ଲୁଟ ତରାଜ
ଦେଖଣା
(Loot Tarajରୁ ଲେଉଟି ଆସିଛି)
ଲୁଟ ତରାଜ | |
---|---|
ନିର୍ଦ୍ଦେଶକ | ପ୍ରଶାନ୍ତ ନନ୍ଦ |
ପ୍ରଯୋଜକ | ପ୍ରଶାନ୍ତ ନନ୍ଦ |
ସଂଳାପ | ପ୍ରଶାନ୍ତ ନନ୍ଦ |
ଚିତ୍ରନାଟ୍ୟ | ପ୍ରଶାନ୍ତ ନନ୍ଦ |
କାହାଣୀ | ପ୍ରଶାନ୍ତ ନନ୍ଦ |
କଳାକାର | ପ୍ରଶାନ୍ତ ନନ୍ଦ ଶ୍ରୀରାମ ପଣ୍ଡା ପୃଥ୍ୱୀରାଜ ନାୟକ ବୈଶାଳୀ ପରିଡ଼ା ପ୍ରତିଭା ସାହୁ |
ସଙ୍ଗୀତ | ପ୍ରଶାନ୍ତ ନନ୍ଦ |
ଚିତ୍ରଗ୍ରହଣ | ଭି. ପ୍ରଭାକର |
ସମ୍ପାଦକ | ପ୍ରଶାନ୍ତ ନନ୍ଦ ଏ. ଶ୍ରୀକର ପ୍ରସାଦ |
ମୁକ୍ତିଲାଭ ତାରିଖ | ୧୯୮୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲୁଟ ତରାଜ ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ପ୍ରଶାନ୍ତ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ପୃଥ୍ୱୀରାଜ ନାୟକ, ବୈଶାଳୀ ପରିଡ଼ା, ପ୍ରତିଭା ସାହୁ, ଅଜିତ ଦାସ, ତୁଷାର ପାଣିଗ୍ରାହୀ, ରଣଜିତ, ବ୍ରଜ ସିଂହ, ମାମିନା, ଶଙ୍କର ବସୁ ମଲ୍ଲିକ, ମୁନୁ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ପ୍ରଶାନ୍ତ ନନ୍ଦ
- ଶ୍ରୀରାମ ପଣ୍ଡା
- ପୃଥ୍ୱୀରାଜ ନାୟକ
- ବୈଶାଳୀ ପରିଡ଼ା
- ପ୍ରତିଭା ସାହୁ
- ଅଜିତ ଦାସ
- ତୁଷାର ପାଣିଗ୍ରାହୀ
- ରଣଜିତ
- ବ୍ରଜ ସିଂହ
- ମାମିନା
- ଶଙ୍କର ବସୁ ମଲ୍ଲିକ
- ମୁନୁ ପତି
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ଗୀତା ଦାଶ, ସୁବାସ ଦାସ, ତୃପ୍ତି ଦାସ, ଦେବାଶିଷ ମହାପାତ୍ର, ରଘୁନାଥ ପ୍ରଧାନ, ରୋଜି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲୁଟ ତରାଜ