ଗୋକୁଳ
ଦେଖଣା
ଗୋକୁଳ | |
|---|---|
ସହର | |
| ଗୋକୁଲର ଏକ ମନ୍ଦିର ଗୋକୁଲର ଏକ ମନ୍ଦିର | |
| Country | |
| State | Uttar Pradesh |
| District | Mathura |
| Elevation | 163 m (535 ft) |
| Population (2001) | |
| • Total | ୪,୦୪୧ |
| Languages | |
| • Official | Hindi |
| Time zone | UTC+5:30 (IST) |
ଗୋକୁଳ , ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରେ ଏକ ମୁନିସିପାଲିଟି । ଏହା ମଥୁରାଠାରୁ ଦକ୍ଷିଣ -ପୂର୍ବ ଦିଗରେ 15 କିଲୋମିଟର ଦୂରରେ ଅବସ୍ଥିତ । ହିନ୍ଦୁ ପୁରାଣ ଅନୁସାରେ ଭଗବାନ ଶ୍ରୀ କୃଷ୍ଣ ତାଙ୍କର ବାଲ୍ୟକାଳ ଏଠାରେ ବିତେଇଥିଲେ ।
ବେଦର ପାଣ୍ଡୁଲିପି ରେ
[ସମ୍ପାଦନା]
ଜନସଂଖ୍ୟା
[ସମ୍ପାଦନା]2001 ଜନଗଣନା ଅନୁସାରେ ଗୋକୁଳାର ଜନସଂଖ୍ୟା 4041 ଥିଲା । ଏଠି ମଧ୍ୟରୁ 55% ପୁରୁଷ ଥିବା ବେଳେ 45 % ମହିଳା ଥିଲେ । ଗୁକୁଳର ସାକ୍ଷ୍ୟରତା ହାର 60 % ଥିଲା ଯାହା ଜାତୀୟ ହାର 59,5ରୁ କିଞ୍ଚିତ ଅଧିକ । 8 ବର୍ଷରୁ କମ ଆବାଡି 18% ଥିଲା ।

ଅବସ୍ଥିତି
[ସମ୍ପାଦନା]ଗୋକୁଳାର ଭୌଗୋଳିକ ଅବସ୍ଥିତିର ଦିଗବାରେଣୀ ହେଲା 27°27′N 77°43′E / 27.45°N 77.72°E.[୧] Iଏହା ସମୁଦ୍ରପତ୍ତନଠାରୁ 534 ଫୁଟ ଉପରେ ରହିଛି ।