ଲାଲ ପାନ ବିବି

ଉଇକିପିଡ଼ିଆ‌ରୁ
(Lal Paan Bibiରୁ ଲେଉଟି ଆସିଛି)
ଲାଲ ପାନ ବିବି
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ପ୍ରଯୋଜକକାଞ୍ଚନବାଳା ନନ୍ଦ
କାହାଣୀପ୍ରଶାନ୍ତ ନନ୍ଦ
କଳାକାରପ୍ରଶାନ୍ତ ନନ୍ଦ
ମହାଶ୍ୱେତା ରାୟ
ଅକ୍ଷୟ ମହାନ୍ତି (କାଶ୍ୟପ)
ସ୍ନିଗ୍ଧା ମହାନ୍ତି
ଝରଣା ଦାସ
ଦୁଃଖିରାମ ସ୍ୱାଇଁ
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣସୁରେନ୍ଦ୍ର ସାହୁ
ସମ୍ପାଦକଭାଇ ତେଲଙ୍ଗ
ମୁକ୍ତିଲାଭ ତାରିଖ
୮ ଜାନୁଆରୀ ୧୯୮୮
ଦେଶ ଭାରତ
ଭାଷାଓଡ଼ିଆ

ଲାଲ ପାନ ବିବି, ୧୯୮୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କାଞ୍ଚନବାଳା ନନ୍ଦ । ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଅକ୍ଷୟ ମହାନ୍ତି (କାଶ୍ୟପ), ସ୍ନିଗ୍ଧା ମହାନ୍ତି, ଝରଣା ଦାସ, ଦୁଃଖିରାମ ସ୍ୱାଇଁ, ଶଙ୍କର ବସୁ ମଲ୍ଲିକ, ବ୍ୟୋମକେଶ ତ୍ରିପାଠୀ, ବିରେନ ରାଉତରାୟ, ପୃଥ୍ୱୀରାଜ ନାୟକ, ରାଧା ପଣ୍ଡା, ଗୀତା ରାଓ, ବସନ୍ତ ସାହୁ, ଅନଙ୍ଗ ଦ୍ୱିବେଦୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ଗୀତିକାର ଦେବଦାସ ଛୋଟରାୟପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. "ଏ ବର୍ଷ ଅର୍ଚ୍ଚିତା ବନିଥିଲେ, ଆଗରୁ ଅନୁ ଚୌଧୁରୀ ବନିଥାନ୍ତେ , ଦ୍ୱିତୀୟ ଥର ଲାଗି ବନିଲେ ଓଲିଉଡର ମହାନାୟିକା ମହାଶ୍ୱେତା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 7 September 2019. Archived from the original on 21 January 2022. Retrieved 21 January 2022.
  3. "ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍‌ ଡବିଂ କରି ନ ଥିଲେ ! | Sambad". Sambad. 1 February 2018. Archived from the original on 3 February 2018. Retrieved 24 August 2018.

ବାହାର ଆଧାର[ସମ୍ପାଦନା]