Jump to content

"କାବୁଲା ବାରବୁଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୨୬ କ ଧାଡ଼ି: ୨୬ କ ଧାଡ଼ି:
}}
}}


'''କାବୁଲା ବାରବୁଲା''', ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କନ୍ଦୋଇ ଏବଂ ଅଭିରାମ ସାହୁ । ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରମେଶ ରାଉତ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref>{{cite news|title=ବାବୁସାନ୍‌ ହୋଇପାରିଲେନି ବାବୁଲା, ଅନୁଭବ ବନିଲେ କାବୁଲା ବାରବୁଲା|url=http://sambad.in/news/entertainment/anubhab-as-kabula-barabula/72418.html|accessdate=21 September 2017|newspaper=ସମ୍ବାଦ|date=23 August 2017}}</ref> ସଙ୍ଗୀତ ନିର୍ଦ୍ଦେଶକ [[ପ୍ରେମ ଆନନ୍ଦ]] ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଗୀତିକାର ବସନ୍ତରାଜ ସାମଲ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ବିଶ୍ୱଜିତ ମହାପାତ୍ର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ, ଅଭିଜିତ ମଜୁମଦାର, ହ୍ୟୁମାନ ସାଗର ଆଦି କଳାକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
'''କାବୁଲା ବାରବୁଲା''', ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କନ୍ଦୋଇ ଏବଂ ଅଭିରାମ ସାହୁ । ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରମେଶ ରାଉତ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref>{{cite news|title=ବାବୁସାନ୍‌ ହୋଇପାରିଲେନି ବାବୁଲା, ଅନୁଭବ ବନିଲେ କାବୁଲା ବାରବୁଲା|url=http://sambad.in/news/entertainment/anubhab-as-kabula-barabula/72418.html|accessdate=21 September 2017|newspaper=ସମ୍ବାଦ|date=23 August 2017}}</ref> ସଙ୍ଗୀତ ନିର୍ଦ୍ଦେଶକ [[ପ୍ରେମ ଆନନ୍ଦ]] ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।<ref name="Kabula Barabula">{{cite news|title=ଅନୁଭବ ଓ ଏଲିନା ଯୋଡ଼ି ତୃତୀୟଥର ଲାଗି ପରଦାକୁ ଆସୁଛି, ନୂଆ ସିନେମା “କାବୁଲା ବାରବୁଲା – ସର୍ଚ୍ଚିଂ ଲୈଲା” ସହିତ|url=http://enewsodia.com/anubhav-elina-reel-pair-again-with-movie-kabula-baarabulaa-seaching-laila/|accessdate=21 September 2017|newspaper=E News ଓଡ଼ିଆ|date=8 August 2017}}</ref> ଗୀତିକାର ବସନ୍ତରାଜ ସାମଲ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ବିଶ୍ୱଜିତ ମହାପାତ୍ର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ, ଅଭିଜିତ ମଜୁମଦାର, ହ୍ୟୁମାନ ସାଗର ଆଦି କଳାକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।


ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ଅନୁଭବ ମହାନ୍ତି]] ଏବଂ [[ଏଲିନା ସାମନ୍ତରାୟ]] ।<ref>{{cite news|title=ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !|url=http://sambad.in/news/entertainment/puja-cinema-market-will-be-dominated-by-three-ollywood-star/77975.html|accessdate=21 September 2017|newspaper=sambad.in|date=20 September 2017}}</ref> [[ପପୁ ପମ ପମ]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ସୁବାଶିଷ ଶର୍ମା]], [[ଆନିଷା ଶର୍ମା]], [[ପ୍ରଦ୍ୟୁମ୍ନ ଲେଙ୍କା]], ପ୍ରିନ୍ସ, [[ଅନିତା ଦାସ]], ଶମ୍ଭୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ଅନୁଭବ ମହାନ୍ତି]] ଏବଂ [[ଏଲିନା ସାମନ୍ତରାୟ]] ।<ref name="Kabula Barabula"/><ref>{{cite news|title=ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !|url=http://sambad.in/news/entertainment/puja-cinema-market-will-be-dominated-by-three-ollywood-star/77975.html|accessdate=21 September 2017|newspaper=sambad.in|date=20 September 2017}}</ref> [[ପପୁ ପମ ପମ]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ସୁବାଶିଷ ଶର୍ମା]], [[ଆନିଷା ଶର୍ମା]], [[ପ୍ରଦ୍ୟୁମ୍ନ ଲେଙ୍କା]], ପ୍ରିନ୍ସ, [[ଅନିତା ଦାସ]], ଶମ୍ଭୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥଲେ ।


