrator = |
| narrator = |

| starring = [[ବିଜୟ ମହାନ୍ତି]] |
| starring = [[ବିଜୟ ମହାନ୍ତି]]
[[ତନ୍ଦ୍ରା ରାୟ]]
[[ମିହିର ଦାସ]]
[[ବୀଣା ମହାରଣା]]
[[ଜୟୀରାମ ସାମଲ]] |

| music = [[ଅମରେନ୍ଦ୍ର ମହାନ୍ତି]] |
| music = [[ଅମରେନ୍ଦ୍ର ମହାନ୍ତି]] |

| cinematography = ଶାମ୍ବା ଶିବା ରାଓ |
| cinematography = ଶାମ୍ବା ଶିବା ରାଓ |

୨୭ କ ଧାଡ଼ି: | ୨୭ କ ଧାଡ଼ି: | ||

'''ବସୁଧା''', ୧୯୯୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାସୁଦେବ ତ୍ରିପାଠୀ ଏବଂ ଅବତାର ସିଂଙ୍କ ସହ ମିଶି ଏହାରା କାହାଣୀ ରଚନା କରିଥିଲେ । ନିଜାମ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅବତାର ସିଂ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । |
'''ବସୁଧା''', ୧୯୯୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାସୁଦେବ ତ୍ରିପାଠୀ ଏବଂ ଅବତାର ସିଂଙ୍କ ସହ ମିଶି ଏହାରା କାହାଣୀ ରଚନା କରିଥିଲେ । ନିଜାମ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅବତାର ସିଂ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref>{{cite news |title=Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com |url=https://enewsodia.com/ollywood-release-odia-movies-mun-khanti-odia-jhia-bhairab/ |accessdate=16 January 2019 |work=https://enewsodia.com/ |publisher=E News ଓଡ଼ିଆ |date=8 September 2017 |archiveurl=http://www.webcitation.org/75TPYkudu |archivedate=16 January 2019 |location=Odisha}}</ref> ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । |

ବିଜୟ ମହାନ୍ତି, ତନ୍ଦ୍ରା ରାୟ, ମିହିର ଦାସ, ବୀଣା ମହାରଣା, ଜୟୀରାମ ସାମଲ, ଲିଜା, ତୃପ୍ତି ସିହ୍ନା, ବ୍ରଜ ସିଂହ, ବ୍ୟୋମକେଶ ତ୍ରିପାଠୀ, ଦେବୁ ବ୍ରହ୍ମା, ଅରବିନ୍ଦ ଷଡ଼ଙ୍ଗୀ, ସରୋଜ ଦାସ, ହରିପ୍ରସାଦ ବିଶ୍ୱାଳ, ସସ୍ମିତା ସିଂହ, ବାସୁଦେବ ତ୍ରିପାଠୀ, ଅଜୟ ଦାସ, ମିଲି ଦାସ, ବାବାଜୀ ନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । |
ବିଜୟ ମହାନ୍ତି, ତନ୍ଦ୍ରା ରାୟ, ମିହିର ଦାସ, ବୀଣା ମହାରଣା, ଜୟୀରାମ ସାମଲ, ଲିଜା, ତୃପ୍ତି ସିହ୍ନା, ବ୍ରଜ ସିଂହ, ବ୍ୟୋମକେଶ ତ୍ରିପାଠୀ, ଦେବୁ ବ୍ରହ୍ମା, ଅରବିନ୍ଦ ଷଡ଼ଙ୍ଗୀ, ସରୋଜ ଦାସ, ହରିପ୍ରସାଦ ବିଶ୍ୱାଳ, ସସ୍ମିତା ସିଂହ, ବାସୁଦେବ ତ୍ରିପାଠୀ, ଅଜୟ ଦାସ, ମିଲି ଦାସ, ବାବାଜୀ ନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । |
୨୩:୦୫, ୧୬ ଜାନୁଆରୀ ୨୦୧୯ ଅନୁସାରେ କରାଯାଇଥିବା ବଦଳ
ବସୁଧା | |

