ମୁଢ଼ି ମାଂସ

ଉଇକିପିଡ଼ିଆ‌ରୁ
ମୁଢ଼ି ମାଂସ
ମୁଢ଼ି ଓ ଖାସି / କୁକୁଡ଼ା ମାଂସ
ଆରମ୍ଭ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନମୁଢି, ମାଂସ

ମୁଢ଼ି ମାଂସ ହେଉଛି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ପାରମ୍ପାରିକ ଖାଦ୍ୟ । ସାଧାରଣ ଭାବରେ ବାରିପଦା ସ‌ହର ମୁଢ଼ିମାଂସ ପାଇଁ ପ୍ରସିଦ୍ଧ ।

ମୁଢ଼ି ମାଂସ

ଉପାଦାନ[ସମ୍ପାଦନା]

ପ୍ରଣାଳୀ[ସମ୍ପାଦନା]

ଖାସି ମାଂସ ତରକାରୀକୁ ପ୍ରେସର କୁକରରେ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ ।ଏହାକୁ ମୁଢି ସ‌ହିତ ପରସା ଯାଇଥାଏ ।[୧]

ପରସା[ସମ୍ପାଦନା]

ଏହା ଏକ ଜଳଖିଆ ଭାବରେ ଅଥବା ମୁଖ୍ୟ ଖାଦ୍ୟ ଭାରରେ ମଧ୍ୟ ପରସାଯାଇଥାଏ । ଅନେକ ବିବାହ ଓ ପୂଜା ପାର୍ବଣ ଓ ଉତ୍ସବ[୨]ରେ ମଧ୍ୟ ଏହା ପରସାଯାଇଥାଏ ।

ଆଧାର[ସମ୍ପାଦନା]

  1. Dash, Madhulika (24 August 2019). "Mudhi Mansa: The classic breakfast of warriors". The New Indian Express (in English). Retrieved 6 December 2021.{{cite news}}: CS1 maint: unrecognized language (link)
  2. D’nal Lakshmi Puja pulls more crowds, even outsiders