ଗୋଲ୍ ମାଲ୍ ଲଭ୍

ଉଇକିପିଡ଼ିଆ‌ରୁ
ଗୋଲ୍ ମାଲ୍ ଲଭ୍
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକତରଙ୍ଗ ସିନେ ପ୍ରଡକ୍ସନ୍
ସଂଳାପନିର୍ମଳ ନାୟକ
କଳାକାରବାବୁଶାନ୍
ତମନ୍ନା ବ୍ୟାସ
ବିଜୟ ମହାନ୍ତି
ଶ୍ରୀତମ ଦାସ
ସଲିଲ ମିତ୍ର
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଏସ୍. ରଞ୍ଜନ
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧୪ ଜୁନ ୨୦୧୯
କଥାଚିତ୍ରର ସମୟ
୨ ଘଣ୍ଟା ୪୦ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଗୋଲ୍ ମାଲ୍ ଲଭ୍, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତରଙ୍ଗ ସିନେ ପ୍ରଡକ୍ସନ୍ ।[୩] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଗୀତ ରଚନା କରିଥିଲେ ।[୪] କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି[୫][୬]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି ଓ ତମନ୍ନା ବ୍ୟାସ ।[୭] ବିଜୟ ମହାନ୍ତି, ସଲିଲ୍ ମିତ୍ର, ଶ୍ରୀତମ ଦାସ, ଇଲୁ ବାନାର୍ଜୀ, ଶୁଭ୍ରାଂଶୁ ପଣ୍ଡା, ତ୍ରିଭୁବନ, ଜୀବନ ପଣ୍ଡା, ଲୀନା, ମନସ୍ୱିନୀ, ନଳିନୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୮]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୧୦] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୪] ମଣ୍ଟୁ ଛୁରୀଆ, ହ୍ୟୁମାନ ସାଗର, ସ୍ୱୟମ ପାଢ଼ୀ, ଲୋପାମୁଦ୍ରା ଦାସ, ପ୍ରଜ୍ଞା ହୋତା, ଲିପ୍ସା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ସର୍ଜିକାଲ୍ ଷ୍ଟ୍ରାଇକ୍"ହ୍ୟୁମାନ ସାଗର 
2."ପ୍ୟାର୍ କୁଞ୍ଚୁମ୍ କୁଞ୍ଚୁମ୍"ମଣ୍ଟୁ ଛୁରୀଆ, ଲିପ୍ସା ମହାପାତ୍ର 
3."ଓରେ ଦିଲ୍‌ନାସି"ସ୍ୱୟମ୍ ପାଢ଼ୀ, ପଜ୍ଞା ହୋତା 
4."ମୋ ମନର ତାଜମହଲ"ସ୍ୱୟମ୍ ପାଢ଼ୀ, ଲୋପାମୁଦ୍ରା 

ଆଧାର[ସମ୍ପାଦନା]

  1. Bureau, Samajalive (2019-06-14). "ରଜରେ କଡ଼ା ଟକ୍କର : ବକ୍ସ ଅଫିସରେ ୪ ଓଡ଼ିଆ ଚଳଚ୍ଚିତ୍ର". Samaja Live (in ଆମେରିକୀୟ ଇଂରାଜୀ). Retrieved 2019-06-19.
  2. "ରଜରେ ଧୁମ୍‌ ମଚାଇଲା ତରଙ୍ଗର ଏହି ଦୁଇଟି ଫିଲ୍ମ". Odisha Reporter (in ଆମେରିକୀୟ ଇଂରାଜୀ). 2019-06-14. Retrieved 2019-06-19.
  3. ବ୍ୟୁରୋ, ଓଡ଼ିଶା ସମ୍ବାଦ (2019-06-10). "ପରଦାକୁ ଆସୁଛି, ବାବୁସାନ-ତମନ୍ନାଙ୍କ 'ଗୋଲମାଲ୍ ଲଭ୍'". Odisha Sambad (in ଆମେରିକୀୟ ଇଂରାଜୀ). Retrieved 2019-06-19.
  4. ୪.୦ ୪.୧ "ରଜରେ ବାବୁସାନ୍‌ ଏବଂ ତମନ୍ନା କରିବେ 'ଗୋଲମାଲ୍‌ ଲଭ୍‌'". Sambad (in ଆମେରିକୀୟ ଇଂରାଜୀ). 2019-06-04. Retrieved 2019-06-19.
  5. "Tarang's 'Golmal Love' & 'Tu Mo Love Story- 2' get stunning opening on Raja". odishatv.in. O TV. Retrieved 19 June 2019.
  6. odiary. "ଏଥର ରଜରେ ଦୁଇଟି ସିନେମା-'ତୁ ମୋ ଲଭ୍‌ ଷ୍ଟୋରି-୨' ଏବଂ 'ଗୋଲମାଲ୍‌ ଲଭ୍‌'". Ollywood News (in ଆମେରିକୀୟ ଇଂରାଜୀ). Retrieved 2019-06-19.[permanent dead link]
  7. Golmaal Love Movie: Showtimes, Review, Trailer, Posters, News & Videos | eTimes, retrieved 2019-06-19
  8. "ରଜ ବଜାରରେ ଧୁମ୍‌ ମଚାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଦୁଇଟି ଫିଲ୍ମ | OTV Khabar". OTV Khabar. 14 June 2019. Retrieved 19 June 2019.[permanent dead link]
  9. "ଭିନ୍ନ ଧରଣର ଭୂମିକାରେ ଆସୁଛନ୍ତି ଓଲିଉଡ ନାୟିକା ତମନ୍ନା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 15 November 2019. Archived from the original on 25 December 2021. Retrieved 25 December 2021. {{cite news}}: |archive-date= / |archive-url= timestamp mismatch; 1 ଅକ୍ଟୋବର 2020 suggested (help)
  10. sakalakhabar.com (2019-06-04). "ରଜରେ ବାବୁସାନ୍‌ ଏବଂ ତମନ୍ନା କରିବେ 'ଗୋଲମାଲ୍‌ ଲଭ୍‌'". Sakala khabar (in ଇଂରାଜୀ). Retrieved 2019-06-19.[permanent dead link]

ବାହାର ଆଧାର[ସମ୍ପାଦନା]