ଗୋଲ୍ ମାଲ୍ ଲଭ୍
ଗୋଲ୍ ମାଲ୍ ଲଭ୍ | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ତରଙ୍ଗ ସିନେ ପ୍ରଡକ୍ସନ୍ |
ସଂଳାପ | ନିର୍ମଳ ନାୟକ |
କଳାକାର | ବାବୁଶାନ୍ ତମନ୍ନା ବ୍ୟାସ ବିଜୟ ମହାନ୍ତି ଶ୍ରୀତମ ଦାସ ସଲିଲ ମିତ୍ର |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଏସ୍. ରଞ୍ଜନ |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୧୪ ଜୁନ ୨୦୧୯ |
କଥାଚିତ୍ରର ସମୟ | ୨ ଘଣ୍ଟା ୪୦ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଗୋଲ୍ ମାଲ୍ ଲଭ୍, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତରଙ୍ଗ ସିନେ ପ୍ରଡକ୍ସନ୍ ।[୩] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଗୀତ ରଚନା କରିଥିଲେ ।[୪] କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି ।[୫][୬]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି ଓ ତମନ୍ନା ବ୍ୟାସ ।[୭] ବିଜୟ ମହାନ୍ତି, ସଲିଲ୍ ମିତ୍ର, ଶ୍ରୀତମ ଦାସ, ଇଲୁ ବାନାର୍ଜୀ, ଶୁଭ୍ରାଂଶୁ ପଣ୍ଡା, ତ୍ରିଭୁବନ, ଜୀବନ ପଣ୍ଡା, ଲୀନା, ମନସ୍ୱିନୀ, ନଳିନୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୮]
ଅଭିନୟ
[ସମ୍ପାଦନା]- ବାବୁଶାନ୍
- ତମନ୍ନା ବ୍ୟାସ[୯]
- ବିଜୟ ମହାନ୍ତି
- ସଲିଲ ମିତ୍ର
- ଶ୍ରୀତମ ଦାସ
- ଇଲୁ ବାନାର୍ଜୀ
- ଶୁଭ୍ରାଂଶୁ ନାୟକ
- ତ୍ରିଭୁବନ ପଣ୍ଡା
- ଜୀବନ ପଣ୍ଡା
- ଲୀନା
- ମନସ୍ୱିନୀ
- ନଳିନୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୧୦] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୪] ମଣ୍ଟୁ ଛୁରୀଆ, ହ୍ୟୁମାନ ସାଗର, ସ୍ୱୟମ ପାଢ଼ୀ, ଲୋପାମୁଦ୍ରା ଦାସ, ପ୍ରଜ୍ଞା ହୋତା, ଲିପ୍ସା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ସର୍ଜିକାଲ୍ ଷ୍ଟ୍ରାଇକ୍" | ହ୍ୟୁମାନ ସାଗର | |
2. | "ପ୍ୟାର୍ କୁଞ୍ଚୁମ୍ କୁଞ୍ଚୁମ୍" | ମଣ୍ଟୁ ଛୁରୀଆ, ଲିପ୍ସା ମହାପାତ୍ର | |
3. | "ଓରେ ଦିଲ୍ନାସି" | ସ୍ୱୟମ୍ ପାଢ଼ୀ, ପଜ୍ଞା ହୋତା | |
4. | "ମୋ ମନର ତାଜମହଲ" | ସ୍ୱୟମ୍ ପାଢ଼ୀ, ଲୋପାମୁଦ୍ରା |
ଆଧାର
[ସମ୍ପାଦନା]- ↑ Bureau, Samajalive (2019-06-14). "ରଜରେ କଡ଼ା ଟକ୍କର : ବକ୍ସ ଅଫିସରେ ୪ ଓଡ଼ିଆ ଚଳଚ୍ଚିତ୍ର". Samaja Live (in ଆମେରିକୀୟ ଇଂରାଜୀ). Retrieved 2019-06-19.
- ↑ "ରଜରେ ଧୁମ୍ ମଚାଇଲା ତରଙ୍ଗର ଏହି ଦୁଇଟି ଫିଲ୍ମ". Odisha Reporter (in ଆମେରିକୀୟ ଇଂରାଜୀ). 2019-06-14. Retrieved 2019-06-19.
- ↑ ବ୍ୟୁରୋ, ଓଡ଼ିଶା ସମ୍ବାଦ (2019-06-10). "ପରଦାକୁ ଆସୁଛି, ବାବୁସାନ-ତମନ୍ନାଙ୍କ 'ଗୋଲମାଲ୍ ଲଭ୍'". Odisha Sambad (in ଆମେରିକୀୟ ଇଂରାଜୀ). Retrieved 2019-06-19.
- ↑ ୪.୦ ୪.୧ "ରଜରେ ବାବୁସାନ୍ ଏବଂ ତମନ୍ନା କରିବେ 'ଗୋଲମାଲ୍ ଲଭ୍'". Sambad (in ଆମେରିକୀୟ ଇଂରାଜୀ). 2019-06-04. Retrieved 2019-06-19.
- ↑ "Tarang's 'Golmal Love' & 'Tu Mo Love Story- 2' get stunning opening on Raja". odishatv.in. O TV. Retrieved 19 June 2019.
- ↑ odiary. "ଏଥର ରଜରେ ଦୁଇଟି ସିନେମା-'ତୁ ମୋ ଲଭ୍ ଷ୍ଟୋରି-୨' ଏବଂ 'ଗୋଲମାଲ୍ ଲଭ୍'". Ollywood News (in ଆମେରିକୀୟ ଇଂରାଜୀ). Retrieved 2019-06-19.[permanent dead link]
- ↑ Golmaal Love Movie: Showtimes, Review, Trailer, Posters, News & Videos | eTimes, retrieved 2019-06-19
- ↑ "ରଜ ବଜାରରେ ଧୁମ୍ ମଚାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଦୁଇଟି ଫିଲ୍ମ | OTV Khabar". OTV Khabar. 14 June 2019. Retrieved 19 June 2019.[permanent dead link]
- ↑ "ଭିନ୍ନ ଧରଣର ଭୂମିକାରେ ଆସୁଛନ୍ତି ଓଲିଉଡ ନାୟିକା ତମନ୍ନା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 15 November 2019. Archived from the original on 25 December 2021. Retrieved 25 December 2021.
{{cite news}}
:|archive-date=
/|archive-url=
timestamp mismatch; 1 ଅକ୍ଟୋବର 2020 suggested (help) - ↑ sakalakhabar.com (2019-06-04). "ରଜରେ ବାବୁସାନ୍ ଏବଂ ତମନ୍ନା କରିବେ 'ଗୋଲମାଲ୍ ଲଭ୍'". Sakala khabar (in ଇଂରାଜୀ). Retrieved 2019-06-19.[permanent dead link]
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗୋଲ୍ ମାଲ୍ ଲଭ୍