ଜଗନ୍ନାଥ ମନ୍ଦିର, ଗୁଣପୁର

ଉଇକିପିଡ଼ିଆ‌ରୁ


ଜଗନ୍ନାଥ ମନ୍ଦିର, ଗୁଣପୁର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାୟଗଡ଼ା
Location
ସ୍ଥାନଗୁଣପୁର
Stateଓଡ଼ିଶା
Countryଭାରତ

ଏହି ଜଗନ୍ନାଥ ମନ୍ଦିର ରାୟଗଡ଼ା ଜିଲ୍ଲା, (ଓଡ଼ିଶା)ର ଗୁଣପୁରଠାରେ ଅବସ୍ଥିତ ।[୧][୨][୩] ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।

ଇତିହାସ[ସମ୍ପାଦନା]

ମୂଳ ମନ୍ଦିରଟି ଶହେ ବର୍ଷରୁ ଅଧିକ ପୁରୁଣା ଓ ତାହା ଜୟପୁର ମହାରାଜା ବିକ୍ରମଦେବଙ୍କଦ୍ୱାରା ପ୍ରତିଷ୍ଠିତ ।[୪] ନୂତନ ମନ୍ଦିରଟି ୧୯୯୭ ମସିହାରେ ପ୍ରତିଷ୍ଠିତ । ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ଗଣେଶ, ହନୁମାନ ଆଦି ମଧ୍ୟ ଏଠାରେ ପୂଜିତ । ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଏହା ୧୮୦ କି.ମି. ଦୂରରେ ଅବସ୍ଥିତ ।

ପାର୍ବଣ[ସମ୍ପାଦନା]

ଏଠାରେ ପାଳିତ ସମସ୍ତ ପାର୍ବଣ ମଧ୍ୟରେ ରଥଯାତ୍ରା ଅନ୍ୟତମ ।

ଗ୍ୟାଲେରି[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Mishra, Dr. Bhaskar. "SHRI JAGANNATH TEMPLES IN INDIA & ABROAD" (PDF). Archived from the original (PDF) on 4 March 2016. Retrieved 10 July 2015.
  2. "Shree Jagannath Temple". jagannath.nic.in. Archived from the original on 5 July 2015. Retrieved 2 July 2015.
  3. "Temples in Gunupur". Retrieved 2 July 2015.
  4. "Gunupur". alchetron.com/. Retrieved 8 July 2015.