ତୋର ଦିନେ କୁ ମୋର ଦିନେ

ଉଇକିପିଡ଼ିଆ‌ରୁ
ତୋର ଦିନେକୁ ମୋର ଦିନେ
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକସୀତାରାମ ଅଗ୍ର‌ୱାଲ
ପ୍ରଦ୍ୟୁମ୍ନ ଲେଙ୍କା
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟରଣଜିତ ପଟ୍ଟନାୟକ
କାହାଣୀସିଦ୍ଧାର୍ଥ
କଳାକାରଅରିନ୍ଦମ ରାୟ
ଶୀତଲ ପାତ୍ର
ଅମ୍ଳାନ ଦାସ
ରିୟା ଦେ
ମିହିର ଦାସ
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣଏସ୍. ରମେଶ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୮ ଅକ୍ଟୋବର ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ତୋର ଦିନେକୁ ମୋର ଦିନେ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଏକ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ପ୍ରଦ୍ୟୁମ୍ନ ଲେଙ୍କା ।[୧] ରଣଜିତ ପଟ୍ଟନାୟକ କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୨][୩] ସିଦ୍ଧାର୍ଥ ଅଗ୍ରୱାଲ କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ, ଅରିନ୍ଦମ ରାୟ, ରିୟା ଦେ ଓ ଶୀତଲ ପାତ୍ର ।[୪] ଏହି ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଅରିନ୍ଦମ ରାୟ ଏବଂ ଅମ୍ଳାନ ଏକାଠି ଅଭିନୟ କରିଥିଲେ ।[୫] ଏହି ଚଳଚ୍ଚିତ୍ରରେ ଦୁଇଜଣ ନାୟକ ଏବଂ ଦୁଇ ନାୟିକା ଅଭିନୟ କରିଥିଲେ ।[୬] ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ରତନ ମେହେର, ଅସୀତ ପତି, ସାତ୍ୟକି ମିଶ୍ର, କୀର୍ତ୍ତୀ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ରବାପୁ ଗୋସ୍ୱାମୀ ଏବଂ ମୋହିତ ଚକ୍ରବର୍ତ୍ତୀ ଏହି ଚଳଚ୍ଚିତ୍ରର ଗୀତ ରଚନା କରିଥିଲେ ।[୩]

ଗୀତ ରଚନା କଣ୍ଠଦାନ[୧୦]
ତୋର ଦିନେକୁ ମୋର ଦିନେ ସଂଗ୍ରାମ, ତାରିକ୍
ତୋର ଦିନେକୁ ମୋର ଦିନେ(ନାରୀ) ଜାଗୃତି ଦିବ୍ୟା
ଦିବାନୀ ଦିବାନୀ ମୁଁ ଦିବାନୀ ସୌରିନ୍, ନିବେଦିତା
ଏଇ ହନିମୁନ୍ ପାଗଟାରେ ତାରିକ୍, ଜାଗୃତି
ଏଇ ମୋର ମନେ ଚୋରି ଚୋରି ନିବେଦିତା, ଆର୍. ଏସ୍. କୁମାର
ଏଇ ନିରୀହ ନିରୀହ ଆଖିରେ
ଓ ସେକ୍ସି ସେକ୍ସି ବେବି ବାପୁ ଗୋସ୍ୱାମୀ ତାରିକ୍, ଜାଗୃତି, ବିଦ୍ୟା[୧୧]

ଆଧାର[ସମ୍ପାଦନା]

  1. ""ପ୍ରେମରେ ପ୍ରେମରେ' ପରେ ପୁଣି ଏକାଠି ନଜର ଆସିବେ ହ୍ୟାଣ୍ଡସମ ହଙ୍କ୍ ଅରିନ୍ଦମ ଓ ଚୁଲବୁଲି ଶୀତଲ". କନ‌କ ନ୍ୟୁଜ. 26 June 2016. Retrieved 21 August 2016.
  2. "Tor Dineku Mora Dine 2016 Odia Movie Review, Songs, Video Online". Odia Google. Archived from the original on 24 October 2016. Retrieved 16 October 2016.
  3. ୩.୦ ୩.୧ ୩.୨ "ସାର୍ଥକର ନୂଆ ସିନେମା 'ତୋର ଦିନେକୁ ମୋର ଦିନେ'". ଓଡ଼ିଶା ଟାଇମ୍. Retrieved 16 October 2016.
  4. "କାହିଁକି  ଏହି ନାୟକ ଏବେ  ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 19 August 2020. Retrieved 2 October 2018. {{cite news}}: no-break space character in |title= at position 8 (help)CS1 maint: unrecognized language (link)
  5. Lua error in ମଡ୍ୟୁଲ:Citation/CS1/Date_validation at line 234: attempt to compare number with nil.[permanent dead link]
  6. ୬.୦ ୬.୧ "ସେଇ ଝିଅଟି". ସମାଜ. 16 October 2016. Retrieved 16 October 2016.[permanent dead link]
  7. "ଆଜି ପରଦାକୁ ଆସୁଛି ଅମ୍ଳାନଙ୍କ 'ଲାଗେ ପ୍ରେମ ନଜର'". ସମ୍ବାଦ. ଭୁବନେଶ୍ୱର: sambad.in. 8 July 2022. Archived from the original on 24 October 2022. Retrieved 24 October 2022.
  8. "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.{{cite web}}: CS1 maint: unrecognized language (link)
  9. "'ତୋର ଦିନେକୁ ମୋର ଦିନେ'ରେ ଚୁଲବୁଲି ରିୟା". Odisha News 360. 30 May 2016. Retrieved 16 October 2016.[permanent dead link]
  10. "Tora Dine Ku Mora Dine (Dj Remix)". OdiaPk.In. Retrieved 16 October 2016.
  11. "ମିଲ୍‌କି ମିଲ୍‌କି ମୋ ମୁହଁ, ସିଲ୍‌କି ସିଲ୍‌କି ମୋ ଦେହ…". ସମ୍ବାଦ. 15 August 2016. Archived from the original on 21 October 2016. Retrieved 16 October 2016.

ବାହାର ଆଧାର[ସମ୍ପାଦନା]