କାବୁଲା ବାରବୁଲା
କାବୁଲା ବାରବୁଲା | |
---|---|
ନିର୍ଦ୍ଦେଶକ | ରମେଶ ରାଉତ |
ପ୍ରଯୋଜକ | ବିଜୟ କନ୍ଦୋଇ, ଅଭିରାମ ସାହୁ |
ସଂଳାପ | ବସନ୍ତରାଜ ସାମଲ |
କଳାକାର | ଅନୁଭବ ମହାନ୍ତି, ଏଲିନା ସାମନ୍ତରାୟ, ପପୁ ପମ ପମ, ହରିହର ମହାପାତ୍ର, ସୁଭାଶିଷ ଶର୍ମା, ଆନିଷା ଶର୍ମା |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ପ୍ରତାପ ରାଉତ |
ସମ୍ପାଦକ | ରାଜେଶ ଦାସ |
ମୁକ୍ତିଲାଭ ତାରିଖ | ୨୭ ସେପ୍ଟେମ୍ବର ୨୦୧୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କାବୁଲା ବାରବୁଲା, ୨୦୧୭ ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କନ୍ଦୋଇ ଏବଂ ଅଭିରାମ ସାହୁ ।[୪] ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୫] ରମେଶ ରାଉତ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୬][୭][୮][୯][୧୦] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧୧] ଗୀତିକାର ବସନ୍ତରାଜ ସାମଲ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ବିଶ୍ୱଜିତ ମହାପାତ୍ର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ, ଅଭିଜିତ ମଜୁମଦାର, ହ୍ୟୁମାନ ସାଗର ଆଦି କଳାକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।[୧୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ଏଲିନା ସାମନ୍ତରାୟ ।[୧୩][୧୪][୧୫][୧୧][୧୬] ପପୁ ପମ ପମ, ହରିହର ମହାପାତ୍ର, ପ୍ରଜ୍ଞା ଖଟୁଆ, ସୁଭାଶିଷ ଶର୍ମା, ଆନିଷା ଶର୍ମା, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିନ୍ସ, ଅନିତା ଦାସ, ଶମ୍ଭୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥଲେ ।[୧୭][୧୮]
ଏହି କଥାଚିତ୍ରଟିର ଗୀତଗୁଡ଼ିକର ସୁଟିଂ ମାଲେଶିଆରେ ହୋଇଥିଲା ।[୧୯]
ଅଭିନୟ
[ସମ୍ପାଦନା]- ଅନୁଭବ ମହାନ୍ତି
- ଏଲିନା ସାମନ୍ତରାୟ[୨୦][୨୧]
- ପପୁ ପମ ପମ
- ହରିହର ମହାପାତ୍ର
- ସୁଭାଶିଷ ଶର୍ମା
- ଆନିଷା ଶର୍ମା[୨୨]
- ପ୍ରଦ୍ୟୁମ୍ନ ଲେଙ୍କା
- ପ୍ରିନ୍ସ
- ଅନିତା ଦାସ[୨୩]
- ଶମ୍ଭୁ
- ପ୍ରଜ୍ଞା ଖଟୁଆ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୨୪][୨୫] ବସନ୍ତରାଜ ସାମଲ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ବିଶ୍ୱଜିତ ମହାପାତ୍ର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ, ଅଭିଜିତ ମଜୁମଦାର, ହ୍ୟୁମାନ ସାଗର ଆଦି କଳାକାରମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ସେହି ସମୟରେ ସୋସିଆଲ ମିଡ଼ିଆରେ ଏଧିକ ଚାଲୁଥିବା ଗୀତ "ସୋନୁ"କୁ ମଧ୍ୟ ଓଡ଼ିଆରେ ସୁବ୍ରତ ସ୍ୱାଇଁ ଲେଖିଥିଲେ । ଏହି ଗୀତଟିକୁ ଅଭିଜିତ ମଜୁମଦାର ଗାଇଥିଲେ ।[୨୬][୨୭]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ସୋନୁ ତୋର ମୋ ଉପରେ" | ସୁବ୍ରତ ସାଇଁ | ଅଭିଜିତ ମଜୁମଦାର[୨୮] | |
2. | "ସଜନା" | ଦୀପ୍ତିରେଖା ପାଢ଼ୀ[୨୯] | ||
3. | "ଓ ସାହିବା" | |||
4. | "ଜାଲିମା ଓ ଜାଲିମା" | |||
5. | "ଦଶରା ବଜାର ଶଣ୍ଢ" |
ଆଧାର
[ସମ୍ପାଦନା]- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "ନାୟକ-ନାୟିକା ଲଢ଼େଇ". ସମାଜ. 15 October 2017. Retrieved 15 October 2017.[permanent dead link]
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "Anubhav, Elina's upcoming Odia movie Kabula Barabula". Update Odisha. 7 August 2017. Retrieved 21 September 2017.
- ↑ "Kabula Barabula Searching Laila Odia Movie of Aubhav and Elina". Incredible Orissa. 6 August 2017. Retrieved 21 September 2017.
- ↑ "ଅପକମିଂ ଓଡ଼ିଆ ସିନେମା 'ଲଭ ଏକ୍ସପ୍ରେସ୍' ବିଷୟରେ କିଛି ରୋଚକ ତଥ୍ୟ". OdishaLIVE (in Odia). ଓଡ଼ିଶା. 30 July 2018. Archived from the original on 28 October 2020. Retrieved 8 September 2018.
{{cite news}}
: CS1 maint: unrecognized language (link) - ↑ "'ଲୈଲା ଓ ଲୈଲା' ଯୋଡି ଫେରିଲେ ଓଲିଉଡକୁ | Sambad". Sambad. 19 July 2018. Archived from the original on 24 August 2018. Retrieved 8 September 2018.
