Jump to content


  

"ଆଶିକ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୨୬ କ ଧାଡ଼ି: ୨୬ କ ଧାଡ଼ି:
}}
}}


'''ଆଶିକ୍''', ୨୦୧୫ରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପ୍ରମୋଦ କୁମାର ସ୍ୱାଇଁ ଏବଂ ସୁଧାକର ବସନ୍ତ । ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ [[ସୁଧାକର ବସନ୍ତ ]] ଏବଂ ସଂଳାପ ଡଃ ରଜନୀ ରଞ୍ଜନ ଲେଖିଥିଲେ । କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । [[ଅଭିଜିତ ମଜୁମଦାର]] ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
'''ଆଶିକ୍''', ୨୦୧୫ରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପ୍ରମୋଦ କୁମାର ସ୍ୱାଇଁ ଏବଂ ସୁଧାକର ବସନ୍ତ । ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ [[ସୁଧାକର ବସନ୍ତ ]] ଏବଂ ସଂଳାପ ଡଃ ରଜନୀ ରଞ୍ଜନ ଲେଖିଥିଲେ । କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । [[ଅଭିଜିତ ମଜୁମଦାର]] ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଡଃ ନିର୍ମଳ ନାୟକ ଏବଂ ନିଜାମ୍ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ


ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ସମ୍ବିତ ଆଚାର୍ଯ୍ୟ]]<ref>{{cite news|title=ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡିଆ ଛବି “ମନ ଖାଲି ତତେ ଚାହେଁ”|url=http://enewsodia.com/%E0%AC%B8%E0%AC%AE%E0%AD%8D%E0%AC%AC%E0%AC%BF%E0%AC%A4%E0%AC%99%E0%AD%8D%E0%AC%95-%E0%AC%B8%E0%AC%B9%E0%AC%BF%E0%AC%A4-%E0%AC%85%E0%AC%99%E0%AD%8D%E0%AC%95%E0%AC%BF%E0%AC%A4%E0%AC%BE-%E0%AC%86/|accessdate=27 August 2017|newspaper=E News ଓଡ଼ିଆ|date=6 July 2017}}</ref> ଏବଂ [[କୋଏଲ ବାନାର୍ଜୀ]] । [[ପପୁ ପମ ପମ]], [[ସୁଧାକର ବସନ୍ତ]], [[ସୋଫିଆ ଆଲମ୍]], ସରୋଜ ଦାସ, ସୁନୀତା, [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ପିଣ୍ଟୁ ନନ୍ଦ]], ପପି ସନ୍ତୁକ, ପ୍ରମୋଦ କୁମାର ସ୍ୱାଇଁ ଆଦି କଳାକାର ମାନେ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରର ନାୟିକା ଭାବରେ ପ୍ରଥମେ [[ଝିଲିକ୍ ଭଟ୍ଟାଚାର୍ଯ୍ୟ]]ଙ୍କୁ ବଛାଯାଇଥିଲା, ମାତ୍ର ପରେ କୋଏଲଙ୍କୁ ନାୟିକା ଭାବରେ ନିଆଯାଇଥିଲା ।<ref>{{cite news|title=Aashiq Odia movie of Sambit, Koyel, Papu|url=http://enewsodia.com/aashiq-odia-movie/|accessdate=27 August 2017|newspaper=E News ଓଡ଼ିଆ|date=31 August 2015}}</ref>
ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ସମ୍ବିତ ଆଚାର୍ଯ୍ୟ]]<ref>{{cite news|title=ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡିଆ ଛବି “ମନ ଖାଲି ତତେ ଚାହେଁ”|url=http://enewsodia.com/%E0%AC%B8%E0%AC%AE%E0%AD%8D%E0%AC%AC%E0%AC%BF%E0%AC%A4%E0%AC%99%E0%AD%8D%E0%AC%95-%E0%AC%B8%E0%AC%B9%E0%AC%BF%E0%AC%A4-%E0%AC%85%E0%AC%99%E0%AD%8D%E0%AC%95%E0%AC%BF%E0%AC%A4%E0%AC%BE-%E0%AC%86/|accessdate=27 August 2017|newspaper=E News ଓଡ଼ିଆ|date=6 July 2017}}</ref> ଏବଂ [[କୋଏଲ ବାନାର୍ଜୀ]] । [[ପପୁ ପମ ପମ]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]]<ref>{{cite news|title=Hari and Papu Pom Pom Comedy Together In Odia Film Aashiq|url=http://incredibleorissa.com/hari-papu-pom-pom-comedy-aashiq/|accessdate=27 August 2017|newspaper=Incedible Orissa|date=10 March 2015}}</ref>, [[ସୁଧାକର ବସନ୍ତ]], [[ସୋଫିଆ ଆଲମ୍]], ସରୋଜ ଦାସ, ସୁନୀତା, [[ପିଣ୍ଟୁ ନନ୍ଦ]], ପପି ସନ୍ତୁକ, ପ୍ରମୋଦ କୁମାର ସ୍ୱାଇଁ ଆଦି କଳାକାର ମାନେ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରର ନାୟିକା ଭାବରେ ପ୍ରଥମେ [[ଝିଲିକ୍ ଭଟ୍ଟାଚାର୍ଯ୍ୟ]]ଙ୍କୁ ବଛାଯାଇଥିଲା, ମାତ୍ର ପରେ କୋଏଲଙ୍କୁ ନାୟିକା ଭାବରେ ନିଆଯାଇଥିଲା ।<ref>{{cite news|title=Aashiq Odia movie of Sambit, Koyel, Papu|url=http://enewsodia.com/aashiq-odia-movie/|accessdate=27 August 2017|newspaper=E News ଓଡ଼ିଆ|date=31 August 2015}}</ref>

