ଘର ସଂସାର
ଦେଖଣା
ଗୋପାଳ ଘୋଷ ଓ ବ୍ୟୋମକେଶ ତ୍ରିପାଠୀଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ଘର ସଂସାର [୧] - ୧୯୭୩ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସିନେମାରେ ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ, ସରସ୍ୱତୀ ଦେବୀ (ସର ଅପା), ଓ ସୁଜାତା ଆନନ୍ଦ ପ୍ରମୁଖ ଅଭିନୟ କରିଥିଲେ | ସଙ୍ଗୀତ ଭି. ବାଲସରା ଓ ରାଖାଲ ମହାନ୍ତି ଗୀତ ଗୁଡ଼ିକର ସାରଣୀ
ଗୀତ | ଗୀତିକାର | ଗାୟକ / ଗାୟିକା |
---|---|---|
୧) ଶୁଭ ବିବାହ ବାଜେ ରେ | ନାରାୟଣ ପ୍ରସାଦ ସିଂହ | ନିର୍ମଳା ମିଶ୍ର, ସିପ୍ରା ବୋଷ, ଓ ସାଥୀ |
୨) ଗେଲବସରର ଦିନ ସରିଗଲା | ବୃନ୍ଦାବନ ଜେନା | ମାନ୍ନା ଦେ |
୩) ହାପି ବାର୍ଥ ଡେ | ନାରାୟଣ ପ୍ରସାଦ ସିଂହ | ଶ୍ଯାମଲ ମିତ୍ର ଓ ଶ୍ରାବନ୍ତୀ ମଜୁମଦାର |
୪) ସପନ ବିଳାସୀ ଆମେ | ନାରାୟଣ ପ୍ରସାଦ ସିଂହ | ଶ୍ଯାମଲ ମିତ୍ର ଓ ନିର୍ମଳା ମିଶ୍ର |
୫) ପ୍ରଭୁ ପଦ ତଳେ ପ୍ରଣତି | ନାରାୟଣ ପ୍ରସାଦ ସିଂହ | ଭିକାରୀ ବଳ, ମୀନା, ଓ ନିର୍ମଳା ମିଶ୍ର |
୬) ମୋ ମନ ଛନ୍ ଛନ୍ ଛନରେ | ବୃନ୍ଦାବନ ଜେନା | ଅକ୍ଷୟ ମହାନ୍ତି ଓ ସିପ୍ରା ବୋଷ |
୭) ରାତ୍ ସରାବି ପ୍ରୀତ୍ ଗୁଲାବି | ବୃନ୍ଦାବନ ଜେନା | ଶ୍ରାବନ୍ତୀ ମଜୁମଦାର |
ଦ୍ରଷ୍ଟବ୍ୟ
[ସମ୍ପାଦନା]
ଘର ସଂସାର | |
---|---|
ନିର୍ଦ୍ଦେଶକ | ଗୋପାଳ ଘୋଷ, ବ୍ୟୋମକେଶ ତ୍ରିପାଠୀ |
କାହାଣୀ | ରାମଚନ୍ଦ୍ର ମିଶ୍ର |
କଳାକାର | ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ , ସୁଜାତା ଆନନ୍ଦ |
ସଙ୍ଗୀତ | ରାଖାଲ ମହାନ୍ତି |
ମୁକ୍ତିଲାଭ ତାରିଖ | ୧୯୭୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୬ ଲକ୍ଷ ୬୦ ହଜାର ଟଙ୍କା |