"ଏଲିନା ସାମନ୍ତରାୟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
୩୦ କ ଧାଡ଼ି: | ୩୦ କ ଧାଡ଼ି: | ||
ଏହାପରେ ୨୦୧୫ ଦୁର୍ଗାପୂଜା ସମୟରେ ଏଲିନା [[ଜଗା ହାତରେ ପଘା (୨୦୧୫)|ଜଗା ହାତରେ ପଘା]] ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।<ref>{{cite web|title=Jaga Hatare Pagha (ଜଗା ହାତରେ ପଘା) - 2015 Odia Action Film|url=http://ollywood.odiaportal.in/2015/10/Jaga-Hatare-Pagha-2015-Odia-Film.html|publisher=odiaportal|accessdate=10 September 2016}}</ref> ଏହି କଥାଚିତ୍ରରେ ସେ [[ଅନୁଭବ ମହାନ୍ତି]] ଏବଂ [[ବୁଦ୍ଧାଦିତ୍ୟ ମହାନ୍ତି]]ଙ୍କ ସହ ଅଭିନୟ କରିଥିଲେ ।<ref>{{cite news|title=ତରଙ୍ଗ ସିନେ ପ୍ରଡକ୍ସନର ତୃତୀୟ ଅବଦାନ ‘ଜଗା ହାତରେ ପଘା’ର ସୁଟିଂ ଆଗେଇ ଚାଲିଛି|url=http://odishareporter.in/taranga-cine-productionra-trutiya-abadan-jaga-hatare-paghara-shooting-ageichalichhi/|accessdate=10 September 2016|newspaper=Odisha Reporter|date=9 September 2015}}</ref> ଏହି କଥାଚିତ୍ରଟିରେ [[ଝିଲିକ୍ ଭଟ୍ଟାଚାର୍ଯ୍ୟ]] ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ ।<ref>{{cite news|title=JAGA HATARE PAGHA ODIA MOVIE OF ANUBHAV, JHILIK, ELINA, TARANG|url=http://incredibleorissa.com/jaga-hatare-pagha-odia-movie-of-anubhav-elina-jhilik-tarang/|accessdate=10 September 2016|newspaper=Incredible Orissa|date=15 October 2015}}</ref> ମୂରଲି କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । [[ମହାଶ୍ୱେତା ରାୟ]], [[ଅଜିତ ଦାସ]], [[ମୀନକେତନ]], କାଳିଆ, [[ଅସୀତ ପତି]] ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।<ref>{{cite news|title=‘ଜଗା ହାତରେ ପଘା’ ସୁଟିଂ ବେଳେ ଓଡ଼ିଅା ଅଭିନେତ୍ରୀ ମହେଶ୍ୱେତା ରାୟ ଅାହତ|url=http://m.dailyhunt.in/news/india/oriya/odisha-samachar-epaper-eodisha/jaga-hatare-pagha--suti-bele-odiaa-abhinetri-maheshveta-raya-aahata-newsid-44849939|accessdate=10 September 2016|newspaper=Dailyhunt|date=4 October 2015}}</ref> |

||
୨୦୧୬ରେ ଏଲିନା ଅଭିନେତା [[ବାବୁଶାନ୍]]ଙ୍କ ସହ [[ଲଭ୍ ଷ୍ଟେସନ]] ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ରଜ ସମୟରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ [[ଅଶୋକ ପତି]] । ଏହି କଥାଚିତ୍ରଟିରେ ମିହିର ଦାସ, [[ପପୁ ପମ ପମ]], [[ପୁଷ୍ପା ପଣ୍ଡା]], [[ସଲିଲ ମିତ୍ର]], [[ଜୀବନ ପଣ୍ଡା]] ଆଦି କଳାକାରମାନେ ଅଭିନୟ କରିଥିଲେ । |
