ସଙ୍ଗମ

ଉଇକିପିଡ଼ିଆ‌ରୁ
ସଙ୍ଗମ
ନିର୍ଦ୍ଦେଶକଯତୀନ୍ କୁମାର ଅଗ୍ର‌ୱାଲ
ପ୍ରଯୋଜକଯତୀନ୍ କୁମାର ଅଗ୍ର‌ୱାଲ
ସଂଳାପଅଭିଜିତ ଘଟ‌ୱାରୀ
ବିଜୟ ମିଶ୍ର
ଚିତ୍ରନାଟ୍ୟଅଭିଜିତ ଘଟ‌ୱାରୀ
ବିଜୟ ମିଶ୍ର
କାହାଣୀଯତୀନ୍ କୁମାର ଅଗ୍ର‌ୱାଲ
କଳାକାରଆକାଶ ଦାସନାୟକ
ବୁଦ୍ଧାଦିତ୍ୟ ମହାନ୍ତି
ସିଦ୍ଧାନ୍ତ ମହାପାତ୍ର
ବିଜୟ ମହାନ୍ତି
ସ୍ନିଗ୍ଧା ମହାନ୍ତି
ମିହିର ଦାସ
ସଙ୍ଗୀତହରପ୍ରୀତ ସିଂହ
ଚିତ୍ରଗ୍ରହଣନିତୀନ୍ ଘାଗ୍
ସମ୍ପାଦକନ‌କୁଳ ପ୍ରସାଦ
ମୁକ୍ତିଲାଭ ତାରିଖ
୧୪ ଜୁନ ୨୦୧୪[୧]
ଦେଶ ଭାରତ
ଭାଷାଓଡ଼ିଆ

ସଙ୍ଗମ, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଯତୀନ୍ କୁମାର ଅଗ୍ର‌ୱାଲ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ଅଭିଜିତ ଘଟ‌ୱାରୀ ଏବଂ ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ହରପ୍ରୀତ ସିଂହ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଗୀତିକାର ଅସୀତ୍ ପାତ୍ର କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ମନୋଜ ମନୁ, ଅନ୍ତରା ମିତ୍ର, ମୋନାଲୀ, ରେକ୍ସ୍, ସୋମ୍, ଅଭିଜିତ ସାବନ୍ତ ଆଦି କଣ୍ଠଶିଳ୍ପୀମାନେ ଗୀତଗୁଡ଼ିକ ଗାଇରଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେଆକାଶ ଦାସନାୟକ, ବୁଦ୍ଧାଦିତ୍ୟ ମହାନ୍ତି ଏବଂ ସିଦ୍ଧାନ୍ତ ମହାପାତ୍ର[୩] ଜ୍ୟୋତି ପାଣି, ପାୟଲ, ବିଜୟ ମହାନ୍ତି, ସ୍ନିଗ୍ଧା ମହାନ୍ତି, ମିହିର ଦାସ, ଜୟୀରାମ ସାମଲ, ଅଭିଶେଖ, ରାକେଶ ବିଦୁୱା, ଅଭିଜିତ ଘଟ‌ୱାରୀ, ଅବନୀ କୁମାର, ମାନିନୀ ମିଶ୍ର, ନନ୍ଦିନୀ, ଆଦି କଳାକାରମାନେ କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ହରପ୍ରୀତ ସିଂହ । ଅସୀତ୍ ପାତ୍ର କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ମନୋଜ ମନୁ, ଅନ୍ତରା ମିତ୍ର, ମୋନାଲୀ, ରେକ୍ସ୍, ସୋମ୍, ଅଭିଜିତ ସାବନ୍ତ ଆଦି କଣ୍ଠଶିଳ୍ପୀଗଣ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମୋର ଗୋଲାପୀ ଓଠ" 
2."ସମୟର ପରା ସଭିଏଁ ଗୁଲାମ" 
3."ତୋର ଛାତି ଧକ ଧକ ହଉଚି" 
4."ତୋର ନ‌ହକା ନହକା ଚାଲି" 

ଆଧାର[ସମ୍ପାଦନା]

  1. "Odia Film Calender 2014/Sangam". Odia Live. Retrieved 14 September 2017.
  2. ୨.୦ ୨.୧ ୨.୨ "Sangam". Incredible Orissa. 2 September 2011. Retrieved 14 September 2017.
  3. "Sangam Odia Film Wallpapers & Posters". Odia Live. Archived from the original on 18 September 2017. Retrieved 14 September 2017.
  4. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
  5. "ବୁଦ୍ଧାଦିତ୍ୟଙ୍କ 'ଆସ୍ତିକ ନାସ୍ତିକ'". ନିର୍ଭୟ. 4 July 2022. p. 10. Archived from the original on 27 October 2022. Retrieved 27 October 2022.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ସଙ୍ଗମ