Jump to content

"ଏଲିନା ସାମନ୍ତରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୨୬ କ ଧାଡ଼ି: ୨୬ କ ଧାଡ଼ି:
ଏଲିନା ପ୍ରଥମେ [[ତରଙ୍ଗ ଟିଭି]]ରେ ପ୍ରସାରିତ କାର୍ଯ୍ୟକ୍ରମ [[କିଏ ହେବ ମୋ ହିରୋଇନ]]ର ପ୍ରଥମ ଭାଗରେ ଅଂଶଗ୍ରହଣ କରିଥିଲେ । ସେହି କାର୍ଯ୍ୟକ୍ରମରେ ସେ ବିଜେତା ହେଲେ ଏବଂ [[ତରଙ୍ଗ ଟିଭି]] ପ୍ରଯୋଜନାର ପ୍ରଥମ ଚଳଚ୍ଚିତ୍ର [[ଇସ୍କ ତୁ ହି ତୁ]]ରେ [[ଅରିନ୍ଦମ ରାୟ]]ଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଥିଲେ ।<ref>{{cite web|last=Pati|first=Ashok|title=Tarang Cine Production's first Odia film titled Ishq Tu Hi Tu going to hit theatre in January, 2015 - See more at: http://www.orissadiary.com/ShowEntertainmentNews.asp?id=55100#sthash.mxQa7qAV.dpuf|url=http://www.orissadiary.com/ShowEntertainmentNews.asp?id=55100|publisher=Orissa Diary|accessdate=23 July 2016}}</ref><ref>http://odishasuntimes.com/2015/12/31/ollywood-rewind-2015/</ref> ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲ ତାପସ ସରଘରିଆ ।<ref>http://timesofindia.indiatimes.com/city/bhubaneswar/2015-is-not-a-memorable-Ollywood-story-to-be-told/articleshow/50389304.cms</ref> ଏହି କଥାଚିତ୍ରଟିରେ [[ମିହିର ଦାସ]], [[ଅପରାଜିତା ମହାନ୍ତି]], [[ସମରେଶ ରାଉତରାୟ]], ପ୍ରଜ୍ଞା ଖଟୁଆ ଆଦି ଅଭିନୟ କରିଥିଲେ ।
ଏଲିନା ପ୍ରଥମେ [[ତରଙ୍ଗ ଟିଭି]]ରେ ପ୍ରସାରିତ କାର୍ଯ୍ୟକ୍ରମ [[କିଏ ହେବ ମୋ ହିରୋଇନ]]ର ପ୍ରଥମ ଭାଗରେ ଅଂଶଗ୍ରହଣ କରିଥିଲେ । ସେହି କାର୍ଯ୍ୟକ୍ରମରେ ସେ ବିଜେତା ହେଲେ ଏବଂ [[ତରଙ୍ଗ ଟିଭି]] ପ୍ରଯୋଜନାର ପ୍ରଥମ ଚଳଚ୍ଚିତ୍ର [[ଇସ୍କ ତୁ ହି ତୁ]]ରେ [[ଅରିନ୍ଦମ ରାୟ]]ଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଥିଲେ ।<ref>{{cite web|last=Pati|first=Ashok|title=Tarang Cine Production's first Odia film titled Ishq Tu Hi Tu going to hit theatre in January, 2015 - See more at: http://www.orissadiary.com/ShowEntertainmentNews.asp?id=55100#sthash.mxQa7qAV.dpuf|url=http://www.orissadiary.com/ShowEntertainmentNews.asp?id=55100|publisher=Orissa Diary|accessdate=23 July 2016}}</ref><ref>http://odishasuntimes.com/2015/12/31/ollywood-rewind-2015/</ref> ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲ ତାପସ ସରଘରିଆ ।<ref>http://timesofindia.indiatimes.com/city/bhubaneswar/2015-is-not-a-memorable-Ollywood-story-to-be-told/articleshow/50389304.cms</ref> ଏହି କଥାଚିତ୍ରଟିରେ [[ମିହିର ଦାସ]], [[ଅପରାଜିତା ମହାନ୍ତି]], [[ସମରେଶ ରାଉତରାୟ]], ପ୍ରଜ୍ଞା ଖଟୁଆ ଆଦି ଅଭିନୟ କରିଥିଲେ ।


