Jump to content

ଜଗନ୍ନାଥ ମନ୍ଦିର, ରାୟଗଡ଼ା

ଉଇକିପିଡ଼ିଆ‌ରୁ
(Jagannath Temple, Rayagadaରୁ ଲେଉଟି ଆସିଛି)


ଜଗନ୍ନାଥ ମନ୍ଦିର, ରାୟଗଡ଼ା
ଶ୍ରଦ୍ଧା ଶ୍ରୀକ୍ଷେତ୍ର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାୟଗଡ଼ା
Location
ସ୍ଥାନରାୟଗଡ଼ା
Stateଓଡ଼ିଶା
Countryଭାରତ

ଏହି ଜଗନ୍ନାଥ ମନ୍ଦିର ରାୟଗଡ଼ା ଜିଲ୍ଲା, (ଓଡ଼ିଶା)ର ରାୟଗଡ଼ାଠାରେ ଅବସ୍ଥିତ ।[][] ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା । ଶ୍ରଦ୍ଧା ଶ୍ରୀକ୍ଷେତ୍ର ନାମରେ ମଧ୍ୟ ଏହା ପରିଚିତ ।[][]

ଇତିହାସ

[ସମ୍ପାଦନା]

ମୂଳ ମନ୍ଦିରଟି ପଚାଶ ବର୍ଷରୁ ଅଧିକ ପୁରୁଣା । ନୂତନ ମନ୍ଦିରଟି ଜୁନ୍ ୨୦, ୨୦୦୭ରେ ପ୍ରତିଷ୍ଠିତ । ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ଗଣେଶ, ହନୁମାନ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ । ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଏହା ୧୧୦ କି.ମି. ଦୂରରେ ଅବସ୍ଥିତ ।

ପାର୍ବଣ

[ସମ୍ପାଦନା]

ଏଠାରେ ପାଳିତ ସମସ୍ତ ପାର୍ବଣ ମଧ୍ୟରେ ରଥଯାତ୍ରା ଅନ୍ୟତମ ।

ଗ୍ୟାଲେରି

[ସମ୍ପାଦନା]

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. "Jagannath Temple". ixigo.com. Retrieved 2 July 2015.
  2. "Shree Jagannath Temple". jagannath.nic.in. Archived from the original on 5 July 2015. Retrieved 2 July 2015.
  3. "Temples in Rayagada". onefivenine.com. Retrieved 2 July 2015.
  4. Mahalika, Er. Nirakar. "Cultural Heritage of Undivided Koraput District of Odisha" (PDF) (Apr–May, 2014): 102–105. Retrieved 2 July 2015. {{cite journal}}: Cite journal requires |journal= (help)