ସୁନା ଚଢ଼େଇ ମୋ ରୂପା ଚଢ଼େଇ

ଉଇକିପିଡ଼ିଆ‌ରୁ
(Suna Chadhei Mo Rupa Chadheiରୁ ଲେଉଟି ଆସିଛି)
ସୁନା ଚଢ଼େଇ ମୋ ରୂପା ଚଢ଼େଇ
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକସୌମ୍ୟ ରଞ୍ଜନ ପଟ୍ଟନାୟକ, ଅଜିତ ମିଶ୍ର
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟହିମାଂଶୁ ପରିଜା
କାହାଣୀହିମାଂଶୁ ପରିଜା, ପ୍ରଶାନ୍ତ ଜେନା, ସୋମ୍ୟରଞ୍ଜନ ପଟ୍ଟନାୟକ
କଳାକାରଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର, ସୋଫିଆ ଆଲମ୍, ବିଜୟ ମହାନ୍ତି, ମିହିର ଦାସ
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣଏସ୍ ରଞ୍ଜନ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୫ ଫେବୃଆରୀ ୨୦୦୯
ଦେଶ ଭାରତ
ଭାଷାଓଡ଼ିଆ

ସୁନା ଚଢ଼େଇ ମୋ ରୂପା ଚଢ଼େଇ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ସୋମ୍ୟରଞ୍ଜନ ପଟ୍ଟନାୟକ ଏବଂ ଅଜିତ ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ହିମାଂଶୁ ପରିଜା, ପ୍ରଶାନ୍ତ ଜେନା ଏବଂ ସୋମ୍ୟରଞ୍ଜନ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହିମାଂଶୁ ପରିଜା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ସିଦ୍ଧାନ୍ତ ମହାପାତ୍ର, ସୋଫିଆ ଆଲମ୍, ବିଜୟ ମହାନ୍ତି, ମିହିର ଦାସ, ସ୍ନିଗ୍ଧା ମହାନ୍ତି, ହରିହର ମହାପାତ୍ର, ସରୋଜ ଦାସ, ମଧୁ, ପ୍ରିୟଙ୍କା ମହାପାତ୍ର, ଅଜିତ ମିଶ୍ର, ଲୋରେନ୍ସ, ଶଙ୍କର ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ରନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହ‌ମଦ ଅଜିଜ୍, ଶ୍ରୀଚରଣ, ଇରା ମହାନ୍ତି, ଉଦିତ ନାରାୟାଣ, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ସୁନା ଚଢ଼େଇ ମୋ ରୂପା ଚଢ଼େଇ" 
2."ନୀଳ ଆକାଶ ତଳେ ମୁଁ ଉଡ଼ିଲା ବେଳେ" 
3."କିଏସେ ଗଢ଼ିଲା ଝିଅଙ୍କୁ ଲୋ" 
4."ହେ ପ୍ରେମ ଋତୁ" 

ଆଧାର[ସମ୍ପାଦନା]

  1. "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 30 September 2020. Retrieved 27 August 2018.
  2. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ". sambad.in. 15 October 2017. Retrieved 22 December 2017.
  3. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର[ସମ୍ପାଦନା]