ଜୟ ଶ୍ରୀରାମ

ଉଇକିପିଡ଼ିଆ‌ରୁ
(Jai Sriramରୁ ଲେଉଟି ଆସିଛି)
ଜୟ ଶ୍ରୀରାମ
ନିର୍ଦ୍ଦେଶକତୃପ୍ତି ବିଶ୍ୱାଳ
ପ୍ରଯୋଜକମାନସ ବେହେରା
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟତୃପ୍ତି ବିଶ୍ୱାଳ
କାହାଣୀତୃପ୍ତି ବିଶ୍ୱାଳ
କଳାକାରବବି ମିଶ୍ର
ଉଷସୀ ମିଶ୍ର
ବିଜୟ ମହାନ୍ତି
ରାଇମୋହନ ପରିଡ଼ା
ମିହିର ଦାସ
ସଙ୍ଗୀତଅମରେନ୍ଦ୍ର ମହାନ୍ତି
ଚିତ୍ରଗ୍ରହଣଅଭିରାମ ମିଶ୍ର, ଅମ୍ରେଶ ସ୍ୱାଇଁ, ସୁଶାନ୍ତ ବାହିନୀପତି
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୫
ଦେଶ ଭାରତ
ଭାଷାଓଡ଼ିଆ

ଜୟ ଶ୍ରୀରାମ, ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମାନସ ବେହେରା । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ତୃପ୍ତି ବିଶ୍ୱାଳ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ବବି ମିଶ୍ର, ଉଷସୀ ମିଶ୍ର, ବିଜୟ ମହାନ୍ତି, ରାଇମୋହନ ପରିଡ଼ା, ମିହିର ଦାସ, ମୋନାଲିସା, ଜର୍ଜ ତିଆଡ଼ି, ତନ୍ଦ୍ରା ରାୟ, ସୁରେଶ ବଳ, ରୁନୁ ପରିଜା, ହରିହର ମହାପାତ୍ର, ପିଣ୍ଟୁ ନନ୍ଦ, ସୋମା ଭୌମିକ, ସରୋଜ ଦାସ, ମିଲି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତିଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
  2. ୨.୦ ୨.୧ "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
  3. "ଉଷସୀଙ୍କୁ ମିଳିଲା ହର ନିଭାଇଥିବା ଫିଲ୍ମର ରୋଲ". ଜୟ ଓଡ଼ିଶା. Archived from the original on 24 January 2018. Retrieved 19 January 2018.
  4. "ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗ୍‌ ନମ୍ବର' ଏବଂ 'ଜୟ ଶ୍ରୀରାମ'ରେ ଅଭିନୟ କରିଥିବା ନାୟିକା ଏବେ ଭୋଜପୁରୀ ସୁପରଷ୍ଟାର୍‌!". sambd.in. 7 October 2017. Retrieved 19 January 2018.

ବାହାର ଆଧାର[ସମ୍ପାଦନା]