ନିୟତି
ଦେଖଣା
(Niyatiରୁ ଲେଉଟି ଆସିଛି)
ନିୟତି | |
---|---|
ନିର୍ଦ୍ଦେଶକ | ପିନାକି ଶ୍ରୀଚନ୍ଦନ |
ପ୍ରଯୋଜକ | ପ୍ରେମଲତା ରାଉତରାୟ ସମରେଶ ରାଉତରାୟ |
କଳାକାର | ସୁଧାଂଶୁ ନାରାୟଣ ଦାଶ ଦିବ୍ୟା ମହାନ୍ତି ସମରେଶ ରାଉତରାୟ ପୁପୁଲ ଭୂୟାଁ |
ସଙ୍ଗୀତ | ଅନୁରାଗ ପଟ୍ଟନାୟକ |
ଚିତ୍ରଗ୍ରହଣ | ଅକ୍ଷୟ କୁମାର ନାୟକ |
ସମ୍ପାଦକ | କେଡି ସିପୁନ |
Production company | ଓଡ଼ିଆ ୱାନ୍ |
ବିତରକ | ଏସ୍୩ ମୁଭିଜ୍ |
ମୁକ୍ତିଲାଭ ତାରିଖ | ୨୧ ଜୁଲାଇ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ନିୟତି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରେମଲତା ରାଉତରାୟ, ସମରେଶ ରାଉତରାୟ ଓ ସୁଧାଂଶୁ ନାରାୟଣ ଦାଶ ଯାହାକି ଏସ୍୩ ମୁଭିଜ୍ ବ୍ୟାନର୍ରେ ନିର୍ମାଣ କରାଯାଇଥିଲା ।[୧] ପିନାକି ଶ୍ରୀଚନ୍ଦନ ଏହାର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଧାଂଶୁ ନାରାୟଣ ଦାଶ ଓ ଦିବ୍ୟା ମହାନ୍ତି ।[୩] ସମରେଶ ରାଉତରାୟ, ପୁପୁଲ ଭୂୟାଁ, କ୍ରିଷ୍ଣା କର, ବିଶାନ ବଳଭଦ୍ର, ଉଦିତ ଗୁରୁ, ଶୁଭ୍ରାଂଶୁ ନାୟକ, ଅଭିଜିତ ପାତ୍ର, ଅଙ୍କିତ ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
[ସମ୍ପାଦନା]- ସୁଧାଂଶୁ ନାରାୟଣ ଦାଶ
- ଦିବ୍ୟା ମହାନ୍ତି
- ସମରେଶ ରାଉତରାୟ
- ପୁପୁଲ ଭୂୟାଁ
- କ୍ରିଷ୍ଣା କର
- ବିଶାନ ବଳଭଦ୍ର
- ଉଦିତ ଗୁରୁ
- ଶୁଭ୍ରାଂଶୁ ନାୟକ
- ଅଭିଜିତ ପାତ୍ର
- ଅଙ୍କିତ ପଟ୍ଟନାୟକ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅନୁରାଗ ପଟ୍ଟନାୟକ ।[୪]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "କଥା ନିୟତିର". ଧରିତ୍ରୀ. No. ଭୁବନେଶ୍ୱର. 16 February 2023. p. ୭. Archived from the original on 18 February 2023. Retrieved 18 February 2023.
- ↑ ୨.୦ ୨.୧ "ସାନୁଙ୍କ 'ନିୟତି'". ପ୍ରମେୟ. No. ଭୁବନେଶ୍ୱର. 8 February 2023. p. 22. Archived from the original on 11 February 2023. Retrieved 11 February 2023.
- ↑ "ସୋନୁଙ୍କ ନିୟତି". ସମ୍ବାଦ (ରବିବାର). 29 January 2023. p. 8. Archived from the original on 11 February 2023. Retrieved 11 February 2023.
- ↑ "'ନିୟତି' କାହାଣୀ". ସମାଜ. No. ରବିବାର. 19 February 2023. p. 8. Archived from the original on 19 February 2023. Retrieved 19 February 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନିୟତି
- ଏସ୍୩ ମୁଭିଜ୍ ୱେବ୍ସାଇଟ୍ରେ ନିୟତି