୨୦୧୬ରେ ଏଲିନା ଅଭିନେତା [[ବାବୁଶାନ୍]]ଙ୍କ ସହ [[ଲଭ୍ ଷ୍ଟେସନ]] ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।<ref name=Love>{{cite news|title=ବାବୁସାନଙ୍କ ସିନେମା ‘ଲଭ ଷ୍ଟେସନ’ର ଗୀତ ରିଲିଜ୍|url=http://odishanews360.com/odisha/details?mallId=5&jobId=6375&type=Entertainment|accessdate=21 August 2016|newspaper=Odisha News 360|date=25 May 2016}}</ref> ରଜ ସମୟରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।<ref>{{cite news|title=ମୁକ୍ତିଲାଭ କଲା ତିନୋଟି ଓଡ଼ିଆ ସିନେମା, ଆରମ୍ଭ ହେଲା ତ୍ରିମୁଖୀ ଲଢ଼େଇ|url=http://odishanews360.com/odisha/details?mallId=5&jobId=7581&type=ENTERTAINMENT|accessdate=21 August 2016|newspaper=Odisha News 360|date=12 June 2016}}</ref> ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ [[ଅଶୋକ ପତି]] ।<ref>{{cite news|title=Tarang Cine Production Presented Ollywood Movie "Love Station"|url=http://enewsodia.com/love-station/|accessdate=21 August 2016|newspaper=E News ଓଡ଼ିଆ|date=12 March 2016}}</ref> ଏହି କଥାଚିତ୍ରଟିରେ ମିହିର ଦାସ, [[ପପୁ ପମ ପମ]], [[ପୁଷ୍ପା ପଣ୍ଡା]], [[ସଲିଲ ମିତ୍ର]], [[ଜୀବନ ପଣ୍ଡା]] ଆଦି କଳାକାରମାନେ ଅଭିନୟ କରିଥିଲେ । |
||
୨୦୧୬ ରଥଯାତ୍ର ସମୟରେ ଏଲିନା ପୁଣିଥରେ ବାବୁଶାନ୍ଙ୍କ ସହ [[ଝିଅଟା ବିଗିଡ଼ିଗଲା]] ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବିନି ପଟ୍ଟନାୟକ । ରୁଦ୍ର ପାଣିଗ୍ରାହୀ, [[ଜିନା ସାମଲ]], ମୀନକେତନ, ସଲିଲ ମିତ୍ର, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।<ref>{{cite news|title=ଆଗେ ଆଗେ ଏଲିନା|url=http://216.151.160.34/epaper/svww_index1.php|accessdate=23 July 2016|newspaper=[[ସମାଜ]]|date=3 July 2017|archiveurl=http://216.151.160.34/epaper/archive.php|archivedate=3 July 2017|location=[[ଭୁବନେଶ୍ୱର]]|page=8|language=[[ଓଡ଼ିଆ]]}}</ref> |

୧୩:୦୪, ୨୬ ଅକ୍ଟୋବର ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଏଲିନା ସାମନ୍ତରାୟ | |
---|---|
ଜନ୍ମ | |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୫ରୁ-ଏବେଯାଏଁ |
ଏଲିନା ସାମନ୍ତରାୟ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ । ଏଲିନା ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ପ୍ରଥମ ଭାଗର ବିଜେତା ହୋଇଥିଲେ ଏବଂ ୨୦୧୫ ମସିହାରେ ତରଙ୍ଗର ପ୍ରଥମ ଚଳଚ୍ଚିତ୍ର ଇସ୍କ ତୁ ହି ତୁ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।[୧]
ବ୍ୟକ୍ତିଗତ ଜୀବନ
ଏଲିନା ଏବେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ନିଜର ଅଧ୍ୟୟନ ଜାରି ରଖିଛନ୍ତି । ଜଣେ ଶିକ୍ଷିକା ହେବାର ଇଚ୍ଛା ରଖିଥିଲେ ଏଲିନା ।[୨]
କଥାଚିତ୍ର ଜୀବନ
ଏଲିନା ପ୍ରଥମେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ପ୍ରଥମ ଭାଗରେ ଅଂଶଗ୍ରହଣ କରିଥିଲେ । ସେହି କାର୍ଯ୍ୟକ୍ରମରେ ସେ ବିଜେତା ହେଲେ ଏବଂ ତରଙ୍ଗ ଟିଭି ପ୍ରଯୋଜନାର ପ୍ରଥମ ଚଳଚ୍ଚିତ୍ର ଇସ୍କ ତୁ ହି ତୁରେ ଅରିନ୍ଦମ ରାୟଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଥିଲେ ।[୩][୪] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲ ତାପସ ସରଘରିଆ ।[୫] ଏହି କଥାଚିତ୍ରଟିରେ ମିହିର ଦାସ, ଅପରାଜିତା ମହାନ୍ତି, ସମରେଶ ରାଉତରାୟ, ପ୍ରଜ୍ଞା ଖଟୁଆ ଆଦି ଅଭିନୟ କରିଥିଲେ ।