୧୭ ସେପ୍ଟେମ୍ବର ୨୦୧୫ରେ ଏହି କଥାଚିତ୍ରଟି [[ଓଡ଼ିଶା]]ର ୪୫ଟି ପ୍ରକ୍ଷାଳୟରେ ମୁକ୍ତିଲାଭ କରିଥିଲା ।<ref>{{cite news|title=Aashiq Odia Movie Premier ; Sriya Talkies|url=http://enewsodia.com/aashiq-odia-movie-premier/|accessdate=27 August 2017|newspaper=E News ଓଡ଼ିଆ|date=18 September 2015}}</ref>


==ଅଭିନୟ==
==ଅଭିନୟ==

୧୧:୫୦, ୨୭ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଆଶିକ୍
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକପ୍ରମୋଦ କୁମାର ସ୍ୱାଇଁ, ସୁଧାକର ବସନ୍ତ
ସଂଳାପ(ସଂଳାପ): ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟସୁଧାକର ବସନ୍ତ
କାହାଣୀସୁଧାକର ବସନ୍ତ
କଳାକାରସମ୍ବିତ ଆଚାର୍ଯ୍ୟ, କୋଏଲ ବାନାର୍ଜୀ, ପପୁ ପମ ପମ, ସୁଧାକର ବସନ୍ତ, ସୋଫିଆ ଆଲମ୍
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଆର୍. ଭଗତ ସିଂ
ମୁକ୍ତିଲାଭ ତାରିଖ
୧୭ ସେପ୍ଟେମ୍ବର ୨୦୧୫[]
ଦେଶ ଭାରତ
ଭାଷାଓଡ଼ିଆ

ଆଶିକ୍, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପ୍ରମୋଦ କୁମାର ସ୍ୱାଇଁ ଏବଂ ସୁଧାକର ବସନ୍ତ । ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ସୁଧାକର ବସନ୍ତ ଏବଂ ସଂଳାପ ଡଃ ରଜନୀ ରଞ୍ଜନ ଲେଖିଥିଲେ । କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । ଅଭିଜିତ ମଜୁମଦାର ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଡଃ ନିର୍ମଳ ନାୟକ ଏବଂ ନିଜାମ୍ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ।

ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ[] ଏବଂ କୋଏଲ ବାନାର୍ଜୀପପୁ ପମ ପମ, ହରିହର ମହାପାତ୍ର[], ସୁଧାକର ବସନ୍ତ, ସୋଫିଆ ଆଲମ୍, ସରୋଜ ଦାସ, ସୁନୀତା, ପିଣ୍ଟୁ ନନ୍ଦ, ପପି ସନ୍ତୁକ, ପ୍ରମୋଦ କୁମାର ସ୍ୱାଇଁ ଆଦି କଳାକାର ମାନେ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରର ନାୟିକା ଭାବରେ ପ୍ରଥମେ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ବଛାଯାଇଥିଲା, ମାତ୍ର ପରେ କୋଏଲଙ୍କୁ ନାୟିକା ଭାବରେ ନିଆଯାଇଥିଲା ।[]

୧୭ ସେପ୍ଟେମ୍ବର ୨୦୧୫ରେ ଏହି କଥାଚିତ୍ରଟି ଓଡ଼ିଶାର ୪୫ଟି ପ୍ରକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଡଃ ନିର୍ମଳ ନାୟକ ଏବଂ ନିଜାମ୍ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ।[] ଗୌତମ ଗିରି, ଅନ୍ତରା ଚକ୍ରବର୍ତ୍ତୀ, ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ସତ୍ୟଜିତ୍ ପ୍ରଧାନ, ଅସୀମା ପଣ୍ଡା, ତାରିକ୍ ଅଜିଜ୍, ଆଶା ପଣ୍ଡା ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।[]

ଗୀତ

କ୍ରମଗୀତକବିଗାୟକସମୟ
1."ଆଖି ମିଶିଗଲା"   
2."ବେଚେନ୍ ଦିଲ୍ ୟେ"ନିଜାମ୍ତାରିକ୍ ଅଜିଜ୍ 
3."ମାହିରେ ମାହିରେ"ଡଃ ନିର୍ମଳ ନାୟକବିଷ୍ଣୁମୋହନ କବି, ଆଶା ପଣ୍ଡା 
4."ନୀଳ ଆକାଶରେ"ଡଃ ନିର୍ମଳ ନାୟକସତ୍ୟଜିତ ପ୍ରଧାନ 
5."ତ‌ତେ ମୁଁ କାହିଁ ଏତେ ଭଲପାଏ ଜାଣେନା"ଡଃ ନିର୍ମଳ ନାୟକହ୍ୟୁମାନ ସାଗର, ଅସୀମା ପଣ୍ଡା 
6."ଟେଲ୍ ମି ଓ ଜାନମ୍ ଟେଲ୍ ମି"ନିଜାମ୍ଗୌତମ ଗିରି, ଅନ୍ତରା ଚକ୍ରବର୍ତ୍ତୀ 
7."ତୋ ପାଇଁ ଗାଇବି ମୁଁ"ନିଜାମ୍ବିଷ୍ଣୁମୋହନ କବି 

ଆଧାର

  1. "Release Today: Aashiq ana Apna Haath Jagannath Odia Films". Incerdible Orissa. 17 September 2015. Retrieved 27 August 2017.
  2. "ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡିଆ ଛବି "ମନ ଖାଲି ତତେ ଚାହେଁ"". E News ଓଡ଼ିଆ. 6 July 2017. Retrieved 27 August 2017.
  3. "Hari and Papu Pom Pom Comedy Together In Odia Film Aashiq". Incedible Orissa. 10 March 2015. Retrieved 27 August 2017.
  4. "Aashiq Odia movie of Sambit, Koyel, Papu". E News ଓଡ଼ିଆ. 31 August 2015. Retrieved 27 August 2017.
  5. "Aashiq Odia Movie Premier ; Sriya Talkies". E News ଓଡ଼ିଆ. 18 September 2015. Retrieved 27 August 2017.
  6. "ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡିଆ ଛବି "ମନ ଖାଲି ତତେ ଚାହେଁ"". Ollywood Gossip. 6 July 2017. Retrieved 27 August 2017.
  7. "Aashiq Odia Movie Music Release Party". E News ଓଡ଼ିଆ. 31 August 2015. Retrieved 27 August 2017.
  8. "Aashiq (ଆଶିକ୍) - 2015 Odia Romantic Film". ଓଡ଼ିଆପୋର୍ଟଲ.ଇନ୍. Retrieved 27 August 2017.

ବାହାର ଆଧାର

ଇଣ୍ଟରନେଟ ମୁଭି ଡାଟାବେସରେ ଆଶିକ୍