ଏହି କଥାଚିତ୍ରଟିର ଗୀତଗୁଡ଼ିକର ସୁଟିଂ ମାଲେଶିଆରେ ହୋଇଥିଲା ।<ref>{{cite news|title=୨୫ ତାରିଖରେ ମାଲେସିଆ ଯାତ୍ରା କରିବେ ‘କାବୁଲା ବାରବୁଲା -ସର୍ଚ୍ଚିଂ ଫର୍‌ ଲୈଲା’ ଟିମ୍‌ !|url=http://sambad.in/news/entertainment/kabula-barabula-to-shoot-in-malasiya/70677.html|accessdate=21 September 2017|newspaper=ସମ୍ୱାଦ|date=13 August 2017}}</ref>
ଏହି କଥାଚିତ୍ରଟିର ଗୀତଗୁଡ଼ିକର ସୁଟିଂ ମାଲେଶିଆରେ ହୋଇଥିଲା ।<ref>{{cite news|title=୨୫ ତାରିଖରେ ମାଲେସିଆ ଯାତ୍ରା କରିବେ ‘କାବୁଲା ବାରବୁଲା -ସର୍ଚ୍ଚିଂ ଫର୍‌ ଲୈଲା’ ଟିମ୍‌ !|url=http://sambad.in/news/entertainment/kabula-barabula-to-shoot-in-malasiya/70677.html|accessdate=21 September 2017|newspaper=ସମ୍ୱାଦ|date=13 August 2017}}</ref>
୮୧ କ ଧାଡ଼ି: ୮୧ କ ଧାଡ଼ି:


==ଆଧାର==
==ଆଧାର==
{{ଆଧାର}}
{{ଆଧାର|2}}


==ବାହାର ଆଧାର==
==ବାହାର ଆଧାର==

୧୩:୨୪, ୨୧ ସେପ୍ଟେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

କାବୁଲା ବାରବୁଲା
ନିର୍ଦ୍ଦେଶକରମେଶ ରାଉତ
ପ୍ରଯୋଜକବିଜୟ କନ୍ଦୋଇ, ଅଭିରାମ ସାହୁ
ସଂଳାପ(ସଂଳାପ): ବସନ୍ତରାଜ ସାମଲ
କଳାକାରଅନୁଭବ ମହାନ୍ତି, ଏଲିନା ସାମନ୍ତରାୟ, ପପୁ ପମ ପମ, ହରିହର ମହାପାତ୍ର, ସୁବାଶିଷ ଶର୍ମା, ଆନିଷା ଶର୍ମା
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣପ୍ରତାପ ରାଉତ
ସମ୍ପାଦକରାଜେଶ ଦାସ
ଦେଶ ଭାରତ
ଭାଷାଓଡ଼ିଆ

