Jump to content

ଜଗନ୍ନାଥ ମନ୍ଦିର, ଗୁଣପୁର

ଉଇକିପିଡ଼ିଆ‌ରୁ
(Jagannath Temple, Gunupurରୁ ଲେଉଟି ଆସିଛି)


ଜଗନ୍ନାଥ ମନ୍ଦିର, ଗୁଣପୁର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାୟଗଡ଼ା
Location
ସ୍ଥାନଗୁଣପୁର
Stateଓଡ଼ିଶା
Countryଭାରତ

ଏହି ଜଗନ୍ନାଥ ମନ୍ଦିର ରାୟଗଡ଼ା ଜିଲ୍ଲା, (ଓଡ଼ିଶା)ର ଗୁଣପୁରଠାରେ ଅବସ୍ଥିତ ।[][][] ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।

ଇତିହାସ

[ସମ୍ପାଦନା]

ମୂଳ ମନ୍ଦିରଟି ଶହେ ବର୍ଷରୁ ଅଧିକ ପୁରୁଣା ଓ ତାହା ଜୟପୁର ମହାରାଜା ବିକ୍ରମଦେବଙ୍କଦ୍ୱାରା ପ୍ରତିଷ୍ଠିତ ।[] ନୂତନ ମନ୍ଦିରଟି ୧୯୯୭ ମସିହାରେ ପ୍ରତିଷ୍ଠିତ । ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ଗଣେଶ, ହନୁମାନ ଆଦି ମଧ୍ୟ ଏଠାରେ ପୂଜିତ । ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଏହା ୧୮୦ କି.ମି. ଦୂରରେ ଅବସ୍ଥିତ ।

ପାର୍ବଣ

[ସମ୍ପାଦନା]

ଏଠାରେ ପାଳିତ ସମସ୍ତ ପାର୍ବଣ ମଧ୍ୟରେ ରଥଯାତ୍ରା ଅନ୍ୟତମ ।

ଗ୍ୟାଲେରି

[ସମ୍ପାଦନା]

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. Mishra, Dr. Bhaskar. "SHRI JAGANNATH TEMPLES IN INDIA & ABROAD" (PDF). Archived from the original (PDF) on 4 March 2016. Retrieved 10 July 2015.
  2. "Shree Jagannath Temple". jagannath.nic.in. Archived from the original on 5 July 2015. Retrieved 2 July 2015.
  3. "Temples in Gunupur". Retrieved 2 July 2015.
  4. "Gunupur". alchetron.com/. Retrieved 8 July 2015.