ଏହାପରେ ଏଲିନା [[କେହି ନୁହେଁ କାହାର]] ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଏଲିନାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ । ନିର୍ଦ୍ଦେଶକ [[ସୁଶାନ୍ତ ମଣି]] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । [[ସିଦ୍ଧାନ୍ତ ମହାପାତ୍ର]], [[ବିଜୟ ମହାନ୍ତି]], [[କୁନା ତ୍ରିପାଠୀ]], ସମରେଶ ରାଉତରାୟ, [[ନୀତୁ ସିଂହ (ଓଡ଼ିଆ ଅଭିନେତ୍ରୀ)|ନୀତୁ ସିଂହ]], [[ପିଙ୍କି ପ୍ରଧାନ]] ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଏହାପରେ ଏଲିନା [[କେହି ନୁହେଁ କାହାର]] ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଏଲିନାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ ।<ref>{{cite web|title=Kehi Nuhe kahara Trailer Video Release Abhishek and Elina|url=enewsodia.com/kehi-nuhen-kahara-trailer-video/|publisher=ENews ଓଡ଼ିଆ|accessdate=22 July 2016}}</ref> ନିର୍ଦ୍ଦେଶକ [[ସୁଶାନ୍ତ ମଣି]] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref>{{cite web|title=Kehi Nuhe Kahara Odia Movie of Elina, Avishek, Sidhanta|url=http://incredibleorissa.com/kehi-nuhe-kahara-odia-movie/|accessdate=22 July 2016}}</ref> [[ସିଦ୍ଧାନ୍ତ ମହାପାତ୍ର]], [[ବିଜୟ ମହାନ୍ତି]], [[କୁନା ତ୍ରିପାଠୀ]], ସମରେଶ ରାଉତରାୟ, [[ନୀତୁ ସିଂହ (ଓଡ଼ିଆ ଅଭିନେତ୍ରୀ)|ନୀତୁ ସିଂହ]], [[ପିଙ୍କି ପ୍ରଧାନ]] ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।<ref>{{cite web|title=Kehi Nuhe kahara Odia Movie of AVishek, Elina|url=http://enewsodia.com/kehi-nuhe-kahara-odia-movie/|publisher=ENews ଓଡ଼ିଆ|accessdate=22 July 2016}}</ref> :


ଏହାପରେ ୨୦୧୫ ଦୁର୍ଗାପୂଜା ସମୟରେ ଏଲିନା [[ଜଗା ହାତରେ ପଘା (୨୦୧୫)|ଜଗା ହାତରେ ପଘା]] ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରରେ ସେ [[ଅନୁଭବ ମହାନ୍ତି]] ଏବଂ [[ବୁଦ୍ଧାଦିତ୍ୟ ମହାନ୍ତି]]ଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ [[ଝିଲିକ୍ ଭଟ୍ଟାଚାର୍ଯ୍ୟ]] ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ । ମୂରଲି କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । [[ମହାଶ୍ୱେତା ରାୟ]], [[ଅଜିତ ଦାସ]], [[ମୀନକେତନ]], କାଳିଆ, [[ଅସୀତ ପତି]] ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଏହାପରେ ୨୦୧୫ ଦୁର୍ଗାପୂଜା ସମୟରେ ଏଲିନା [[ଜଗା ହାତରେ ପଘା (୨୦୧୫)|ଜଗା ହାତରେ ପଘା]] ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରରେ ସେ [[ଅନୁଭବ ମହାନ୍ତି]] ଏବଂ [[ବୁଦ୍ଧାଦିତ୍ୟ ମହାନ୍ତି]]ଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ [[ଝିଲିକ୍ ଭଟ୍ଟାଚାର୍ଯ୍ୟ]] ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ । ମୂରଲି କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । [[ମହାଶ୍ୱେତା ରାୟ]], [[ଅଜିତ ଦାସ]], [[ମୀନକେତନ]], କାଳିଆ, [[ଅସୀତ ପତି]] ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

୧୩:୦୨, ୨୬ ଅକ୍ଟୋବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଏଲିନା ସାମନ୍ତରାୟ
ଜନ୍ମ (1997-07-23) ୨୩ ଜୁଲାଇ ୧୯୯୭ (ବୟସ ୨୭)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୫ରୁ-ଏବେଯାଏଁ

ଏଲିନା ସାମନ୍ତରାୟ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ । ଏଲିନା ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ପ୍ରଥମ ଭାଗର ବିଜେତା ହୋଇଥିଲେ ଏବଂ ୨୦୧୫ ମସିହାରେ ତରଙ୍ଗର ପ୍ରଥମ ଚଳଚ୍ଚିତ୍ର ଇସ୍କ ତୁ ହି ତୁ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।[]