- ↑ "ଓଲିଉଡର ପୂଜାବଜାର ଏକଦମ୍ ସରଗରମ!". sambad.in. 29 September 2017. Retrieved 1 October 2017.
- ↑ "ବାବୁସାନ୍ ହୋଇପାରିଲେନି ବାବୁଲା, ଅନୁଭବ ବନିଲେ କାବୁଲା ବାରବୁଲା". ସମ୍ବାଦ. 23 August 2017. Archived from the original on 27 September 2017. Retrieved 21 September 2017.
- ↑ "ଗଣେଶ ପୂଜାରେ ଆସିବ ଏହି ଲୋକପ୍ରିୟ ଯୋଡିଙ୍କର ଓଡ଼ିଆ ସିନେମା | Sambad". Sambad. 28 August 2018. Archived from the original on 31 August 2018. Retrieved 31 August 2018.
- ↑ ୧୧.୦ ୧୧.୧ "ଅନୁଭବ ଓ ଏଲିନା ଯୋଡ଼ି ତୃତୀୟଥର ଲାଗି ପରଦାକୁ ଆସୁଛି, ନୂଆ ସିନେମା "କାବୁଲା ବାରବୁଲା – ସର୍ଚ୍ଚିଂ ଲୈଲା" ସହିତ". E News ଓଡ଼ିଆ. 8 August 2017. Retrieved 21 September 2017.
- ↑ "ପୂଜାରେ ତିନି". sambad.in. 18 September 2017. Archived from the original on 21 September 2017. Retrieved 21 September 2017.
- ↑ "ଏଲିନାଙ୍କୁ ମିଳିଛି ଏଇ ପାଞ୍ଚ ନାୟକଙ୍କ ସାଥ୍". Sambad.in. 25 October 2017. Retrieved 26 October 2017.
- ↑ "ପୂଜା ବଜାରରେ ଧମାଲ କରିବେ ଅନୁଭବ, ବାବୁସାନ ଓ ଅରିନ୍ଦମ". ଖବର ଓଡ଼ିଶା. 7 September 2017. Retrieved 22 September 2017.
- ↑ "Some exciting facts about cast & crew of Kabula Barabula Odia film". ApnaFilms.com. 13 August 2017. Retrieved 21 September 2017.
- ↑ "ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !". sambad.in. 20 September 2017. Archived from the original on 21 September 2017. Retrieved 21 September 2017.
- ↑ Mohapatra, Mrudu M. (20 August 2017). "Ollywood films to release on Durga Puja 2017". Odia Live. Retrieved 22 September 2017.
- ↑ "କାବୁଲା ଶିବା ଦେବେ ହିରୋକୁ ଟକ୍କର". ସମାଜ. 24 September 2017. Retrieved 30 September 2017.[permanent dead link]
- ↑ "୨୫ ତାରିଖରେ ମାଲେସିଆ ଯାତ୍ରା କରିବେ 'କାବୁଲା ବାରବୁଲା -ସର୍ଚ୍ଚିଂ ଫର୍ ଲୈଲା' ଟିମ୍ !". ସମ୍ବାଦ. 13 August 2017. Archived from the original on 24 September 2017. Retrieved 21 September 2017.
- ↑ "ଆଉ ପଛରେ ନାହାନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଏଲିନା | Sambad". ସମ୍ବାଦ. sambad.in. 29 October 2021. Archived from the original on 16 January 2022. Retrieved 16 January 2022.
- ↑ "ଏଲିନାଙ୍କ ଉତ୍ସାହ". ପ୍ରମେୟ. No. ରବିବାର. 22 January 2023. Archived from the original on 23 March 2023. Retrieved 23 March 2023.
- ↑ "ରିଆଲିଟି ସୋ' ଜରିଆରେ ଛୋଟ ପରଦାକୁ ଫେରିଲେ ଏହି ନାୟିକା". sambad.in. 17 April 2018. Retrieved 6 June 2018.
- ↑ "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.
- ↑ "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.
{{cite news}}
: CS1 maint: unrecognized language (link) - ↑ "Kabula Barabula Odia Film Of SuperStar Anubhav And Elina Cast, Crews, Wallpapers, Songs And Videos Download". Odiainfo.in. 21 September 2017. Archived from the original on 24 September 2017. Retrieved 21 September 2017.
- ↑ "'କାବୁଲା ବାରବୁଲା'ରେ ପ୍ରେମ୍ ଆନନ୍ଦଙ୍କ 'ସୋନୁ' ଏକ୍ସପେରିମେଣ୍ଟ". ସମ୍ବାଦ. 2 September 2017. Archived from the original on 5 September 2017. Retrieved 21 September 2017.
- ↑ "'କାବୁଲା ବାରବୁଲା'ରେ ପ୍ରେମ୍ ଆନନ୍ଦଙ୍କ 'ସୋନୁ' ଏକ୍ସପେରିମେଣ୍ଟ". ସମ୍ବାଦ. 2 September 2017. Archived from the original on 5 September 2017. Retrieved 21 September 2017.
- ↑ "ଅଭିଜିତ-ପ୍ରେମ୍ ଆନନ୍ଦ: ସମ୍ପର୍କ ଯୋଡ଼ିଲା ସୋନୁ". ସମାଜ. 24 September 2017. Retrieved 30 September 2017.[permanent dead link]
- ↑ "ଦୀପ୍ତିଙ୍କ 'ହାଏ ତୋ ପ୍ରେମ'". ସମାଜ. 24 September 2017. Retrieved 30 September 2017.[permanent dead link]
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କାବୁଲା ବାରବୁଲା