ଜଗନ୍ନାଥ ମନ୍ଦିର, ଗୁଣପୁର

ଉଇକିପିଡ଼ିଆ ରୁ
Jump to navigation Jump to search
ଜଗନ୍ନାଥ ମନ୍ଦିର, ଗୁଣପୁର
Jagannath temple at Gunupur,Rayagada.jpg
ଜଗନ୍ନାଥ ମନ୍ଦିର, ଗୁଣପୁର is located in ଓଡ଼ିଶା
ଜଗନ୍ନାଥ ମନ୍ଦିର, ଗୁଣପୁର
ଜଗନ୍ନାଥ ମନ୍ଦିର, ଗୁଣପୁର
ଜଗନ୍ନାଥ ମନ୍ଦିର
ଭୌଗୋଳିକ ଅବସ୍ଥିତି
ଦିଗବାରେଣି19°04′48″N 83°49′12″E / 19.08000°N 83.82000°E / 19.08000; 83.82000
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
ଅବସ୍ଥିତିଗୁଣପୁର
ପରମ୍ପରା
ମୁଖ୍ୟ ଆରାଧ୍ୟଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ
Architecture
ମନ୍ଦିର ସଂଖ୍ୟା

ଏହି ଜଗନ୍ନାଥ ମନ୍ଦିର ରାୟଗଡ଼ା ଜିଲ୍ଲା, (ଓଡ଼ିଶା)ର ଗୁଣପୁରଠାରେ ଅବସ୍ଥିତ ।[୧][୨][୩] ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।

ଇତିହାସ[ସମ୍ପାଦନା]

ମୂଳ ମନ୍ଦିରଟି ଶହେ ବର୍ଷରୁ ଅଧିକ ପୁରୁଣା ଓ ତାହା ଜୟପୁର ମହାରାଜା ବିକ୍ରମଦେବଙ୍କଦ୍ୱାରା ପ୍ରତିଷ୍ଠିତ ।[୪] ନୂତନ ମନ୍ଦିରଟି ୧୯୯୭ ମସିହାରେ ପ୍ରତିଷ୍ଠିତ । ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ଗଣେଶ, ହନୁମାନ ଆଦି ମଧ୍ୟ ଏଠାରେ ପୂଜିତ । ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଏହା ୧୮୦ କି.ମି. ଦୂରରେ ଅବସ୍ଥିତ ।

ପାର୍ବଣ[ସମ୍ପାଦନା]

ଏଠାରେ ପାଳିତ ସମସ୍ତ ପାର୍ବଣ ମଧ୍ୟରେ ରଥଯାତ୍ରା ଅନ୍ୟତମ ।

ଗ୍ୟାଲେରୀ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Mishra, Dr. Bhaskar. "SHRI JAGANNATH TEMPLES IN INDIA & ABROAD" (PDF). Retrieved 10 July 2015.
  2. "Shree Jagannath Temple". jagannath.nic.in. Retrieved 2 July 2015.
  3. "Temples in Gunupur". Retrieved 2 July 2015.
  4. "Gunupur". http://alchetron.com/. Retrieved 8 July 2015. External link in |website= (help)