ବ୍ୟକ୍ତିଗତ ଜୀବନ

ଏଲିନା ଏବେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ନିଜର ଅଧ୍ୟୟନ ଜାରି ରଖିଛନ୍ତି । ଜଣେ ଶିକ୍ଷିକା ହେବାର ଇଚ୍ଛା ରଖିଥିଲେ ଏଲିନା ।[]

କଥାଚିତ୍ର ଜୀବନ

ଏଲିନା ପ୍ରଥମେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ପ୍ରଥମ ଭାଗରେ ଅଂଶଗ୍ରହଣ କରିଥିଲେ । ସେହି କାର୍ଯ୍ୟକ୍ରମରେ ସେ ବିଜେତା ହେଲେ ଏବଂ ତରଙ୍ଗ ଟିଭି ପ୍ରଯୋଜନାର ପ୍ରଥମ ଚଳଚ୍ଚିତ୍ର ଇସ୍କ ତୁ ହି ତୁରେ ଅରିନ୍ଦମ ରାୟଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଥିଲେ ।[][] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲ ତାପସ ସରଘରିଆ ।[] ଏହି କଥାଚିତ୍ରଟିରେ ମିହିର ଦାସ, ଅପରାଜିତା ମହାନ୍ତି, ସମରେଶ ରାଉତରାୟ, ପ୍ରଜ୍ଞା ଖଟୁଆ ଆଦି ଅଭିନୟ କରିଥିଲେ ।

ଏହାପରେ ଏଲିନା କେହି ନୁହେଁ କାହାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଏଲିନାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ ।[] ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[] ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, କୁନା ତ୍ରିପାଠୀ, ସମରେଶ ରାଉତରାୟ, ନୀତୁ ସିଂହ, ପିଙ୍କି ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[]  :

ଏହାପରେ ୨୦୧୫ ଦୁର୍ଗାପୂଜା ସମୟରେ ଏଲିନା ଜଗା ହାତରେ ପଘା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରରେ ସେ ଅନୁଭବ ମହାନ୍ତି ଏବଂ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଝିଲିକ୍ ଭଟ୍ଟାଚାର୍ଯ୍ୟ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ । ମୂରଲି କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମହାଶ୍ୱେତା ରାୟ, ଅଜିତ ଦାସ, ମୀନକେତନ, କାଳିଆ, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

୨୦୧୬ରେ ଏଲିନା ଅଭିନେତା ବାବୁଶାନ୍‌ଙ୍କ ସ‌ହ ଲଭ୍ ଷ୍ଟେସନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ରଜ ସମୟରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି । ଏହି କଥାଚିତ୍ରଟିରେ ମିହିର ଦାସ, ପପୁ ପମ ପମ, ପୁଷ୍ପା ପଣ୍ଡା, ସଲିଲ ମିତ୍ର, ଜୀବନ ପଣ୍ଡା ଆଦି କଳାକାରମାନେ ଅଭିନୟ କରିଥିଲେ ।

୨୦୧୬ ରଥଯାତ୍ର ସମୟରେ ଏଲିନା ପୁଣିଥରେ ବାବୁଶାନ୍‌ଙ୍କ ସ‌ହ ଝିଅଟା ବିଗିଡ଼ିଗଲା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବିନି ପଟ୍ଟନାୟକ । ରୁଦ୍ର ପାଣିଗ୍ରାହୀ, ଜିନା ସାମଲ, ମୀନକେତନ, ସଲିଲ ମିତ୍ର, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[]

ରଜ ସମୟରେ ଏଲିନାଙ୍କର ୨୦୧୭ର ପ୍ରଥମ ଚଳଚ୍ଚିତ୍ର ଅଭୟ ମୁକ୍ତିଲାଭ କରିଥିଲା ।[୧୦] ଏହି ଚଳଚ୍ଚିତ୍ରଟିରେ ଅନୁଭବ ମହାନ୍ତି ୨ୟଥର ପାଇଁ ଏଲିନାଙ୍କର ନାୟକ ଭାବରେ ଅଭିନୟ କରିଥିଲେ ।[୧୧] ମୂରଲୀ କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧୨] ଏହି କଥାଚିତ୍ରଟିରେ ମନୋଜ ମିଶ୍ର, ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ଅନିତା ଦାସ, ପ୍ରତିଭା ପଣ୍ଡା, ସରୋଜ ଦାସ ପ୍ରମୁଖ ଅଭିନୟ କରିଥିଲେ ।[୧୩]