ଏହାପରେ ଏଲିନା କେହି ନୁହେଁ କାହାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଏଲିନାଙ୍କ ସହ ନାୟକ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ ।[୬] ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୭] ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, କୁନା ତ୍ରିପାଠୀ, ସମରେଶ ରାଉତରାୟ, ନୀତୁ ସିଂହ, ପିଙ୍କି ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୮] :
ଏହାପରେ ୨୦୧୫ ଦୁର୍ଗାପୂଜା ସମୟରେ ଏଲିନା ଜଗା ହାତରେ ପଘା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୯] ଏହି କଥାଚିତ୍ରରେ ସେ ଅନୁଭବ ମହାନ୍ତି ଏବଂ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସହ ଅଭିନୟ କରିଥିଲେ ।[୧୦] ଏହି କଥାଚିତ୍ରଟିରେ ଝିଲିକ୍ ଭଟ୍ଟାଚାର୍ଯ୍ୟ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ ।[୧୧] ମୂରଲି କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମହାଶ୍ୱେତା ରାୟ, ଅଜିତ ଦାସ, ମୀନକେତନ, କାଳିଆ, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୨]
୨୦୧୬ରେ ଏଲିନା ଅଭିନେତା ବାବୁଶାନ୍ଙ୍କ ସହ ଲଭ୍ ଷ୍ଟେସନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୩] ରଜ ସମୟରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।[୧୪] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି ।[୧୫] ଏହି କଥାଚିତ୍ରଟିରେ ମିହିର ଦାସ, ପପୁ ପମ ପମ, ପୁଷ୍ପା ପଣ୍ଡା, ସଲିଲ ମିତ୍ର, ଜୀବନ ପଣ୍ଡା ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୬ ରଥଯାତ୍ର ସମୟରେ ଏଲିନା ପୁଣିଥରେ ବାବୁଶାନ୍ଙ୍କ ସହ ଝିଅଟା ବିଗିଡ଼ିଗଲା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବିନି ପଟ୍ଟନାୟକ । ରୁଦ୍ର ପାଣିଗ୍ରାହୀ, ଜିନା ସାମଲ, ମୀନକେତନ, ସଲିଲ ମିତ୍ର, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୬]
ରଜ ସମୟରେ ଏଲିନାଙ୍କର ୨୦୧୭ର ପ୍ରଥମ ଚଳଚ୍ଚିତ୍ର ଅଭୟ ମୁକ୍ତିଲାଭ କରିଥିଲା ।[୧୭] ଏହି ଚଳଚ୍ଚିତ୍ରଟିରେ ଅନୁଭବ ମହାନ୍ତି ୨ୟଥର ପାଇଁ ଏଲିନାଙ୍କର ନାୟକ ଭାବରେ ଅଭିନୟ କରିଥିଲେ ।[୧୮] ମୂରଲୀ କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧୯] ଏହି କଥାଚିତ୍ରଟିରେ ମନୋଜ ମିଶ୍ର, ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ଅନିତା ଦାସ, ପ୍ରତିଭା ପଣ୍ଡା, ସରୋଜ ଦାସ ପ୍ରମୁଖ ଅଭିନୟ କରିଥିଲେ ।[୨୦]
୨୦୧୭ରେ ରାକ୍ଷୀ ପୂର୍ଣ୍ଣିମା ସମୟରେ ଏଲିନାଙ୍କ ଅଭିନୀତ ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁକ୍ତିଲାଭ କରିଥିଲେ । ଜଣେ ଗାଉଁଲି ଝିଅର ଭୂମିକାରେ ଅଭିନୟ କରିଥିଲେ ଏଲିନା । ଏହି କଥାଚିତ୍ରଟିରେ ଦୁଇଜଣ ନାୟକ ଥିଲେ । ନବାଗତ ନାୟକ ରଣବୀର ଏବଂ ସିଦ୍ଧାନ୍ତ ମହାପାତ୍ର ଏଲିନାଙ୍କର ନାୟକ ଭୂମିକାରେ ଅଭିନୟ କରିଥିଲେ ।[୨୧] ନିର୍ଦ୍ଦେଶକ ଅବତାର ସିଂ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨୨] ପପୁ ପମ ପମ, ମନୋଜ ପଟ୍ଟନାୟକ, ମନିଷା ମିଶ୍ର, ମାମୁନି ମିଶ୍ର, ଜୀବନ ପଣ୍ଡା, ସଲିଲ ମିତ୍ର, ସୋରଜ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୨୩]
