ସଙ୍ଗମ
ସଙ୍ଗମ | |
---|---|
ନିର୍ଦ୍ଦେଶକ | ଯତୀନ୍ କୁମାର ଅଗ୍ରୱାଲ |
ପ୍ରଯୋଜକ | ଯତୀନ୍ କୁମାର ଅଗ୍ରୱାଲ |
ସଂଳାପ | ଅଭିଜିତ ଘଟୱାରୀ ବିଜୟ ମିଶ୍ର |
ଚିତ୍ରନାଟ୍ୟ | ଅଭିଜିତ ଘଟୱାରୀ ବିଜୟ ମିଶ୍ର |
କାହାଣୀ | ଯତୀନ୍ କୁମାର ଅଗ୍ରୱାଲ |
କଳାକାର | ଆକାଶ ଦାସନାୟକ ବୁଦ୍ଧାଦିତ୍ୟ ମହାନ୍ତି ସିଦ୍ଧାନ୍ତ ମହାପାତ୍ର ବିଜୟ ମହାନ୍ତି ସ୍ନିଗ୍ଧା ମହାନ୍ତି ମିହିର ଦାସ |
ସଙ୍ଗୀତ | ହରପ୍ରୀତ ସିଂହ |
ଚିତ୍ରଗ୍ରହଣ | ନିତୀନ୍ ଘାଗ୍ |
ସମ୍ପାଦକ | ନକୁଳ ପ୍ରସାଦ |
ମୁକ୍ତିଲାଭ ତାରିଖ | ୧୪ ଜୁନ ୨୦୧୪[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସଙ୍ଗମ, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଯତୀନ୍ କୁମାର ଅଗ୍ରୱାଲ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ଅଭିଜିତ ଘଟୱାରୀ ଏବଂ ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ହରପ୍ରୀତ ସିଂହ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଗୀତିକାର ଅସୀତ୍ ପାତ୍ର କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ମନୋଜ ମନୁ, ଅନ୍ତରା ମିତ୍ର, ମୋନାଲୀ, ରେକ୍ସ୍, ସୋମ୍, ଅଭିଜିତ ସାବନ୍ତ ଆଦି କଣ୍ଠଶିଳ୍ପୀମାନେ ଗୀତଗୁଡ଼ିକ ଗାଇରଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେଆକାଶ ଦାସନାୟକ, ବୁଦ୍ଧାଦିତ୍ୟ ମହାନ୍ତି ଏବଂ ସିଦ୍ଧାନ୍ତ ମହାପାତ୍ର ।[୩] ଜ୍ୟୋତି ପାଣି, ପାୟଲ, ବିଜୟ ମହାନ୍ତି, ସ୍ନିଗ୍ଧା ମହାନ୍ତି, ମିହିର ଦାସ, ଜୟୀରାମ ସାମଲ, ଅଭିଶେଖ, ରାକେଶ ବିଦୁୱା, ଅଭିଜିତ ଘଟୱାରୀ, ଅବନୀ କୁମାର, ମାନିନୀ ମିଶ୍ର, ନନ୍ଦିନୀ, ଆଦି କଳାକାରମାନେ କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
[ସମ୍ପାଦନା]- ଆକାଶ ଦାସନାୟକ[୪]
- ବୁଦ୍ଧାଦିତ୍ୟ ମହାନ୍ତି[୫]
- ସିଦ୍ଧାନ୍ତ ମହାପାତ୍ର
- ଜ୍ୟୋତି ପାଣି
- ପାୟଲ ଶ୍ରୀବାସ୍ତବ
- ବିଜୟ ମହାନ୍ତି
- ସ୍ନିଗ୍ଧା ମହାନ୍ତି
- ମିହିର ଦାସ
- ଜୟୀରାମ ସାମଲ
- ଅଭିଶେଖ
- ରାକେଶ ବିଦୁୱା
- ଅଭିଜିତ ଘଟୱାରୀ
- ଅବନୀ କୁମାର
- ମାନିନୀ ମିଶ୍ର
- ନନ୍ଦିନୀ
- ଦୟାଲ ଶ୍ରୀବାସ୍ତବ
- କ୍ଷେତ୍ରବାସୀ ତ୍ରିପାଠୀ
- ପ୍ରିୟଙ୍କା ୱାସୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ହରପ୍ରୀତ ସିଂହ । ଅସୀତ୍ ପାତ୍ର କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ମନୋଜ ମନୁ, ଅନ୍ତରା ମିତ୍ର, ମୋନାଲୀ, ରେକ୍ସ୍, ସୋମ୍, ଅଭିଜିତ ସାବନ୍ତ ଆଦି କଣ୍ଠଶିଳ୍ପୀଗଣ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ମୋର ଗୋଲାପୀ ଓଠ" | |
2. | "ସମୟର ପରା ସଭିଏଁ ଗୁଲାମ" | |
3. | "ତୋର ଛାତି ଧକ ଧକ ହଉଚି" | |
4. | "ତୋର ନହକା ନହକା ଚାଲି" |
ଆଧାର
[ସମ୍ପାଦନା]- ↑ "Odia Film Calender 2014/Sangam". Odia Live. Retrieved 14 September 2017.
- ↑ ୨.୦ ୨.୧ ୨.୨ "Sangam". Incredible Orissa. 2 September 2011. Retrieved 14 September 2017.
- ↑ "Sangam Odia Film Wallpapers & Posters". Odia Live. Archived from the original on 18 September 2017. Retrieved 14 September 2017.
- ↑ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
- ↑ "ବୁଦ୍ଧାଦିତ୍ୟଙ୍କ 'ଆସ୍ତିକ ନାସ୍ତିକ'". ନିର୍ଭୟ. 4 July 2022. p. 10. Archived from the original on 27 October 2022. Retrieved 27 October 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସଙ୍ଗମ