୨୦୧୭ରେ ରାକ୍ଷୀ ପୂର୍ଣ୍ଣିମା ସମୟରେ ଏଲିନାଙ୍କ ଅଭିନୀତ ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁକ୍ତିଲାଭ କରିଥିଲେ । ଜଣେ ଗାଉଁଲି ଝିଅର ଭୂମିକାରେ ଅଭିନୟ କରିଥିଲେ ଏଲିନା । ଏହି କଥାଚିତ୍ରଟିରେ ଦୁଇଜଣ ନାୟକ ଥିଲେ । ନ‌ବାଗତ ନାୟକ ରଣବୀର ଏବଂ ସିଦ୍ଧାନ୍ତ ମହାପାତ୍ର ଏଲିନାଙ୍କର ନାୟକ ଭୂମିକାରେ ଅଭିନୟ କରିଥିଲେ ।[୧୪] ନିର୍ଦ୍ଦେଶକ ଅବତାର ସିଂ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧୫] ପପୁ ପମ ପମ, ମନୋଜ ପଟ୍ଟନାୟକ, ମନିଷା ମିଶ୍ର, ମାମୁନି ମିଶ୍ର, ଜୀବନ ପଣ୍ଡା, ସଲିଲ ମିତ୍ର, ସୋରଜ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୬]

୨୦୧୭ ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର କାବୁଲା ବାରବୁଲାରେ ଏଲିନା ପୁଣିଥରେ ଅନୁଭବଙ୍କ ସ‌ହ ଅଭିନୟ କରିଥିଲେ ।[୧୭][୧୮][୧୯][୨୦] ଏହି କଥାଚିତ୍ରରେ ସେ ଅନୁଭବଙ୍କ ସ‌ହ ୩ୟ ଥର ପାଇଁ ଅଭିନୟ କରିଥିଲେ । ଭାରତ ବାହାରେ ଏହି କଥାଚିତ୍ରଟିର ଅଧିକାଂଶ ଦୃଶ୍ୟ ସୁଟିଂ କରାଯାଇଥିଲା ।[୨୧] ରମେଶ ରାଉତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨୨][୨୩] ପପୁ ପମ ପମ, ହରିହର ମହାପାତ୍ର, ସୁବାଶିଷ ଶର୍ମା, ଆନିଷା ଶର୍ମା, ପ୍ରଦ୍ୟୁମ୍ନ ଲେଙ୍କା, ଅନିତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୨୪][୨୫]

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା
୨୦୧୫ ଇସ୍କ ତୁ ହି ତୁ ସିମ୍‌ରନ୍
୨୦୧୫ କେହି ନୁହେଁ କାହାର
୨୦୧୫ ଜଗା ହାତରେ ପଘା
୨୦୧୬ ଲଭ୍ ଷ୍ଟେସନ ରାଣୀ
୨୦୧୬ ଝିଅଟା ବିଗିଡ଼ିଗଲା
୨୦୧୭ ଅଭୟ
୨୦୧୭ ମୁଁ ଖାଣ୍ଟି ଓଡ଼ିଆ ଝିଅ
୨୦୧୭ କାବୁଲା ବାରବୁଲା

