ଲଭ୍ ୟୁ ହମେଶା
ଦେଖଣା
(Love You Hameshaରୁ ଲେଉଟି ଆସିଛି)
| ଲଭ୍ ୟୁ ହମେଶା | |
|---|---|
| ନିର୍ଦ୍ଦେଶକ | ହିମାଂଶୁ ପରିଜା |
| ପ୍ରଯୋଜକ | ସୁରେଶ କୁମର ହାଇବୃ, ସ୍ମୃତି ରଞ୍ଜନ ରାଉତ |
| ସଂଳାପ | ବିଜୟ ମଲ୍ଲ |
| ଚିତ୍ରନାଟ୍ୟ | ହିମାଂଶୁ ପରିଜା |
| କାହାଣୀ | ରାହୁଲ, ମଣ୍ଟୁ |
| କଳାକାର | ଅରିନ୍ଦମ ରାୟ, ଝିଲିକ୍ ଭଟ୍ଟାଚାର୍ଯ୍ୟ, ଆନିସା, ମିହିର ଦାସ, ଶ୍ରୀତମ ଦାସ, ଅନିତା ଦାସ |
| ସଙ୍ଗୀତ | ପ୍ରେମ ଆନନ୍ଦ |
ମୁକ୍ତିଲାଭ ତାରିଖ | ୧୨ ଜୁନ ୨୦୧୫ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
ଲଭ୍ ୟୁ ହମେଶା ୨୦୧୫ ମସିହା 'ରଜ' ସମୟରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ସାବିତ୍ରୀ ସିନେ ପ୍ରଡକ୍ସନ୍ ବ୍ୟାନରରେ ଚଣ୍ଡି ପରିଜାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା । ଅରିନ୍ଦମ ରାୟ ଓ ଝିଲିକ ଏହି କଥାଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରେମ ଆନନ୍ଦ ।[୧] ଏହି ଚଳଚ୍ଚିତ୍ରଟି ସାବିତ୍ରୀ ସିନେ ପ୍ରଡକ୍ସନ୍ର ପ୍ରଥମ ଚଳଚ୍ଚିତ୍ର ।[୨]
ଅଭିନୟ
[ସମ୍ପାଦନା]- ଅରିନ୍ଦମ ରାୟ[୩]
- ଝିଲିକ୍ ଭଟ୍ଟାଚାର୍ଯ୍ୟ[୪]
- ଅନିଶା ଦାଶ[୫]
- ମିହିର ଦାସ
- ପୀୟୂଷ ତ୍ରିପାଠୀ[୬]
- ରାହୁଲ
- ଶ୍ରୀତମ ଦାସ
- ଅନିତା ଦାସ
- ସରୋଜ ଦାସ
- ବ୍ରଜ ସିଂ
- ଗୁଡ଼ୁ
- ପ୍ରଜ୍ଞା
- ସଲିଲ୍ ମିତ୍ର
- ସୁଜିତ୍
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରେମ ଆନନ୍ଦ । ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ ପ୍ରମୁଖ ଚଳଚ୍ଚିତ୍ରଟିରେ ଗୀତ ଗୁଡ଼ିକର ରଚନା କରିଥିଲେ । ଇରା ମହାନ୍ତି,ଶ୍ରୀଚରଣ, ହ୍ୟୁମାନ ସାଗର, କୁମାର ବାପି, ସମିକ୍ଷା, ସୋହିନୀ ମିଶ୍ର, ରତିକାନ୍ତ ଶତପଥୀ ଏବଂ ଶ୍ରେୟା ମିଶ୍ର ଏହି ଚଳଚ୍ଚିତ୍ରଟିରେ କଣ୍ଠଦାନ କରିଥିଲେ ।
| ଗୀତ | ରଚନା | କଣ୍ଠଦାନ |
|---|---|---|
| ମୁଁ ଆଜି ଭାରି ଖୁସି | କୁମାର ବାପି | |
| ଛାତି ତଳେ ରହିଗଲୁ | ||
| ଭାରି ଭଲ ଲାଗେ ଏ ଦୁନିଆ | ||
| ମାଡାମ ନମସ୍କାର | ||
| କି କଲୁ କି କଲୁ(ସ୍ତ୍ରୀ) | ||
| ମୋ ନିଦ ଭୁଲିବାର | ||
| କି କଲୁ କି କଲୁ(ପୁରୁଷ) | ||
| ଲଭ୍ ୟୁ ହମେଶା |
ଆଧାର
[ସମ୍ପାଦନା]- ↑ "LOVE YOU HAMESHA ODIA MOVIE SONGS, VIDEOS, WALLPAPERS". incredible orissa. Retrieved 10 September 2016.[permanent dead link]
- ↑ "Cast and Crew of Love you Hamesha". Odia Live. Retrieved 10 September 2016.
- ↑ "ଏଥର ରଜ ବଜାରରେ ବି ନାହାନ୍ତି ଏହି ଓଲିଉଡ ନାୟକ!". sambad.in. 17 April 2018. Retrieved 6 June 2018.
- ↑ "ସବ୍ୟସାଚୀଙ୍କ ସହ କେବେ ଝିଲିକ୍". sambad.in. 11 May 2018. Retrieved 6 June 2018.
- ↑ "ରିଆଲିଟି ସୋ' ଜରିଆରେ ଛୋଟ ପରଦାକୁ ଫେରିଲେ ଏହି ନାୟିକା". sambad.in. 17 April 2018. Retrieved 6 June 2018.
- ↑ "'ବିଦ୍ୟାରାଣ'ରେ କମାଲ କରିବେ ପୀୟୂଷ". ପ୍ରମେୟ (in Odia). ଭୁବନେଶ୍ୱର. 20 September 2020. Retrieved 17 August 2025.
{{cite news}}: CS1 maint: unrecognized language (link)
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲଭ୍ ୟୁ ହମେଶା