କାବୁଲା ବାରବୁଲା, ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କନ୍ଦୋଇ ଏବଂ ଅଭିରାମ ସାହୁ । ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରମେଶ ରାଉତ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[] ଗୀତିକାର ବସନ୍ତରାଜ ସାମଲ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ବିଶ୍ୱଜିତ ମହାପାତ୍ର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ, ଅଭିଜିତ ମଜୁମଦାର, ହ୍ୟୁମାନ ସାଗର ଆଦି କଳାକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ଏଲିନା ସାମନ୍ତରାୟ[][] ପପୁ ପମ ପମ, ହରିହର ମହାପାତ୍ର, ସୁବାଶିଷ ଶର୍ମା, ଆନିଷା ଶର୍ମା, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିନ୍ସ, ଅନିତା ଦାସ, ଶମ୍ଭୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥଲେ ।

ଏହି କଥାଚିତ୍ରଟିର ଗୀତଗୁଡ଼ିକର ସୁଟିଂ ମାଲେଶିଆରେ ହୋଇଥିଲା ।[]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ବସନ୍ତରାଜ ସାମଲ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ବିଶ୍ୱଜିତ ମହାପାତ୍ର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ, ଅଭିଜିତ ମଜୁମଦାର, ହ୍ୟୁମାନ ସାଗର ଆଦି କଳାକାରମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ସେହି ସମୟରେ ସୋସିଆଲ ମିଡ଼ିଆରେ ଏଧିକ ଚାଲୁଥିବା ଗୀତ "ସୋନୁ"କୁ ମଧ୍ୟ ଓଡ଼ିଆରେ ସୁବ୍ରତ ସ୍ୱାଇଁ ଲେଖିଥିଲେ । ଏହି ଗୀତଟିକୁ ଅଭିଜିତ ମଜୁମଦାର ଗାଇଥିଲେ ।[][]

ଗୀତ

କ୍ରମଗୀତକବିଗାୟକସମୟ
1."ସୋନୁ ତୋର ମୋ ଉପରେ"ସୁବ୍ରତ ସାଇଁଅଭିଜିତ ମଜୁମଦାର 
2."ସଜନା"   
3."ଓ ସାହିବା"   
4."ଜାଲିମା ଓ ଜାଲିମା"   
5."ଦଶରା ବଜାର ଶଣ୍ଢ"   

ଆଧାର

  1. "ବାବୁସାନ୍‌ ହୋଇପାରିଲେନି ବାବୁଲା, ଅନୁଭବ ବନିଲେ କାବୁଲା ବାରବୁଲା". ସମ୍ବାଦ. 23 August 2017. Retrieved 21 September 2017.
  2. ୨.୦ ୨.୧ "ଅନୁଭବ ଓ ଏଲିନା ଯୋଡ଼ି ତୃତୀୟଥର ଲାଗି ପରଦାକୁ ଆସୁଛି, ନୂଆ ସିନେମା "କାବୁଲା ବାରବୁଲା – ସର୍ଚ୍ଚିଂ ଲୈଲା" ସହିତ". E News ଓଡ଼ିଆ. 8 August 2017. Retrieved 21 September 2017.
  3. "ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !". sambad.in. 20 September 2017. Retrieved 21 September 2017.
  4. "୨୫ ତାରିଖରେ ମାଲେସିଆ ଯାତ୍ରା କରିବେ 'କାବୁଲା ବାରବୁଲା -ସର୍ଚ୍ଚିଂ ଫର୍‌ ଲୈଲା' ଟିମ୍‌ !". ସମ୍ୱାଦ. 13 August 2017. Retrieved 21 September 2017.
  5. "'କାବୁଲା ବାରବୁଲା'ରେ ପ୍ରେମ୍‌ ଆନନ୍ଦଙ୍କ 'ସୋନୁ' ଏକ୍ସପେରିମେଣ୍ଟ". ସମ୍ବାଦ. 2 September 2017. Retrieved 21 September 2017.
  6. "'କାବୁଲା ବାରବୁଲା'ରେ ପ୍ରେମ୍‌ ଆନନ୍ଦଙ୍କ 'ସୋନୁ' ଏକ୍ସପେରିମେଣ୍ଟ". ସମ୍ବାଦ. 2 September 2017. Retrieved 21 September 2017.

ବାହାର ଆଧାର