ପ୍ରତିଧ୍ୱନି (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
(Pratidhwani (Odia Film)ରୁ ଲେଉଟି ଆସିଛି)
ପ୍ରତିଧ୍ୱନି
ନିର୍ଦ୍ଦେଶକପି. ସି. ଦାସ
ପ୍ରଯୋଜକପି. ସି. ଦାସ
ଦେବେନ୍ଦ୍ର ପଣ୍ଡା
ସଂଳାପପି. ସି. ଦାସ
ଚିତ୍ରନାଟ୍ୟପି. ସି. ଦାସ
କାହାଣୀବିଷ୍ଣୁପ୍ରିୟା ଦେବୀ
କଳାକାରଅଜିତ ଦାସ
ଜୟା ବି.
ସୁଜାତା ଆନନ୍ଦ
ହେମନ୍ତ ଦାସ
ନେତ୍ରାନନ୍ଦ ମିଶ୍ର
ସଙ୍ଗୀତଉପେନ୍ଦ୍ର କୁମାର
ଚିତ୍ରଗ୍ରହଣଦେବୀ ଦାସ
ସମ୍ପାଦକଭି. ରାଜଗୋପାଳ
ମୁକ୍ତିଲାଭ ତାରିଖ
୧୯୮୪
ଦେଶ ଭାରତ
ଭାଷାଓଡ଼ିଆ

ପ୍ରତିଧ୍ୱନି, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦେବେନ୍ଦ୍ର ପଣ୍ଡା ଓ ପି. ସି. ଦାସ । ବିଷ୍ଣୁପ୍ରିୟା ଦେବୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପି. ସି. ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଅଜିତ ଦାସ, ଜୟା ବି., ସୁଜାତା ଆନନ୍ଦ, ହେମନ୍ତ ଦାସ, ନେତ୍ରାନନ୍ଦ ମିଶ୍ର, ରାମଚନ୍ଦ୍ର ପ୍ରତିହାରୀ, ନରେନ୍ଦ୍ର ବେହେରା, ଜୟୀରାମ ସାମଲ, ସୌଦାମିନୀ, ସଚ୍ଚି ପଣ୍ଡା, ଜର୍ଜ ତିଆଡ଼ି, ଗୀତା, ନିରଞ୍ଜନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଉପେନ୍ଦ୍ର କୁମାର । ଶିବବ୍ରତ ଦାସ, ବିନୋଦିନୀ ଦେବୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଏଚ୍. ପି. ଗୀତା, ବାଣୀ ଜୟରାମ, ପ୍ରଣବ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.

ବାହାର ଆଧାର[ସମ୍ପାଦନା]