ନିର୍ଦ୍ଦେଶକ | ଅବତାର ସିଂ |
ପ୍ରଯୋଜକ | ବାସୁଦେବ ତ୍ରିପାଠୀ |
ସଂଳାପ | ନିଜାମ |
ଚିତ୍ରନାଟ୍ୟ | ଅବତାର ସିଂ |
କାହାଣୀ | ଅବତାର ସିଂ ବାସୁଦେବ ତ୍ରିପାଠୀ |
କଳାକାର | ବିଜୟ ମହାନ୍ତି ତନ୍ଦ୍ରା ରାୟ ମିହିର ଦାସ ବୀଣା ମହାରଣା ଜୟୀରାମ ସାମଲ |
ସଙ୍ଗୀତ | ଅମରେନ୍ଦ୍ର ମହାନ୍ତି |
ଚିତ୍ରଗ୍ରହଣ | ଶାମ୍ବା ଶିବା ରାଓ |
ସମ୍ପାଦକ | ମଦନ ମୋହନ ପ୍ରସାଦ |
ମୁକ୍ତିଲାଭ ତାରିଖ | ୧୪ ଜୁଲାଇ ୧୯୯୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବସୁଧା, ୧୯୯୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାସୁଦେବ ତ୍ରିପାଠୀ ଏବଂ ଅବତାର ସିଂଙ୍କ ସହ ମିଶି ଏହାରା କାହାଣୀ ରଚନା କରିଥିଲେ । ନିଜାମ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅବତାର ସିଂ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ବିଜୟ ମହାନ୍ତି, ତନ୍ଦ୍ରା ରାୟ, ମିହିର ଦାସ, ବୀଣା ମହାରଣା, ଜୟୀରାମ ସାମଲ, ଲିଜା, ତୃପ୍ତି ସିହ୍ନା, ବ୍ରଜ ସିଂହ, ବ୍ୟୋମକେଶ ତ୍ରିପାଠୀ, ଦେବୁ ବ୍ରହ୍ମା, ଅରବିନ୍ଦ ଷଡ଼ଙ୍ଗୀ, ସରୋଜ ଦାସ, ହରିପ୍ରସାଦ ବିଶ୍ୱାଳ, ସସ୍ମିତା ସିଂହ, ବାସୁଦେବ ତ୍ରିପାଠୀ, ଅଜୟ ଦାସ, ମିଲି ଦାସ, ବାବାଜୀ ନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- ମିହିର ଦାସ
- ବୀଣା ମହାରଣା
- ଜୟୀରାମ ସାମଲ
- ଲିଜା
- ତୃପ୍ତି ସିହ୍ନା
- ବ୍ରଜ ସିଂହ
- ବ୍ୟୋମକେଶ ତ୍ରିପାଠୀ
- ଦେବୁ ବ୍ରହ୍ମା
- ଅରବିନ୍ଦ ଷଡ଼ଙ୍ଗୀ
- ସରୋଜ ଦାସ
- ହରିପ୍ରସାଦ ବିଶ୍ୱାଳ
- ସସ୍ମିତା ସିଂହ
- ବାସୁଦେବ ତ୍ରିପାଠୀ
- ଅଜୟ ଦାସ
- ମିଲି ଦାସ
- ବାବାଜୀ ନାୟକ
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି । ଗୀତିକାର ନିଜାମ ଓ ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଭିକାରୀ ବଳ, ନନ୍ଦିତା ଭଞ୍ଜ, ତୃପ୍ତି ଦାସ, ଗୀତା ଦାସ, ଶକ୍ତି ମିଶ୍ର, ପ୍ରସନ୍ନଜିତ ମହାନ୍ତି, ଦେବାଶିଷ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
କ୍ରମ | ଗୀତ | ସମୟ |

ଆଧାର
- ↑ "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". https://enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 16 January 2019. Retrieved 16 January 2019.
{{cite news}}
: External link in
(help)|work=
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ବସୁଧା