ଚନ୍ଦନେଶ୍ୱର ମନ୍ଦିର
ଦେଖଣା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଚନ୍ଦନେଶ୍ୱର ଶିବ ମନ୍ଦିର ବାଲେଶ୍ୱର ଜିଲ୍ଲାର ଏକ ପ୍ରମୁଖ ଶିବ ମନ୍ଦିର । ଓଡ଼ିଆ ନୂଆବର୍ଷ ପଣା ସଂକ୍ରାନ୍ତି ଦିନ ଏଠାରେ ଏକ ବିରାଟ ମେଳାର ଆୟୋଜନ କରାଯାଏ । ଏହାକୁ "ଚଡକ ମେଳା" କୁହାଯାଏ l ଅନେକ ଭକ୍ତ ଓଡ଼ିଶା ଓ ଆଖପାଖ ରାଜ୍ୟରୁ ଏଠାକୁ ଏହିଦିନ ଆସିଥାନ୍ତି ।
ଅବସ୍ଥିତି
[ସମ୍ପାଦନା]ଏହା ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ । ଏଠାକୁ ବାଲେଶ୍ୱର, ଜଳେଶ୍ୱର ଓ ପଶ୍ଚିମବଙ୍ଗର ଦିଘାଠାରୁ ଗମନାଗମନର ସୁବିଧା ଅଛି ।