୨୦୧୭ ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର କାବୁଲା ବାରବୁଲାରେ ଏଲିନା ପୁଣିଥରେ ଅନୁଭବଙ୍କ ସହ ଅଭିନୟ କରିଥିଲେ ।[୨୪][୨୫][୨୬][୨୭] ଏହି କଥାଚିତ୍ରରେ ସେ ଅନୁଭବଙ୍କ ସହ ୩ୟ ଥର ପାଇଁ ଅଭିନୟ କରିଥିଲେ । ଭାରତ ବାହାରେ ଏହି କଥାଚିତ୍ରଟିର ଅଧିକାଂଶ ଦୃଶ୍ୟ ସୁଟିଂ କରାଯାଇଥିଲା ।[୨୮] ରମେଶ ରାଉତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨୯][୩୦] ପପୁ ପମ ପମ, ହରିହର ମହାପାତ୍ର, ସୁବାଶିଷ ଶର୍ମା, ଆନିଷା ଶର୍ମା, ପ୍ରଦ୍ୟୁମ୍ନ ଲେଙ୍କା, ଅନିତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩୧][୩୨]
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା |
---|---|---|
୨୦୧୫ | ଇସ୍କ ତୁ ହି ତୁ | ସିମ୍ରନ୍ |
୨୦୧୫ | କେହି ନୁହେଁ କାହାର | |
୨୦୧୫ | ଜଗା ହାତରେ ପଘା | |
୨୦୧୬ | ଲଭ୍ ଷ୍ଟେସନ | ରାଣୀ |
୨୦୧୬ | ଝିଅଟା ବିଗିଡ଼ିଗଲା | |
୨୦୧୭ | ଅଭୟ | |
୨୦୧୭ | ମୁଁ ଖାଣ୍ଟି ଓଡ଼ିଆ ଝିଅ | |
୨୦୧୭ | କାବୁଲା ବାରବୁଲା |
ଆଧାର
- ↑ Jena, Manjit. "Elina Samantray Ollywood Actress Biography". Retrieved 23 July 2016.
- ↑ "Elina Samantray Biography". ENT DIAEY. Retrieved 10 September 2016.
- ↑ Pati, Ashok. "Tarang Cine Production's first Odia film titled Ishq Tu Hi Tu going to hit theatre in January, 2015 - See more at: http://www.orissadiary.com/ShowEntertainmentNews.asp?id=55100#sthash.mxQa7qAV.dpuf". Orissa Diary. Retrieved 23 July 2016.
{{cite web}}
: External link in
(help)|title=
- ↑ http://odishasuntimes.com/2015/12/31/ollywood-rewind-2015/
- ↑ http://timesofindia.indiatimes.com/city/bhubaneswar/2015-is-not-a-memorable-Ollywood-story-to-be-told/articleshow/50389304.cms
- ↑ [enewsodia.com/kehi-nuhen-kahara-trailer-video/ "Kehi Nuhe kahara Trailer Video Release Abhishek and Elina"]. ENews ଓଡ଼ିଆ. Retrieved 22 July 2016.
{{cite web}}
: Check|url=
value (help) - ↑ "Kehi Nuhe Kahara Odia Movie of Elina, Avishek, Sidhanta". Retrieved 22 July 2016.
- ↑ "Kehi Nuhe kahara Odia Movie of AVishek, Elina". ENews ଓଡ଼ିଆ. Retrieved 22 July 2016.
- ↑ "Jaga Hatare Pagha (ଜଗା ହାତରେ ପଘା) - 2015 Odia Action Film". odiaportal. Retrieved 10 September 2016.
- ↑ "ତରଙ୍ଗ ସିନେ ପ୍ରଡକ୍ସନର ତୃତୀୟ ଅବଦାନ 'ଜଗା ହାତରେ ପଘା'ର ସୁଟିଂ ଆଗେଇ ଚାଲିଛି". Odisha Reporter. 9 September 2015. Retrieved 10 September 2016.
- ↑ "JAGA HATARE PAGHA ODIA MOVIE OF ANUBHAV, JHILIK, ELINA, TARANG". Incredible Orissa. 15 October 2015. Retrieved 10 September 2016.
- ↑ "'ଜଗା ହାତରେ ପଘା' ସୁଟିଂ ବେଳେ ଓଡ଼ିଅା ଅଭିନେତ୍ରୀ ମହେଶ୍ୱେତା ରାୟ ଅାହତ". Dailyhunt. 4 October 2015. Retrieved 10 September 2016.
- ↑ "ବାବୁସାନଙ୍କ ସିନେମା 'ଲଭ ଷ୍ଟେସନ'ର ଗୀତ ରିଲିଜ୍". Odisha News 360. 25 May 2016. Retrieved 21 August 2016.
