ତୋ ବିନା ଭଲ ଲାଗେନା
ଦେଖଣା
(To Bina Bhala Lagenaରୁ ଲେଉଟି ଆସିଛି)
ତୋ ବିନା ଭଲ ଲାଗେନା | |
---|---|
ନିର୍ଦ୍ଦେଶକ | ଜ୍ୟୋତି ଦାସ |
ପ୍ରଯୋଜକ | ପ୍ରଶାନ୍ତ ଜେନା |
ସଂଳାପ | ପ୍ରକାଶ ବରାଳ |
ଚିତ୍ରନାଟ୍ୟ | ଜ୍ୟୋତି ଦାସ |
କାହାଣୀ | ପ୍ରଶାନ୍ତ ଜେନା |
କଳାକାର | ସବ୍ୟସାଚୀ ମିଶ୍ର, ରୂପାଲି ବିହାର, ପୁପିନ୍ଦର ସିଂହ, ପ୍ରଭାସ ଆଚାର୍ଯ୍ୟ, ଅନିତା ଦାସ, ମିହିର ଦାସ, ମୀନକେତନ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ମାଗି ନାଗେଶ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତୋ ବିନା ଭଲ ଲାଗେନା, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ପ୍ରଶାନ୍ତ ଜେନା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ ।[୧] ପ୍ରକାଶ ବରାଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଜ୍ୟୋତି ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର, ରୂପାଲି ବିହାର ଓ ପୁପିନ୍ଦର ସିଂହ[୩] ।[୪][୧] ପ୍ରଭାସ ଆଚାର୍ଯ୍ୟ, ଅନିତା ଦାସ, ମିହିର ଦାସ, ମୀନକେତନ, ପିଣ୍ଟୁ ନନ୍ଦ, ସାହେବ ସିଂହ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]- ସବ୍ୟସାଚୀ ମିଶ୍ର[୫][୬][୭]
- ରୂପାଲି ବିହାର
- ପୁପିନ୍ଦର ସିଂହ[୮]
- ପ୍ରଭାସ ଆଚାର୍ଯ୍ୟ
- ଅନିତା ଦାସ
- ମିହିର ଦାସ[୯]
- ମୀନକେତନ
- ପିଣ୍ଟୁ ନନ୍ଦ
- ସାହେବ ସିଂହ
- ଜର୍ଜ ତିଆଡ଼ି
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ପ୍ରେମ ପ୍ରେମ" | |
2. | "ତୋ ବିନା ଭଲ ଲାଗେନା" | |
3. | "ଯିଏ ଛାଇ ପରିକା" | |
4. | "ଗଜରା ତୋ ବାସୁଥାଉ" | |
5. | "ମନକୁ କହି" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "ରିଲିଜ୍ ଅପେକ୍ଷାରେ 'ତୋ ବିନା ଭଲ ଲାଗେନା'". odisha.com. 4 June 2008. Retrieved 11 January 2018.
- ↑ "Tarang Cine Production and Ratna Banner's upcoming Odia film Ishq Puni Thare". Odisha News Times (in ଇଂରାଜୀ). ଓଡ଼ିଶା. Archived from the original on 24 February 2019. Retrieved 14 September 2018.
- ↑ "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.
- ↑ "ପ୍ରଥମ ଫିଲ୍ମରେ ରୁପାଲିଙ୍କୁ ମିଳିଥିଲା ଦୃଷ୍ଟିହୀନା ଭୂମିକା!". sambad.in. 28 September 2017. Retrieved 11 January 2018.
- ↑ "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 January 2019. Retrieved 23 October 2018.
{{cite news}}
: CS1 maint: unrecognized language (link) - ↑ "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
- ↑ "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତୋ ବିନା ଭଲ ଲାଗେନା