ଆଧାର

  1. Jena, Manjit. "Elina Samantray Ollywood Actress Biography". Retrieved 23 July 2016.
  2. "Elina Samantray Biography". ENT DIAEY. Retrieved 10 September 2016.
  3. Pati, Ashok. "Tarang Cine Production's first Odia film titled Ishq Tu Hi Tu going to hit theatre in January, 2015 - See more at: http://www.orissadiary.com/ShowEntertainmentNews.asp?id=55100#sthash.mxQa7qAV.dpuf". Orissa Diary. Retrieved 23 July 2016. {{cite web}}: External link in |title= (help)
  4. http://odishasuntimes.com/2015/12/31/ollywood-rewind-2015/
  5. http://timesofindia.indiatimes.com/city/bhubaneswar/2015-is-not-a-memorable-Ollywood-story-to-be-told/articleshow/50389304.cms
  6. [enewsodia.com/kehi-nuhen-kahara-trailer-video/ "Kehi Nuhe kahara Trailer Video Release Abhishek and Elina"]. ENews ଓଡ଼ିଆ. Retrieved 22 July 2016. {{cite web}}: Check |url= value (help)
  7. "Kehi Nuhe Kahara Odia Movie of Elina, Avishek, Sidhanta". Retrieved 22 July 2016.
  8. "Kehi Nuhe kahara Odia Movie of AVishek, Elina". ENews ଓଡ଼ିଆ. Retrieved 22 July 2016.
  9. "ଆଗେ ଆଗେ ଏଲିନା". ସମାଜ (in ଓଡ଼ିଆ). ଭୁବନେଶ୍ୱର. 3 July 2017. p. 8. Archived from the original on 3 July 2017. Retrieved 23 July 2016.{{cite news}}: CS1 maint: unrecognized language (link)
  10. "କମନ୍‍ ମ୍ୟାନ୍‍ 'ଅଭୟ' ଭୂମିକାରେ ଅନୁଭବ". ଓଡ଼ିଶା ଲାଇଭ୍‍. 3 June 2017. Retrieved 13 July 2017.
  11. "'ସିଷ୍ଟର ଶ୍ରୀଦେବୀ' ଓ 'ଅଭୟ' ଫିଲ୍ମର ପୋଷ୍ଟର ରିଲିଜ". Odisha Reporters. 22 April 2017. Retrieved 13 July 2017.
  12. "ଏଥର ରଜରେ ତରଙ୍ଗର ଡବଲ୍‌ ଧମାକା: ରିଲିଜ୍‌ ହେଲା ଫିଲ୍ମ ଅଭୟ ଓ ସିଷ୍ଟର ଶ୍ରୀଦେବୀର ଟିଜର୍‌". Daily Hunt. 10 May 2017. Retrieved 13 July 2017.
  13. "Abhay". Odia Movie Database. Retrieved 13 July 2017.
  14. "ପରଦାରେ ରାଜ କରିବେ ସିଦ୍ଧାନ୍ତ,ଆସିବ ଆଉ ତିନୋଟି ସିନେମା". Odisha News 365. 14 July 2017. Retrieved 28 August 2017.
  15. "ଯୋଡ଼ିର କମାଲ". ସମାଜ. 17 September 2017. Retrieved 17 September 2017.
  16. "ଲୋକପ୍ରିୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ନୂଆ ଓଡ଼ିଆ ସିନେମା "ମୁଁ ଖାଣ୍ଟି ଓଡ଼ିଆ ଝିଅ"". E News ଓଡ଼ିଆ. 13 July 2017. Retrieved 28 August 2017.
  17. "ପୂଜା ବଜାରରେ ଧମାଲ କରିବେ ଅନୁଭବ, ବାବୁସାନ ଓ ଅରିନ୍ଦମ". ଖବର ଓଡ଼ିଶା. 7 September 2017. Retrieved 22 September 2017.
  18. "Some exciting facts about cast & crew of Kabula Barabula Odia film". ApnaFilms.com. 13 August 2017. Retrieved 21 September 2017.
  19. ଆଧାର ଭୁଲ: ଅଚଳ <ref> ଚିହ୍ନ; Kabula Barabula ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  20. "ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !". sambad.in. 20 September 2017. Retrieved 21 September 2017.
  21. "୨୫ ତାରିଖରେ ମାଲେସିଆ ଯାତ୍ରା କରିବେ 'କାବୁଲା ବାରବୁଲା -ସର୍ଚ୍ଚିଂ ଫର୍‌ ଲୈଲା' ଟିମ୍‌ !". ସମ୍ୱାଦ. 13 August 2017. Retrieved 21 September 2017.
  22. "ଓଲିଉଡର ପୂଜାବଜାର ଏକଦମ୍‌ ସରଗରମ!". sambad.in. 29 September 2017. Retrieved 1 October 2017.
  23. "ବାବୁସାନ୍‌ ହୋଇପାରିଲେନି ବାବୁଲା, ଅନୁଭବ ବନିଲେ କାବୁଲା ବାରବୁଲା". ସମ୍ବାଦ. 23 August 2017. Retrieved 21 September 2017.
  24. Mohapatra, Mrudu M. (20 August 2017). "Ollywood films to release on Durga Puja 2017". Odia Live. Retrieved 22 September 2017.
  25. "କାବୁଲା ଶିବା ଦେବେ ହିରୋକୁ ଟକ୍କର". ସମାଜ. 24 September 2017. Retrieved 30 September 2017.

ଅଧିକ ତଥ୍ୟ