- ↑ "ମୁକ୍ତିଲାଭ କଲା ତିନୋଟି ଓଡ଼ିଆ ସିନେମା, ଆରମ୍ଭ ହେଲା ତ୍ରିମୁଖୀ ଲଢ଼େଇ". Odisha News 360. 12 June 2016. Retrieved 21 August 2016.
- ↑ "Tarang Cine Production Presented Ollywood Movie "Love Station"". E News ଓଡ଼ିଆ. 12 March 2016. Retrieved 21 August 2016.
- ↑ "ଆଗେ ଆଗେ ଏଲିନା". ସମାଜ (in ଓଡ଼ିଆ). ଭୁବନେଶ୍ୱର. 3 July 2017. p. 8. Archived from the original on 3 July 2017. Retrieved 23 July 2016.
{{cite news}}
: CS1 maint: unrecognized language (link) - ↑ "କମନ୍ ମ୍ୟାନ୍ 'ଅଭୟ' ଭୂମିକାରେ ଅନୁଭବ". ଓଡ଼ିଶା ଲାଇଭ୍. 3 June 2017. Retrieved 13 July 2017.
- ↑ "'ସିଷ୍ଟର ଶ୍ରୀଦେବୀ' ଓ 'ଅଭୟ' ଫିଲ୍ମର ପୋଷ୍ଟର ରିଲିଜ". Odisha Reporters. 22 April 2017. Retrieved 13 July 2017.
- ↑ "ଏଥର ରଜରେ ତରଙ୍ଗର ଡବଲ୍ ଧମାକା: ରିଲିଜ୍ ହେଲା ଫିଲ୍ମ ଅଭୟ ଓ ସିଷ୍ଟର ଶ୍ରୀଦେବୀର ଟିଜର୍". Daily Hunt. 10 May 2017. Retrieved 13 July 2017.
- ↑ "Abhay". Odia Movie Database. Retrieved 13 July 2017.
- ↑ "ପରଦାରେ ରାଜ କରିବେ ସିଦ୍ଧାନ୍ତ,ଆସିବ ଆଉ ତିନୋଟି ସିନେମା". Odisha News 365. 14 July 2017. Retrieved 28 August 2017.
- ↑ "ଯୋଡ଼ିର କମାଲ". ସମାଜ. 17 September 2017. Retrieved 17 September 2017.
- ↑ "ଲୋକପ୍ରିୟ ଅଭିନେତା ପପୁ ପମ୍ପମ୍ଙ୍କ ନୂଆ ଓଡ଼ିଆ ସିନେମା "ମୁଁ ଖାଣ୍ଟି ଓଡ଼ିଆ ଝିଅ"". E News ଓଡ଼ିଆ. 13 July 2017. Retrieved 28 August 2017.
- ↑ "ପୂଜା ବଜାରରେ ଧମାଲ କରିବେ ଅନୁଭବ, ବାବୁସାନ ଓ ଅରିନ୍ଦମ". ଖବର ଓଡ଼ିଶା. 7 September 2017. Retrieved 22 September 2017.
- ↑ "Some exciting facts about cast & crew of Kabula Barabula Odia film". ApnaFilms.com. 13 August 2017. Retrieved 21 September 2017.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Kabula Barabula
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !". sambad.in. 20 September 2017. Retrieved 21 September 2017.
- ↑ "୨୫ ତାରିଖରେ ମାଲେସିଆ ଯାତ୍ରା କରିବେ 'କାବୁଲା ବାରବୁଲା -ସର୍ଚ୍ଚିଂ ଫର୍ ଲୈଲା' ଟିମ୍ !". ସମ୍ୱାଦ. 13 August 2017. Retrieved 21 September 2017.
- ↑ "ଓଲିଉଡର ପୂଜାବଜାର ଏକଦମ୍ ସରଗରମ!". sambad.in. 29 September 2017. Retrieved 1 October 2017.
- ↑ "ବାବୁସାନ୍ ହୋଇପାରିଲେନି ବାବୁଲା, ଅନୁଭବ ବନିଲେ କାବୁଲା ବାରବୁଲା". ସମ୍ବାଦ. 23 August 2017. Retrieved 21 September 2017.
- ↑ Mohapatra, Mrudu M. (20 August 2017). "Ollywood films to release on Durga Puja 2017". Odia Live. Retrieved 22 September 2017.
- ↑ "କାବୁଲା ଶିବା ଦେବେ ହିରୋକୁ ଟକ୍କର". ସମାଜ. 24 September 2017. Retrieved 30 September 2017.
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ଏଲିନା ସାମନ୍ତରାୟ