ତୋର ଦିନେ କୁ ମୋର ଦିନେ
ତୋର ଦିନେକୁ ମୋର ଦିନେ | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ ପ୍ରଦ୍ୟୁମ୍ନ ଲେଙ୍କା |
ସଂଳାପ | ରଣଜିତ ପଟ୍ଟନାୟକ |
ଚିତ୍ରନାଟ୍ୟ | ରଣଜିତ ପଟ୍ଟନାୟକ |
କାହାଣୀ | ସିଦ୍ଧାର୍ଥ |
କଳାକାର | ଅରିନ୍ଦମ ରାୟ ଶୀତଲ ପାତ୍ର ଅମ୍ଳାନ ଦାସ ରିୟା ଦେ ମିହିର ଦାସ ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ଏସ୍. ରମେଶ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୮ ଅକ୍ଟୋବର ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତୋର ଦିନେକୁ ମୋର ଦିନେ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଏକ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ପ୍ରଦ୍ୟୁମ୍ନ ଲେଙ୍କା ।[୧] ରଣଜିତ ପଟ୍ଟନାୟକ କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୨][୩] ସିଦ୍ଧାର୍ଥ ଅଗ୍ରୱାଲ କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ, ଅରିନ୍ଦମ ରାୟ, ରିୟା ଦେ ଓ ଶୀତଲ ପାତ୍ର ।[୪] ଏହି ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଅରିନ୍ଦମ ରାୟ ଏବଂ ଅମ୍ଳାନ ଏକାଠି ଅଭିନୟ କରିଥିଲେ ।[୫] ଏହି ଚଳଚ୍ଚିତ୍ରରେ ଦୁଇଜଣ ନାୟକ ଏବଂ ଦୁଇ ନାୟିକା ଅଭିନୟ କରିଥିଲେ ।[୬] ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ରତନ ମେହେର, ଅସୀତ ପତି, ସାତ୍ୟକି ମିଶ୍ର, କୀର୍ତ୍ତୀ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଅରିନ୍ଦମ ରାୟ
- ଶୀତଲ ପାତ୍ର[୬]
- ଅମ୍ଳାନ ଦାସ[୭][୮]
- ରିୟା ଦେ[୯]
- ମିହିର ଦାସ
- ପ୍ରଦ୍ୟୁମ୍ନ ଲେଙ୍କା
- ରତନ ମେହେର
- ଅସୀତ ପତି
- ସାତ୍ୟକି ମିଶ୍ର
- କୀର୍ତ୍ତି ମହାନ୍ତି[୩]
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର । ବାପୁ ଗୋସ୍ୱାମୀ ଏବଂ ମୋହିତ ଚକ୍ରବର୍ତ୍ତୀ ଏହି ଚଳଚ୍ଚିତ୍ରର ଗୀତ ରଚନା କରିଥିଲେ ।[୩]
ଗୀତ | ରଚନା | କଣ୍ଠଦାନ[୧୦] |
---|---|---|
ତୋର ଦିନେକୁ ମୋର ଦିନେ | ସଂଗ୍ରାମ, ତାରିକ୍ | |
ତୋର ଦିନେକୁ ମୋର ଦିନେ(ନାରୀ) | ଜାଗୃତି ଦିବ୍ୟା | |
ଦିବାନୀ ଦିବାନୀ ମୁଁ ଦିବାନୀ | ସୌରିନ୍, ନିବେଦିତା | |
ଏଇ ହନିମୁନ୍ ପାଗଟାରେ | ତାରିକ୍, ଜାଗୃତି | |
ଏଇ ମୋର ମନେ ଚୋରି ଚୋରି | ନିବେଦିତା, ଆର୍. ଏସ୍. କୁମାର | |
ଏଇ ନିରୀହ ନିରୀହ ଆଖିରେ | ||
ଓ ସେକ୍ସି ସେକ୍ସି ବେବି | ବାପୁ ଗୋସ୍ୱାମୀ | ତାରିକ୍, ଜାଗୃତି, ବିଦ୍ୟା[୧୧] |
ଆଧାର
[ସମ୍ପାଦନା]- ↑ ""ପ୍ରେମରେ ପ୍ରେମରେ' ପରେ ପୁଣି ଏକାଠି ନଜର ଆସିବେ ହ୍ୟାଣ୍ଡସମ ହଙ୍କ୍ ଅରିନ୍ଦମ ଓ ଚୁଲବୁଲି ଶୀତଲ". କନକ ନ୍ୟୁଜ. 26 June 2016. Retrieved 21 August 2016.
- ↑ "Tor Dineku Mora Dine 2016 Odia Movie Review, Songs, Video Online". Odia Google. Archived from the original on 24 October 2016. Retrieved 16 October 2016.
- ↑ ୩.୦ ୩.୧ ୩.୨ "ସାର୍ଥକର ନୂଆ ସିନେମା 'ତୋର ଦିନେକୁ ମୋର ଦିନେ'". ଓଡ଼ିଶା ଟାଇମ୍. Retrieved 16 October 2016.
- ↑ "କାହିଁକି ଏହି ନାୟକ ଏବେ ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 19 August 2020. Retrieved 2 October 2018.
{{cite news}}
: no-break space character in|title=
at position 8 (help)CS1 maint: unrecognized language (link) - ↑ Lua error in ମଡ୍ୟୁଲ:Citation/CS1/Date_validation at line 234: attempt to compare number with nil.[permanent dead link]
- ↑ ୬.୦ ୬.୧ "ସେଇ ଝିଅଟି". ସମାଜ. 16 October 2016. Retrieved 16 October 2016.[permanent dead link]
- ↑ "ଆଜି ପରଦାକୁ ଆସୁଛି ଅମ୍ଳାନଙ୍କ 'ଲାଗେ ପ୍ରେମ ନଜର'". ସମ୍ବାଦ. ଭୁବନେଶ୍ୱର: sambad.in. 8 July 2022. Archived from the original on 24 October 2022. Retrieved 24 October 2022.
- ↑ "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.
{{cite web}}
: CS1 maint: unrecognized language (link) - ↑ "'ତୋର ଦିନେକୁ ମୋର ଦିନେ'ରେ ଚୁଲବୁଲି ରିୟା". Odisha News 360. 30 May 2016. Retrieved 16 October 2016.[permanent dead link]
- ↑ "Tora Dine Ku Mora Dine (Dj Remix)". OdiaPk.In. Retrieved 16 October 2016.
- ↑ "ମିଲ୍କି ମିଲ୍କି ମୋ ମୁହଁ, ସିଲ୍କି ସିଲ୍କି ମୋ ଦେହ…". ସମ୍ବାଦ. 15 August 2016. Archived from the original on 21 October 2016. Retrieved 16 October 2016.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତୋର ଦିନେ କୁ ମୋର ଦିନେ